Anamika Nayika

कमली-कमली ତା सुरमई नैना
ନହୁଲି ହୃଦୟକୁ କରିଦିଏ ଚୁନା

कमली-कमली ତା सुरमई नैना
ନହୁଲି ହୃଦୟକୁ କରିଦିଏ ଚୁନା

ହାଏ ରେ ମୋ ଭାବନା, ହୁଏ କି ଆନମନା?
ହାଏ ରେ ମୋ ଭାବନା, ହୁଏ କି ଆନମନା?

ଯେତେ ଦେଖିଲେ ବି ତା ସପନ, ତା ସପନ, ତା ସପନ
ତଥାପି ରୁହେ ବଳକା

ଅନାମିକା ନାୟିକା ସେ, ହେଲା ମୋର ପ୍ରେମିକା
ହଁ, ଅନାମିକା ନାୟିକା ସେ, ହେଲା ମୋର ପ୍ରେମିକା

ହଁ, ରାଜହଂସୀ ରାଜକନ୍ୟା ଲାଜେଇ
ଲାଜେ ମତେ ଦେଲା ଯେବେ ଅନେଇ
ଫୁଲ ପରି ହୁଏ ଯେବେ ଫୁଲେଇ
ହୃଦୟକୁ ନିଏ ମୋର ଚୋରେଇ

ତୋ ରୂପର ଜୋଛନା, ତୋ ପ୍ରେମର ବାସନା
ତୋ ରୂପର ଜୋଛନା, ତୋ ପ୍ରେମର ବାସନା

ଯେତେ ଦେଖିଲେ ବି ତା ଛବିକୁ, ତା ଛବିକୁ, ତା ଛବିକୁ
ଆଖି ଖୋଜୁଛି ଅଧିକା

ଅନାମିକା ନାୟିକା ସେ, ହେଲା ମୋର ପ୍ରେମିକା
ହଁ, ଅନାମିକା ନାୟିକା ସେ, ହେଲା ମୋର ପ୍ରେମିକା

ହଁ, ପ୍ରିୟା ମୋର ଅଭିମାନୀ ଅଳପ
ସପନରେ କରେ ପ୍ରେମ ଆଳାପ
ହସ ତାର ସଜଫୁଲ ଗୋଲାପ
ହସିଦେଲେ ଖେଳିଯାଏ ମହକ

ହେବି ମୁଁ ତା दीवाना, ହବ ସେ ମୋ ମଇନା
ହେବି ମୁଁ ତା दीवाना, ହବ ସେ ମୋ ମଇନା

ସାଥେ ମୋ ଥିଲେ ସେ ସବୁ ଜଣା, ସବୁ ଚିହ୍ନା
ତା ବିନା ମୁଁ ଏକା-ଏକା

ହଁ, ଅନାମିକା ନାୟିକା ସେ, ହେଲା ମୋର ପ୍ରେମିକା
ଅନାମିକା ନାୟିକା ସେ, ହେଲା ମୋର ପ୍ରେମିକା
ଅନାମିକା ନାୟିକା ସେ, ହେଲା ମୋର ପ୍ରେମିକା
ଅନାମିକା ନାୟିକା ସେ, ହେଲା ମୋର ପ୍ରେମିକା



Credits
Writer(s): Lalit Kumar
Lyrics powered by www.musixmatch.com

Link