Odhani Kholibh Dhire (feat. Amrita Nayak)

ତୁ ଗଭାରେ ବାନ୍ଧିଛୁ ରଜନୀ ଗନ୍ଧା
ତୁ କାନରେ ପିନ୍ଧିଛୁ କାନ ଝୁମୁକା
ତୁ ଗଭାରେ ବାନ୍ଧିଛୁ ରଜନୀ ଗନ୍ଧା
ତୁ କାନରେ ପିନ୍ଧିଛୁ କାନ ଝୁମୁକା
ହଁ ମୁଁ ଗଭାରେ ବାନ୍ଧଛିି ରଜନୀ ଗନ୍ଧା
ମୁଁ କାନରେ ପିନ୍ଧିଛି କାନ ଝୁମୁକା
ମନ ମୋର ଆଜି ଆନ ମନା ଭାରି
ମନ ମୋର ଆଜି ଆନ ମନା ଭାରି
ତତେ ପାଇଁ ପାଖରେ
ଗୋରୀ ତୁ ଓଢଣା ଖୋଲିବୁ ଧୀରେ
ଗୋରୀ ତୁ ଗଜରା ଖୋଲିବୁ ଧୀରେ
ଗୋରୀ ତୁ ଓଢଣା ଖୋଲିବୁ ଧୀରେ
ଗୋରୀ ତୁ ଗଜରା ଖୋଲିବୁ ଧୀରେ

ମଥାରେ ନାଇ ସେ ଟିପି ଚନ୍ଦନ
ଲାଗୁଛି ସତେସେ ପୁନେଇ ଜହ୍ନ
ହଁ ମଥାରେ ନାଇ ସେ ଟିପି ଚନ୍ଦନ
ଲାଗୁଛି ସତେସେ ପୁନେଇ ଜହ୍ନ
ହଁ ବାସର ରାତିର ଅଭୁଲା ଦିନ
ଦୁଇଟି ମନର ହେବ ମିଳନ
ପାଗଳ ମୁଁ ହେଲି ଦିୱାନା ମୁଁ ହେଲି
ପାଗଳ ମୁଁ ହେଲି ଦିୱାନା ମୁଁ ହେଲି
ତୋ ପ୍ରେମ ବାସ୍ନା ରେ
ଗୋରୀ ତୁ ଓଢଣା ଖୋଲିବୁ ଧୀରେ
ଗୋରୀ ତୁ ଗଜରା ଖୋଲିବୁ ଧୀରେ
ଗୋରୀ ତୁ ଓଢଣା ଖୋଲିବୁ ଧୀରେ
ଗୋରୀ ତୁ ଗଜରା ଖୋଲିବୁ ଧୀରେ

ହୋ ହୋ ହୋ ହୋ
ହୋ ହୋ ହୋ ହୋ
ନିଶାନି ନିସନୀ ନିସନୀ ନିସା ନା
ସାନିସା ସାନିସା ସାନିସା ସାନି ସା

ଆଜିଠୁ ଆରମ୍ଭ ନୁଆଁ ଯିବନ
ଦେଖିବା ନିତିଜେ ନୂଆଁ ସପନ
ହଁ ଆଜିଠୁ ଆରମ୍ଭ ନୁଆଁ ଯିବନ
ଦେଖିବା ନିତିଜେ ନୂଆଁ ସପନ

ହସିଲେ ଲାଗୁଛୁ ଅଲସୀ କନ୍ୟା
ପ୍ରେମରୁ ଝରେ ତ ପ୍ରୀତିର ବନ୍ୟା
ଲାଜ ଲାଗେ ଭାରି ଡର ଲାଗେ ଭାରି
ଲାଜ ଲାଗେ ଭାରି ଡର ଲାଗେ ଭାରି
ଏ ଚାନ୍ଦିନୀ ରାତିରେ
ହଁ ମୁଁ ଓଢଣା ଖୋଲିବୁ ଧୀରେ
ହଁ ମୁଁ ଗଜରା ଖୋଲିବୁ ଧୀରେ
ଗୋରୀ ତୁ ଓଢଣା ଖୋଲିବୁ ଧୀରେ
ଗୋରୀ ତୁ ଗଜରା ଖୋଲିବୁ ଧୀରେ



Credits
Writer(s): Bibhun, Chinmay Dash, Nilan Kumar Dash
Lyrics powered by www.musixmatch.com

Link