To Pain Aashiyana

ଏ खुदा
खुदा

ପ୍ରେମରେ, କେମିତି ତୋ ପ୍ରେମରେ?
ଧିରେ-ଧିରେ ପଡ଼ିଗଲି ମୁଁ ଜାଣେନା
ଦିନଟେ, ହଁ ନ ଦେଖିଲେ ତତେ ମୁଁ
ଲାଗେ ସତେ କିଛିନୁହେଁ ମୁଁ ତୋ ବିନା

ମୋ ଛାତିର ନିଃଶ୍ୱାସ ତୁ
ମୋ ପ୍ରେମର ଆୟୁଷ ତୁ
ମୋ ଛାତିର ନିଃଶ୍ୱାସ ତୁ
ମୋ ପ୍ରେମର ଆୟୁଷ ତୁ

दिल ତୋର ମୋ ପାଇଁକି आशियाना
दिल ତୋର ମୋ ପାଇଁକି आशियाना

ତୋ ରାଗ, ରୁଷା, ତୋ ଆଖି ଭାଷା
କଲା ମୋ ନିଦକୁ ମହୁଆ-ମହୁଆ
ତୋ ପାଇଁ ଆଜି ମୋ ସ୍ବପ୍ନ ଯେତେ
ରଙ୍ଗର ମେଘରେ ମେଘୁଆ-ମେଘୁଆ

ତୁ ରଙ୍ଗୋଲି ଋତୁ ଟିଏ
ତତେ ସେ ଲାଗି ଭଲପାଏ
ତୁ ରଙ୍ଗୋଲି ଋତୁ ଟିଏ
ତତେ ସେ ଲାଗି ଭଲପାଏ

दिल ତୋର ମୋ ପାଇଁ କି आशियाना
दिल ତୋର ମୋ ପାଇଁ କି आशियाना

ତୁ ମୋ ଆରମ୍ଭ, ତୁ ମୋର ଶେଷ
ଖୁସିରେ ମୋ ମନ ଗେରୁଆ-ଗେରୁଆ
ହୋ, ତୋ ପାଇଁ ଆଜି ମୁଁ ପାଗଳ ଟେ
ଏମିତି ଦେଲୁ ତୁ ପ୍ରେମର ଫରୁଆ

ମୋ ପାଇଁ ତୋ ପ୍ରେମ खुदा
ସବୁ ଜନ୍ମକୁ ଏ वादा
ମୋ ପାଇଁ ତୋ ପ୍ରେମ खुदा
ସବୁ ଜନ୍ମକୁ ଏ वादा

दिल ତୋର ମୋ ପାଇଁ କି आशियाना
ହୋ, दिल ତୋର ମୋ ପାଇଁ କି आशियाना



Credits
Writer(s): Soumya Ranjan Panda
Lyrics powered by www.musixmatch.com

Link