Bhangidelu Hrudaya Mora - Male Version

ହଳଦୀ କେ' ମାଖିଦେଲା ଦେହରେ ତୋର?
ମେହେନ୍ଦୀ କେ' ନାଇଦେଲା ହାତରେ ତୋର?
ହଳଦୀ କେ' ମାଖିଦେଲା ଦେହରେ ତୋର?
ମେହେନ୍ଦୀ କେ' ନାଇଦେଲା ହାତରେ ତୋର?

କାହା ପାଇଁ ପିନ୍ଧିଲୁ ସିନ୍ଦୁର?
ମୋ ସିନ୍ଦୁରକୁ କରି ଫିକା ଅବିର ତୁ
ଫିକା ଅବିର

ହଳଦୀ କେ' ମାଖିଦେଲା ଦେହରେ ତୋର?
ମେହେନ୍ଦୀ କେ' ନାଇଦେଲା ହାତରେ ତୋର?

ଭୁଲିନାହିଁ ତୁମର ସେ ଗାଁ-ମନ୍ଦିର
ନେଇଥିଲୁ ମୋ ହାତରୁ ଟୋପେ ସିନ୍ଦୁର
କଥା ଦେଇ ଭାଙ୍ଗିଦେଲୁ ହୃଦୟ ମୋର
ନୂଆ ସାଥି ବାଛିନେଲୁ ହେଲି ମୁଁ ପର

କାହା ପାଇଁ ପିନ୍ଧିଲୁ ସିନ୍ଦୁର?
ମୋ ସିନ୍ଦୁରକୁ କରି ଫିକା ଅବିର ତୁ
ଫିକା ଅବିର

ହଳଦୀ କେ' ମାଖିଦେଲା ଦେହରେ ତୋର?
ମେହେନ୍ଦୀ କେ' ନାଇଦେଲା ହାତରେ ତୋର?

ଓ, କେତେ ଆଶା କରି ରହିଥିଲା ସାଗର
ନଦୀ ବାଟ ଭାଙ୍ଗି ହେଲା ଆଉ କାହାର
ମୋ ସ୍ମୃତି ଲିଭିଗଲା ଛାତିରୁ ତୋର
ତୋ ବାଟ ଚାହିଁ ଲୁହ ଶୁଖୁନି ମୋର

କାହା ପାଇଁ ପିନ୍ଧିଲୁ ସିନ୍ଦୁର?
ମୋ ସିନ୍ଦୁରକୁ କରି ଫିକା ଅବିର ତୁ
ଫିକା ଅବିର

ହଳଦୀ କେ' ମାଖିଦେଲା ଦେହରେ ତୋର?
ମେହେନ୍ଦୀ କେ' ନାଇଦେଲା ହାତରେ ତୋର?



Credits
Writer(s): Priyabrata Dash
Lyrics powered by www.musixmatch.com

Link