Tu Mo Diljaniya

ହେହେ ହେହେ ହେହେ ହେ
ଲାଲା ଲା ଲାଲା ଲା
ହେହେ ହେହେ ହେହେ ହେ
ଲାଲା ଲା ଲାଲା ଲା

ମୋ ମନ ରେ ତୁ ଅଛୁ ତୋ ମନରେ ମୁଁ
ଓଠ କାହିଁ କହୁନାହିଁ I LOVE U
ମୋ ସପନେ ତୁ ଅଛୁ ତୋ ସପନେ ମୁଁ
ଆଖି କାହିଁ କହୁନାହିଁ I MISS U
ଆଖି ଅଧି ମିଶିଗଲା ପ୍ରଥମ ଦେଖାରେ
ହଉ ହଉ ହିଗଲା ପ୍ରେମ ଧୀରେ ଧୀରେ
ହେଇଗଲୁ ତୁ ମୋର दिल जानिआ
ओरे प्रिया ओरे प्रिय କଲୁତୁ କିମିଆ
ତୁମୋ Ishq ତୁମୋ प्यार ତୁ ମୋ ଦୁନିଆ
ओरे प्रिया ओरे प्रिय କଲୁତୁ କିମିଆ
ତୁମୋ Ishq ତୁମୋ प्यार ତୁ ମୋ ଦୁନିଆ

ସାସାସା ଧିଧି ଧି ସାରେଧି ମାପା ମା
ନା ନା ନା ନାନା ନା

କଥାଠାରୁ ବେସି ଦାମୀ ଲାଗେ ଇସାରା ତୋର
ଆଯାନ୍ତେ ମୋତେ ଟାଣି ନିଏ ପାଖକୁ ତୋର
ହଁ ହୃଦୟ ରେ ମୋର ରହିଗଲୁ ତୁଳିଲୁ ଘର
ତତେ ନେଇ ଆସ ଉଙ୍କି ମାରି ମନରେ ମୋର
ଲୁଚି ଲୁଚି ଦେଖୁ ଥିଲି ତତେ ଛୁରୀ ଛୁରୀ
ଇଚ୍ଛା ହେଲା ଚାଲିବାକୁ ତୋ ହାତ ଧରି
ହେଇଗଲୁ ତୁ ମୋର ମାଗେ ହୁସିଆ
ओरे प्रिया ओरे प्रिय କଲୁତୁ କିମିଆ
ତୁମୋ Ishq ତୁମୋ प्यार ତୁ ମୋ ଦୁନିଆ
ओरे प्रिया ओरे प्रिय କଲୁତୁ କିମିଆ
ତୁମୋ Ishq ତୁମୋ प्यार ତୁ ମୋ ଦୁନିଆ

ମିଠା ମିଠା କଥା ଲାଗେ ତୋର ମହୁ ସାଗର
ସେଇ ସାଗରରେ ମୁଁ ବୁଡି ଯାଏ ଥରକୁ ଥର
ହୋ ଲକ୍ଷେ ତାର ମେଲେ ତୁ ରୁପା ଜହ୍ନ ତେ ମୋର
ଭିଯାଉଛି ସାରା ରାତି ପ୍ରୀତି ଯଛନା ତୋର
ମନେ ମନେ ଖଜୁଥିଲି ସତେତି ତୋ ପରି
ହାତ ପାପୁଲିରେ ମୋର ଖୁସିଦେଲୁ ଭରି
ହେଇଗଲୁ ତୁ ମୋର कमजोरिया
ओरे प्रिया ओरे प्रिय କଲୁତୁ କିମିଆ
ତୁମୋ Ishq ତୁମୋ प्यार ତୁ ମୋ ଦୁନିଆ
ओरे प्रिया ओरे प्रिय କଲୁତୁ କିମିଆ
ତୁମୋ Ishq ତୁମୋ प्यार ତୁ ମୋ ଦୁନିଆ



Credits
Writer(s): Biraja Prasad
Lyrics powered by www.musixmatch.com

Link