Ete Sundari Kemiti Hela - Original
Hello, hi, oh, my dear ଫୁଲ
ମନସାରା flower ଫୁଟେଇ ଦେଲ
Hello, hi, oh, my dear ଫୁଲ
ମନସାରା flower ଫୁଟେଇ ଦେଲ
ଆଜିଯାଏଁ hero ଟୋକା କଉଠି ଥିଲ?
ଫୁଟାଣି ମାରନା ଆଉ ପଛକୁ ଚାଲ
ତମେ ଲାଗୁଛ beautiful
ତମ ଚେହେରା Amul kool
ଇଛା ହଉଛି, ଗୋରା ଗାଲରେ
ଟିକେ କରିବାକୁ ଗେଲ
ଏତେ ସୁନ୍ଦରୀ କେମିତି ହେଲ?
କଉ ପାଣିରେ ଗାଧଉଥେଲ?
ଏତେ ସୁନ୍ଦରୀ କେମିତି ହେଲ?
କଉ ପାଣିରେ ଗାଧଉଥେଲ?
କି ଘର ଛୁଆ କଣ ହେଲ?
ତିନିପାଞ୍ଜି ରୁ ପୁରା ତ ଗଲ, ଗଲ, ଗଲ
ଆଖି ତମର କଜଳପାତି, look ଜବରଦସ୍ତ୍
ଇଛା ହଉଛି ଛୁଇଁବା ପାଇଁ ହେଇକି ଟିକେ dust
ହେ, ଆଖି ତମର କଜଳପାତି, look ଜବରଦସ୍ତ୍
ଇଛା ହଉଛି ଛୁଇଁବା ପାଇଁ ହେଇକି ଟିକେ dust
ଓଠ ସିନା ମୋ ମଉନାବତି ଝିଅ ମୁଁ ପୁରା प्यार
ଛିପ୍କି ଗଲେ high voltage, ହେଇଯିବୁ ତୁ ପାର୍
ତମେ ସାଲେପୁର ରସଗୋଲା, ନାଇଁ ମ
ତମ ପାଇଁ ସବୁ ଠେଲାପେଲା
ମନ କହୁଛି ତମ ମନକୁ
ଟିକେ ପାଇବାକୁ ଭଲ
ଏତେ ସୁନ୍ଦରୀ କେମିତି ହେଲ?
କଉ ପାଣିରେ ଗାଧଉଥେଲ?
ଏତେ ସୁନ୍ଦରୀ କେମିତି ହେଲ?
କଉ ପାଣିରେ ଗାଧଉଥେଲ?
କି ଘର ଛୁଆ କଣ ହେଲ?
ତିନିପାଞ୍ଜି ରୁ ପୁରା ତ ଗଲ, ଗଲ, ଗଲ
फ़टा poster, निकला hero
ଯାଆ, ଯାଆ ରେ ତୁ
Formula ଯେତେ ପକେଇଲେ ବି
ପଟିବିନି ରେ ମୁଁ
ହଁ, फ़टा poster, निकला hero
ଯାଆ, ଯାଆ ରେ ତୁ
Formula ଯେତେ ପକେଇଲେ ବି
ପଟିବିନି ରେ ମୁଁ
ଯେତେ ସୁନ୍ଦରୀ କନକ-ଗୋରୀ
ଉପରେ ନାଇ-ନାଇ
ସବୁ ଝିଅ ତ छुपा-रुस्तम
ହୁଅନ୍ତି ହାଇଁ-ପାଇଁ
ତମ ଚାଲିଟା अनार कली
Hang କରୁଛି दिल କୁ daily
Bhala ପାଉଛ ଟିକେ କହୁନ
ହଁ, ଦେଇକି symbol
ଏତେ ସୁନ୍ଦରୀ କେମିତି ହେଲ?
କଉ ପାଣିରେ ଗାଧଉଥେଲ?
ଏତେ ସୁନ୍ଦରୀ କେମିତି ହେଲ?
କଉ ପାଣିରେ ଗାଧଉଥେଲ?
କି ଘର ଛୁଆ କଣ ହେଲ?
ତିନିପାଞ୍ଜି ରୁ ପୁରା ତ ଗଲ, ଗଲ
ଏତେ ସୁନ୍ଦରୀ କେମିତି ହେଲ?
କଉ ପାଣିରେ ଗାଧଉଥେଲ?
ଏତେ ସୁନ୍ଦରୀ କେମିତି ହେଲ?
କଉ ପାଣିରେ ଗାଧଉଥେଲ?
ହେ ବାଜେ କଥା ବନ୍ଦକର
Tune change, ମାମା
ମନସାରା flower ଫୁଟେଇ ଦେଲ
Hello, hi, oh, my dear ଫୁଲ
ମନସାରା flower ଫୁଟେଇ ଦେଲ
ଆଜିଯାଏଁ hero ଟୋକା କଉଠି ଥିଲ?
ଫୁଟାଣି ମାରନା ଆଉ ପଛକୁ ଚାଲ
ତମେ ଲାଗୁଛ beautiful
ତମ ଚେହେରା Amul kool
ଇଛା ହଉଛି, ଗୋରା ଗାଲରେ
ଟିକେ କରିବାକୁ ଗେଲ
ଏତେ ସୁନ୍ଦରୀ କେମିତି ହେଲ?
କଉ ପାଣିରେ ଗାଧଉଥେଲ?
ଏତେ ସୁନ୍ଦରୀ କେମିତି ହେଲ?
କଉ ପାଣିରେ ଗାଧଉଥେଲ?
କି ଘର ଛୁଆ କଣ ହେଲ?
ତିନିପାଞ୍ଜି ରୁ ପୁରା ତ ଗଲ, ଗଲ, ଗଲ
ଆଖି ତମର କଜଳପାତି, look ଜବରଦସ୍ତ୍
ଇଛା ହଉଛି ଛୁଇଁବା ପାଇଁ ହେଇକି ଟିକେ dust
ହେ, ଆଖି ତମର କଜଳପାତି, look ଜବରଦସ୍ତ୍
ଇଛା ହଉଛି ଛୁଇଁବା ପାଇଁ ହେଇକି ଟିକେ dust
ଓଠ ସିନା ମୋ ମଉନାବତି ଝିଅ ମୁଁ ପୁରା प्यार
ଛିପ୍କି ଗଲେ high voltage, ହେଇଯିବୁ ତୁ ପାର୍
ତମେ ସାଲେପୁର ରସଗୋଲା, ନାଇଁ ମ
ତମ ପାଇଁ ସବୁ ଠେଲାପେଲା
ମନ କହୁଛି ତମ ମନକୁ
ଟିକେ ପାଇବାକୁ ଭଲ
ଏତେ ସୁନ୍ଦରୀ କେମିତି ହେଲ?
କଉ ପାଣିରେ ଗାଧଉଥେଲ?
ଏତେ ସୁନ୍ଦରୀ କେମିତି ହେଲ?
କଉ ପାଣିରେ ଗାଧଉଥେଲ?
କି ଘର ଛୁଆ କଣ ହେଲ?
ତିନିପାଞ୍ଜି ରୁ ପୁରା ତ ଗଲ, ଗଲ, ଗଲ
फ़टा poster, निकला hero
ଯାଆ, ଯାଆ ରେ ତୁ
Formula ଯେତେ ପକେଇଲେ ବି
ପଟିବିନି ରେ ମୁଁ
ହଁ, फ़टा poster, निकला hero
ଯାଆ, ଯାଆ ରେ ତୁ
Formula ଯେତେ ପକେଇଲେ ବି
ପଟିବିନି ରେ ମୁଁ
ଯେତେ ସୁନ୍ଦରୀ କନକ-ଗୋରୀ
ଉପରେ ନାଇ-ନାଇ
ସବୁ ଝିଅ ତ छुपा-रुस्तम
ହୁଅନ୍ତି ହାଇଁ-ପାଇଁ
ତମ ଚାଲିଟା अनार कली
Hang କରୁଛି दिल କୁ daily
Bhala ପାଉଛ ଟିକେ କହୁନ
ହଁ, ଦେଇକି symbol
ଏତେ ସୁନ୍ଦରୀ କେମିତି ହେଲ?
କଉ ପାଣିରେ ଗାଧଉଥେଲ?
ଏତେ ସୁନ୍ଦରୀ କେମିତି ହେଲ?
କଉ ପାଣିରେ ଗାଧଉଥେଲ?
କି ଘର ଛୁଆ କଣ ହେଲ?
ତିନିପାଞ୍ଜି ରୁ ପୁରା ତ ଗଲ, ଗଲ
ଏତେ ସୁନ୍ଦରୀ କେମିତି ହେଲ?
କଉ ପାଣିରେ ଗାଧଉଥେଲ?
ଏତେ ସୁନ୍ଦରୀ କେମିତି ହେଲ?
କଉ ପାଣିରେ ଗାଧଉଥେଲ?
ହେ ବାଜେ କଥା ବନ୍ଦକର
Tune change, ମାମା
Credits
Writer(s): Jn Padma
Lyrics powered by www.musixmatch.com
Link
Other Album Tracks
© 2024 All rights reserved. Rockol.com S.r.l. Website image policy
Rockol
- Rockol only uses images and photos made available for promotional purposes (“for press use”) by record companies, artist managements and p.r. agencies.
- Said images are used to exert a right to report and a finality of the criticism, in a degraded mode compliant to copyright laws, and exclusively inclosed in our own informative content.
- Only non-exclusive images addressed to newspaper use and, in general, copyright-free are accepted.
- Live photos are published when licensed by photographers whose copyright is quoted.
- Rockol is available to pay the right holder a fair fee should a published image’s author be unknown at the time of publishing.
Feedback
Please immediately report the presence of images possibly not compliant with the above cases so as to quickly verify an improper use: where confirmed, we would immediately proceed to their removal.