A Mana Mora

ଫିକା ଫିକା ସପନ ରେ ଆସି ଯାଉ ଜେବେ
ହେଇ ଯାଏ ମୋର ଅଧା ରାତି ପୁରା
ସକାଳ ର ସୁରୁଜ କୁ କିଏ ବା ପଚାରେ
ଶୋଇ ଥାଏ ଦେଖିବାକୁ ତତେ ରାତି ସାରା

ଭଲ କିଏ ପାଇବନି ମତେ ତୋ ପରି
ଲାଗେ ମତେ ମିଳିଗଲା
ରାଜକୁମାରୀ...

ଏ ମନ ମୋର
ହେଇ ଗଲା ତୋର
ଜାଣି ପାରୁନି ମୁ ଆଜି କାଇଁ
ତା ଉତ୍ତର...
ଏ ମନ ମୋର
ହେଇ ଗଲା ତୋର
ଜାଣି ପାରୁନି ମୁ ଆଜି କାଇଁ
ତା ଉତ୍ତର...

ପାଖରେ ମୋ ରହି ଲାଗୁ ତୁ ସ୍ବପ୍ନ ଭଳି
ହାତ ଛାଡି ନ ଯିବାକୁ କରେ ମୁ ଅଳି

ପାଖରେ ମୋ ରହି ଲାଗୁ ତୁ ସ୍ବପ୍ନ ଭଳି
ହାତ ଛାଡି ନ ଯିବାକୁ କରେ ମୁ ଅଳି
ସକାଳ ସୁରୁଜ ତୁ ମୋ ରାତି ର ଜହ୍ନ
ହଜାରେ ମନ ଭିତରେ ତୁ ମୋ ଜୀବନ

ଏ ମନ ମୋର
ହେଇ ଗଲା ତୋର
ଜାଣି ପାରୁନି ମୁ ଆଜି କାଇଁ
ତା ଉତ୍ତର...
ଏ ମନ ମୋର
ହେଇ ଗଲା ତୋର
ଜାଣି ପାରୁନି ମୁ ଆଜି କାଇଁ
ତା ଉତ୍ତର...

ଭାଙ୍ଗି ଯିବ ଏ ସପନ ଲାଗେ ଭାରି ଡର
ଅଧା ରହି ଯିବ ଏ କାହାଣୀ ତୋର ମୋର
ପାଖେ ପାଖେ ଥିବି ତୋର କରିବିନି ପର
ରହି ଥିବୁ ତୁ ଏମିତି ଭାବନା ରେ ମୋର

ରହିବୁନି ଜେବେ ତୁ ମୋ ଜୀବନେ
ପାଇ ଯିବି ତତେ ମୁ
ମୋ ସପନେ...

ଏ ମନ ମୋର
ହେଇ ଗଲା ତୋର
ଜାଣି ପାରୁନି ମୁ ଆଜି କାଇଁ
ତା ଉତ୍ତର...
ଏ ମନ ମୋର
ହେଇ ଗଲା ତୋର
ଜାଣି ପାରୁନି ମୁ ଆଜି କାଇଁ
ତା ଉତ୍ତର...



Credits
Writer(s): Abhishek Panigrahi, Somesh Satapathy
Lyrics powered by www.musixmatch.com

Link