Bagichara Na Tinikoni

ବଗିଚାର ନାଁ ତିନିକୋଣିଆ, ଏଠି ରାତି ଭିଡ, ଦିନ ସୁନୁସୁନିଆ
ବଗିଚାର ନାଁ ତିନିକୋଣିଆ, ଏଠି ରାତି ଭିଡ, ଦିନ ସୁନୁସୁନିଆ

ଆହା ମୋର ସୁନା ପାନିଆ, ବସିଯା କଷି କନିଆଁ
ଆହା ମୋର ସୁନା ପାନିଆ, ବସିଯା କଷି କନିଆଁ

ତୋର ମୁହଁ ମଲ୍ଲୀ-ଫୁଲ ଛନ ଛନିଆ
ତୋର ମୁହଁ ମଲ୍ଲୀ-ଫୁଲ ଛନ ଛନିଆ

ବଗିଚାର ନାଁ ତିନିକୋଣିଆ, ନିଜ ନାଁ ଭୁଲିଯିବ ଶୁଣ ମଣିଆ
ବଗିଚାର ନାଁ ତିନିକୋଣିଆ, ନିଜ ନାଁ ଭୁଲିଯିବ ଶୁଣ ମଣିଆ

ଯିଏ ମୋତେ କରୁ ଛାନିଆଁ, ଭଲ କଥା କରୁ ଦୁନିଆଁ
ଯିଏ ମୋତେ କରୁ ଛାନିଆଁ, ଭଲ କଥା କରୁ ଦୁନିଆଁ

ମୁଁ ତ ଛଡ଼େଇଦେବି ତୋ hero ପଣିଆ
ମୁଁ ତ ଛଡ଼େଇଦେବି ତୋ hero ପଣିଆ

କାଇଁକି ଯାଉଛୁ ଆଲୋ ଘିଡିଘିଡି ମାଡି?
ସହର, ବଜାର ଭିଡ଼ ଗାଡି ଯିବା ଚଢି
ଡରେ ନାହିଁ ଗାଡି ଭିଡ, ଡରେ ନାହିଁ ଘର
ଝିଅ ଦେଖି କରେ ଯିଏ ଗାଡି ହରବର

ମୋତେ କି ନାହିଁ ଡର, ତୁ ତ ଖାଇ over
ଜାଣିନୁ ମୋର ଡର, ଯା-ଯା ରେ ରାମ ସିଆଣ

ତ୍ରିଭୁଜ ଲାଗିଛି ତିନି କୋଣିଆ, ତାକୁ ଦୂରରୁ ଜୁହାର କର ମଣିଆ
ତ୍ରିଭୁଜ ଲାଗିଛି ତିନି କୋଣିଆ, ତାକୁ ଦୂରରୁ ଜୁହାର କର ମଣିଆ

ଭଲକରି ବଡ଼ କନିଆଁ, ଡେରିକରି ହେବୁ ଲୋ ମା
ଭଲକରି ବଡ଼ କନିଆଁ, ଡେରିକରି ହେବୁ ଲୋ ମା
ମୁହଁ କାହିଁକି କରୁଛୁ ଫଣ-ଫଣିଆ?
ମୁହଁ କାହିଁକି କରୁଛୁ ଫଣ-ଫଣିଆ?

ଇଏ ଆମ ରାଜଧାନୀ, ଗୋଲାମୀ ନଗର
Peon ଠୁ officer ସବୁତ ଚାକର
ତାଙ୍କୁ ନାହିଁ ଡର ମୋର, ଡର ଖାଲି ନେତା
ନଇଁଗଲେ କଟିନେବେ ସିଏ ଅଣ୍ଟା-ସୁତା

ମୋତେ କି ନାହିଁ ଡର, ତୁ ତ fuse ତାର
ଦେଖା ତ କମାଲ ତୋର, ଆଗେ ଖଞ୍ଜଣି ମୋର

ନେ ପାନ ଖଣ୍ଡେ ତିନିକୋଣିଆ, ତାକୁ ବାଣ୍ଟି ଖାଇଦେବା ଦିଜଣିଆ
ନେ ପାନ ଖଣ୍ଡେ ତିନିକୋଣିଆ, ତାକୁ ବାଣ୍ଟି ଖାଇଦେବା ଦିଜଣିଆ

ଦେଖି ପୀରତି-ନିଆଁ ଡରିବ ଏ ଦୁନିଆଁ
ଦେଖି ପୀରତି-ନିଆଁ ଡରିବ ଏ ଦୁନିଆଁ

ଏବେ ତୋ ଘରେ ହେଣିକି daily ଗୁଣିଆ
ଏବେ ତୋ ଘରେ ହେଣିକି daily ଗୁଣିଆ

ବଗିଚାର ନାଁ ତିନିକୋଣିଆ, ଏଠି ରାତି ଭିଡ, ଦିନ ସୁନୁସୁନିଆ
ବଗିଚାର ନାଁ ତିନିକୋଣିଆ, ଏଠି ରାତି ଭିଡ, ଦିନ ସୁନୁସୁନିଆ

ଆହା ମୋର ସୁନା ପାନିଆ, ବସିଯା କଷି କନିଆଁ
ଆହା ମୋର ସୁନା ପାନିଆ, ବସିଯା କଷି କନିଆଁ

ତୋର ମୁହଁ ମଲ୍ଲୀ-ଫୁଲ ଛନ ଛନିଆ
ତୋର ମୁହଁ ମଲ୍ଲୀ-ଫୁଲ ଛନ ଛନିଆ
ତୋର ମୁହଁ ମଲ୍ଲୀ-ଫୁଲ ଛନ ଛନିଆ
ତୋର ମୁହଁ ମଲ୍ଲୀ-ଫୁଲ ଛନ ଛନିଆ



Credits
Writer(s): Akshay Mohanty, Sirshananda Das Kanungo
Lyrics powered by www.musixmatch.com

Link