Sakhi Sange Gele Rahan

ସଖୀ ସଙ୍ଗେ ଗେଲେ ରହ ନଦିଆକା ଧାରେ

ଓହୋରେ ଓହୋରେ
ଓହୋରେ ଓହୋରେ
ନାଗରେ ଟାନଲା ଆଞ୍ଚରେ

ସଖୀ ସଙ୍ଗେ ଗେଲେ ରହ ନଦିଆକା ଧାରେ
ସଖୀ ସଙ୍ଗେ ଗେଲେ ରହ ନଦିଆକା ଧାରେ

ଓହୋରେ ଓହୋରେ
ଓହୋରେ ଓହୋରେ
ନାଗରେ ଟାନଲା ଆଞ୍ଚରେ
ଓହୋରେ ଓହୋରେ
ଓହୋରେ ଓହୋରେ
ନାଗରେ ଟାନଲା ଆଞ୍ଚରେ

ଶିରାଇଗେଲ ଲାଜେକ୍ ମାରି ଟାନିନେଲା କୋରେ
ଶିରାଇଗେଲ ଲାଜେକ୍ ମାରି ଟାନିନେଲା କୋରେ

ଓହୋରେ ଓହୋରେ
ଓହୋରେ ଓହୋରେ
ନାଗରେ ଧରଲା ଆଞ୍ଚରେ
ଓହୋରେ ଓହୋରେ
ଓହୋରେ ଓହୋରେ
ନାଗରେ ଧରଲା ଆଞ୍ଚରେ

ଏକଲା ସେଇଖାନେ
କେହୁନି ସେଇଖନେ
ଧକ୍ ଧକ୍ କରେ ମୋର୍ ହିଆ ଘନେ ଘନେ
ଏକଲା ସେଇଖାନେ
କେହୁନି ସେଇଖନେ
ଧକ୍ ଧକ୍ କରେ ମୋର୍ ହିଆ ଘନେ ଘନେ

ଗାଗରିଆ ଖସିଗେଲି ଧରଲା କମରେ
ଗାଗରିଆ ଖସିଗେଲି ଧରଲା କମରେ

ଓହୋରେ ଓହୋରେ
ଓହୋରେ ଓହୋରେ
ନାଗରେ ଟାନଲା ଆଞ୍ଚରେ
ଓହୋରେ ଓହୋରେ
ଓହୋରେ ଓହୋରେ
ନାଗରେ ଟାନଲା ଆଞ୍ଚରେ

କଦମ୍ କଲେ କଷି ଭମରା ବଦମାସି
ନାନାରଙ୍ଗେ ଛଲକରି ଫୁଲେ ଗେଲା ବସି
କଦମ୍ କଲେ କଷି ଭମରା ବଦମାସି
ନାନାରଙ୍ଗେ ଛଲକରି ଫୁଲେ ଗେଲା ବସି

ଏକ ଯୋଳା ଗାଗରିଆ ପାରୁନି ମୁଇଁ ଭରି
ଏକ ଯୋଳା ଗାଗରିଆ ପାରୁନି ମୁଇଁ ଭରି

ଓହୋରେ ଓହୋରେ
ଓହୋରେ ଓହୋରେ
ନାଗରେ ଟାନଲା ଆଞ୍ଚରେ
ଓହୋରେ ଓହୋରେ
ଓହୋରେ ଓହୋରେ
ନାଗରେ ଟାନଲା ଆଞ୍ଚରେ



Credits
Writer(s): Dharmananda Mahanta, Master Santosh
Lyrics powered by www.musixmatch.com

Link