Udi Gale Gendalia

ଉଡ଼ିଗଲେ ଗେଣ୍ଡାଳିଆ ଝାଡ଼ି ଦେଲେ ପର
ଉଡ଼ିଗଲେ ଗେଣ୍ଡାଳିଆ ଝାଡ଼ି ଦେଲେ ପର1
ଝାଡ଼ିଦେଲେ ପର
ଉଡ଼ିଗଲେ ଗେଣ୍ଡାଳିଆ ଝାଡ଼ି ଦେଲେ ପର ରେ
ରଜାଝିଆ ବାହୁନୁଚି ଦେଖି ବୁଢ଼ାବର
ଆହା ଦେଖି ବୁଢ଼ାବର

ଉଠେଇଲା କଳା ମେଘ ଭୋଦେଇ ଉଠାଣ
କାଳୀ ଗାଈ ଚରିଗଲା କିଆରିକ ଧାନ
ବସିବା ସଙ୍ଗାତ ଚାଲ ତୋହର ମୋହର
ବସିବା ସଙ୍ଗାତ ଚାଲ ତୋହର ମୋହର
ଉଡ଼ି ଉଡ଼ି ଯିବା ଆମେ ମେଘ ରଜା ଘର
ଆହା ମେଘ ରଜା ଘର

ହେ...

ମେଘ ରାଇଜର ପରୀ ଭାରି ସୁନ୍ଦରିଆ
ଗେଲ କରି ଆଣିବି ମୁଁ ବଡ଼ ହୁନ୍ଦରିଆ
ରହ ରହ ଗେଣ୍ଡାଳିଆ ଯିବା ବହୁଦୂର
ରହ ରହ ଗେଣ୍ଡାଳିଆ ଯିବା ବହୁଦୂର
ରହିବା ମଉଜ କରି ନୋହି ସାତପର
ଆହା ନୋହି ସାତ ପର

ଉଡ଼ିଗଲେ ଗେଣ୍ଡାଳିଆ ଝାଡ଼ି ଦେଲେ ପର
ଝାଡ଼ିଦେଲେ ପର
ରଜାଝିଆ ବାହୁନୁଚି ଦେଖି ବୁଢ଼ାବର
ଆହା ଦେଖି ବୁଢ଼ାବର
ଆହା ଦେଖି ବୁଢ଼ାବର
ଆ...



Credits
Writer(s): Bhubaneswhar Misra, Prafulla Kar
Lyrics powered by www.musixmatch.com

Link