Bapa Tume Pakhe Thile

ବାପା ତୁମେ ପାଖେ ଥିଲେ ମୁଁ କିଛି ଚାହେଁନା
ତୁମ ହାତ ଧରିଥିଲେ ବାଟ ମୁଁ କେବେ ଭୁଲେନା
ବାପା ତୁମେ ପାଖେ ଥିଲେ ମୁଁ କିଛି ଚାହେଁନା
ତୁମ ହାତ ଧରିଥିଲେ ବାଟ ମୁଁ କେବେ ଭୁଲେନା

ତୁମେ ବାଟ, ତୁମେ ମୋ ଠିକଣା
ତୁମରି କୋଳ ମୋ ଝୁଲଣା
ତୁମେ ବାଟ, ତୁମେ ମୋ ଠିକଣା
ତୁମରି କୋଳ ମୋ ଝୁଲଣା

ବାପା ତୁମ କୁନି ଝିଅ ବଡ ହେଲା କାହିଁକି?
ସବୁବେଳେ ଛୋଟ ହେଇ ଥା'ନ୍ତି କି ସେମିତି
ଆଜି ଆଉ କାହା ପାଖେ ଅଳିକରି ରୁଷେନା
ରୁଷିଲେ ବି ତୁମପରି ମନ କେହି ବୁଝେନା

ତୁମେ ବାଟ, ତୁମେ ମୋ ଠିକଣା
ତୁମରି କୋଳ ମୋ ଝୁଲଣା
ତୁମେ ବାଟ, ତୁମେ ମୋ ଠିକଣା
ତୁମରି କୋଳ ମୋ ଝୁଲଣା

କୁଆଁ-କୁଆଁ କାନ୍ଦୁଥିଲା ଦିନେ ଏଇ କଣ୍ଢେଇ
କଣ୍ଢେଇକୁ ଦେଲ ତୁମେ ଗୀତ ଦିନେ ଶିଖେଇ
ଯେତେ ଗୀତ ଗାଇଲେ ବି ମନ କାଇଁ ବୁଝେନା?
ଗୀତଠାରୁ ତୁମେ ବେସି ନାହିଁ ତୁମ ତୁଳନା

ତୁମେ ବାଟ, ତୁମେ ମୋ ଠିକଣା
ତୁମରି କୋଳ ମୋ ଝୁଲଣା
ତୁମେ ବାଟ, ତୁମେ ମୋ ଠିକଣା
ତୁମରି କୋଳ ମୋ ଝୁଲଣା



Credits
Writer(s): Sushil Dalai
Lyrics powered by www.musixmatch.com

Link