Lajawab Tu

लाजवाब ତୁ, लाजवाब ତୁ
ଲାଗୁଛୁ ହାଏ ରେ baby
ବଦମାସ୍ ମୁଁ, ବଦମାସ୍ ମୁଁ
ସାଜିଲି ତୋ ରୂପ ଦେଖି

କୋଟିଏରୁ ଗୋଟେ ତୋ କାରିଗରୀ ଲାଗୁଛି ମୋତେ ଲୋ ପସନ୍ଦ
କରୁଛି ପାଗଳ ମୋତେ ଆଲୋ ଗୋରୀ ତୋରି ଦେହର ସୁଗନ୍ଧ
ଓ, କୋଟିଏରୁ ଗୋଟେ ତୋ କାରିଗରୀ ଲାଗୁଛି ମୋତେ ଲୋ ପସନ୍ଦ
କରୁଛି ପାଗଳ ମୋତେ ଆଲୋ ଗୋରୀ ତୋରି ଦେହର ସୁଗନ୍ଧ

ତତେ ମୁଁ ପାଇଲେ ପାଖରେ
ଶବଦ ହୁଏ ମୋ ଛାତିରେ

ଏ ଆଖି ଦେଖେ ସପନ, ଆଖିରେ ତୋର
ଡୁବି-ଡୁବି-ଡୁବି-ଡୁବି

लाजवाब ତୁ, लाजवाब ତୁ
ଲାଗୁଛୁ ହାଏ ରେ baby
ବଦମାସ୍ ମୁଁ, ବଦମାସ୍ ମୁଁ
ସାଜିଲି ତୋ ରୂପ ଦେଖି

ମେଘୁଆ-ମେଘୁଆ ରେଶମୀ କେଶ ତୁ ଝାଡିଲେ
ଆସିଯାଏ ବର୍ଷା ଋତୁ ରେ
ଓ, ମେଘୁଆ ମେଘୁଆ ରେଶମୀ କେଶ ତୁ ଝାଡିଲେ
ଆସିଯାଏ ବର୍ଷା ଋତୁ ରେ

ନୀଳ ସିନ୍ଧୁ ପରି ଧଳା ତୋ ଚାହାଣି
ଯିଏବି ଦେଖେ ସିଏତ ଫସେ ରେ

ଜହ୍ନ ବି ସରମି ଯାଏ ରେ
ତୋ ରୂପ, ତୋ ରଙ୍ଗ ଆଗରେ

ଲୁଚେ ସେ ବାଦଲ ତଳେ, ଦେଖିଲେ ତୋର
खूबी-खूबी-खूबी-खूबी

लाजवाब ତୁ, लाजवाब ତୁ
ଲାଗୁଛୁ ହାଏ ରେ baby
ବଦମାସ୍ ମୁଁ, ବଦମାସ୍ ମୁଁ
ସାଜିଲି ତୋ ରୂପ ଦେଖି

ଗୋଲାପୀ-ଗୋଲାପୀ ତୋ ଓଠ शराबी
ହସିଲେ ହେଇଯାଏ ମୋତେ ନିଶା ରେ
ଓ-ହୋ, ଗୋଲାପୀ-ଗୋଲାପୀ ତୋ ଓଠ शराबी
ହସିଲେ ହେଇଯାଏ ମୋତେ ନିଶା ରେ

ଚାଲି ରାଜହଂସୀ ମୋତେ ଦେଲା ଦଂଶି
ପଡ଼ିଲି ଗୋରୀ ମୁଁ ତୋ ପ୍ରେମରେ

ତୋ ପାଖେ କି ଯାଦୁ ଅଛି ରେ?
ମୋ ମନ ଟାଣି ତୁ ନେଲୁ ରେ

ମୋ କଥା ନମାନିଲେ ତୁ, ଉଠେଇ ତତେ
ନେବି-ନେବି-ନେବି-ନେବି

लाजवाब ତୁ, लाजवाब ତୁ
ଲାଗୁଛୁ ହାଏ ରେ baby
ବଦମାସ୍ ମୁଁ, ବଦମାସ୍ ମୁଁ
ସାଜିଲି ତୋ ରୂପ ଦେଖି



Credits
Writer(s): Mrutyunjaya Mishra, Pradeepta Kumar Rath
Lyrics powered by www.musixmatch.com

Link