Tume Gyana Bingyanara Udbhabaka

ତୁମେ ଜ୍ଞାନ, ବିଜ୍ଞାନର ଉଦ୍ଭାବକ
ତୁମେ ସାହିତ୍ୟ, ଗଣିତ ଅବିଷ୍କାରକ
ତୁମେ ଜ୍ଞାନ, ବିଜ୍ଞାନର ଉଦ୍ଭାବକ
ତୁମେ ସାହିତ୍ୟ, ଗଣିତ ଅବିଷ୍କାରକ

କୋଟି ପ୍ରଣତି ତୁମକୁ
କୋଟି ପ୍ରଣତି ତୁମକୁ
ହେ, ସିଦ୍ଧି, ବୁଦ୍ଧି ପ୍ରଦାୟକ

ଓଁ, ଗଂ ଗଣପତୟେ ନମଃ
ଓଁ, ଅଷ୍ଟ ବିନାୟକ ନମଃ
ଓଁ, ସିଦ୍ଧି ବିନାୟକ ନମଃ
ଓଁ, ବିଘ୍ନରାଜ ନମଃ
ଓଁ, ଗଜାନନ ନମଃ
ଓଁ, ବକ୍ରତୁଣ୍ଡ ନମଃ
ଓଁ, ଏକଦନ୍ତ ନମଃ
ଓଁ, ବଲଚନ୍ଦ୍ର ନମଃ

ଆହେ ଗଣେଶ, ତୁମେ ବିଶ୍ୱାସ
ତୁମରି ବିଦ୍ୟାରେ ଚାଲେ ନିଶ୍ୱାସ
ଆହେ ଗଣେଶ, ତୁମେ ବିଶ୍ୱାସ
ତୁମରି ବିଦ୍ୟାରେ ଚାଲେ ନିଶ୍ୱାସ

ଗଜ ମସ୍ତକ, ହେ, ବକ୍ର-ମୁଖ
ଜ୍ଞାନ ମଣ୍ଡଳରେ ତୁମେ ସାହସ

କୋଟି ପ୍ରଣତି ତୁମକୁ
କୋଟି ପ୍ରଣତି ତୁମକୁ
ହେ, ଭାବ, ଭକ୍ତି ପ୍ରଜାରକ

ଓଁ, ଗଂ ଗଣପତୟେ ନମଃ
ଓଁ, ଅଷ୍ଟ ବିନାୟକ ନମଃ
ଓଁ, ସିଦ୍ଧି ବିନାୟକ ନମଃ
ଓଁ, ବିଘ୍ନରାଜ ନମଃ
ଓଁ, ଗଜାନନ ନମଃ
ଓଁ, ବକ୍ରତୁଣ୍ଡ ନମଃ
ଓଁ, ଏକଦନ୍ତ ନମଃ
ଓଁ, ବଲଚନ୍ଦ୍ର ନମଃ

ଆହେ ଈଶ୍ୱର, ବିଦ୍ୟା-ଭଣ୍ଡାର
ଆଲୋକ ତୁମେ କୋଟି ସୂର୍ଯ୍ୟର
ଆହେ ଈଶ୍ୱର, ବିଦ୍ୟା-ଭଣ୍ଡାର
ଆଲୋକ ତୁମେ କୋଟି ସୂର୍ଯ୍ୟର

ହେ ମହାକାୟ, ଶାନ୍ତ ହୃଦୟ
ଆହ୍ବାନ ତୁମେ ଆଦ୍ୟ ପୂଜାର

କୋଟି ପ୍ରଣତି ତୁମକୁ
କୋଟି ପ୍ରଣତି ତୁମକୁ
ହେ, ପାପ, ପୁଣ୍ୟ ବିଚାରକ

ଓଁ, ଗଂ ଗଣପତୟେ ନମଃ
ଓଁ, ଅଷ୍ଟ ବିନାୟକ ନମଃ
ଓଁ, ସିଦ୍ଧି ବିନାୟକ ନମଃ
ଓଁ, ବିଘ୍ନରାଜ ନମଃ (ବକ୍ରତୁଣ୍ଡ ମହାକାୟ)
ଓଁ, ଗଂ ଗଣପତୟେ ନମଃ
ଓଁ, ଅଷ୍ଟ ବିନାୟକ ନମଃ
ଓଁ, ସିଦ୍ଧି ବିନାୟକ ନମଃ (ସୂର୍ୟକୋଟି ସମପ୍ରଭା)
ଓଁ, ବିଘ୍ନରାଜ ନମଃ
ଓଁ, ଗଂ ଗଣପତୟେ ନମଃ
ଓଁ, ଅଷ୍ଟ ବିନାୟକ ନମଃ
ଓଁ, ସିଦ୍ଧି ବିନାୟକ ନମଃ (ନିର୍ବିଘ୍ନ କୁରୁମେ ଦେବ)
ଓଁ, ବିଘ୍ନରାଜ ନମଃ
ଓଁ, ଗଂ ଗଣପତୟେ ନମଃ
ଓଁ, ଅଷ୍ଟ ବିନାୟକ ନମଃ (ସର୍ବକାତ୍ୟେଷୁ ସର୍ବଦା)
ଓଁ, ସିଦ୍ଧି ବିନାୟକ ନମଃ
ଓଁ, ବିଘ୍ନରାଜ ନମଃ



Credits
Writer(s): Baidyanath Dash
Lyrics powered by www.musixmatch.com

Link