Kemitika Samparka

କେମିତିକା ସମ୍ପର୍କ ଯୋଡ଼ିଦେଇ ଭାଙ୍ଗିଦେଲୁ ତୁ?
ଅଦିନିଆ ଝଡ଼ ହୋଇ ଖୁସି ଯେତେ ଧୋଇନେଲୁ ତୁ
ହୋ, କେମିତିକା ସମ୍ପର୍କ ଯୋଡ଼ିଦେଇ ଭାଙ୍ଗିଦେଲୁ ତୁ?
ଅଦିନିଆ ଝଡ଼ ହୋଇ ଖୁସି ଯେତେ ଧୋଇନେଲୁ ତୁ

ଦେଖିଯା ଆସି ତୁ ଥରେ
ତୋ ବିନା ମୋ ଦୁନିଆଁ
କେମିତି ବଞ୍ଚିବି କହ
ତତେ ଛାଡ଼ି ଓରେ ପ୍ରିୟା

ତତେ ଛାଡ଼ି ଓରେ ପ୍ରିୟା

କେମିତିକା ସମ୍ପର୍କ ଯୋଡ଼ିଦେଇ ଭାଙ୍ଗିଦେଲୁ ତୁ?
ଅଦିନିଆ ଝଡ଼ ହୋଇ ଖୁସି ଯେତେ ଧୋଇନେଲୁ ତୁ

ହୋ-ଓ-ଓ-ଓ-ଓ
ଆ-ଆ-ଆ-ଆ-ଆ-ଆ

ମିଠାମିଠା କଥା କହି କିଣିଲୁ ମନ
କାହିଁକି ରେ ଦେଖେଇଲୁ ମିଛ ସପନ?
ହୋ, ମୋ ଆଖିରେ ଥିଲୁ ମୋର ସୁନା କଣ୍ଢେଇ
କିଏ ସେଇ ରାଜା ପୁଅ ନେଲା ଭଣ୍ଡେଇ?

ଆଖିରୁ ଝରୁଛି ଲୁହ
ତୋ କଥା ଭାବିଦେଲେ
ମନେ ତ ପଡୁଛି ଭାରି
ତୋ ସ୍ମୃତି ସବୁବେଳେ

ତୋ ସ୍ମୃତି ସବୁବେଳେ

କେମିତିକା ସମ୍ପର୍କ ଯୋଡ଼ିଦେଇ ଭାଙ୍ଗିଦେଲୁ ତୁ?
ଅଦିନିଆ ଝଡ଼ ହୋଇ ଖୁସି ଯେତେ ଧୋଇନେଲୁ ତୁ

ହୋ-ଓ-ଓ-ଓ-ଓ
ଆ-ଆ-ଆ-ଆ-ଆ-ଆ

ମିଳିଗଲା କଉ ସୁଖ ଗଲୁ ବଦଳି?
ତୋ ଛଳନା ରାଇଜରେ ଦୁଃଖ ଅସଲି
ହୋ, ଉଣା ଥିଲା ଯଦି ପ୍ରେମ ଆଲୋ ପାଗେଳି
ବାହାନାରେ ମୋ ଜୀବନ ଦେଲୁ ତୁ ଜାଳି

ନିରୀହ ଏ ମନ ମୋର
ତୋ ପ୍ରେମ ବିରହରେ
ବସିଛି ତୋ ବାଟ ଚାହିଁ
ଥରୁଟେ ଫେରିଆ ରେ

ଥରୁଟେ ଫେରିଆ ରେ

ହୋ, କେମିତିକା ସମ୍ପର୍କ ଯୋଡ଼ିଦେଇ ଭାଙ୍ଗିଦେଲୁ ତୁ?
ଅଦିନିଆ ଝଡ଼ ହୋଇ ଖୁସି ଯେତେ ଧୋଇନେଲୁ ତୁ
ହୋ, କେମିତିକା ସମ୍ପର୍କ ଯୋଡ଼ିଦେଇ ଭାଙ୍ଗିଦେଲୁ ତୁ?
ଅଦିନିଆ ଝଡ଼ ହୋଇ ଖୁସି ଯେତେ ଧୋଇନେଲୁ ତୁ
ହୋ, ଅଦିନିଆ ଝଡ଼ ହୋଇ ଖୁସି ଯେତେ ଧୋଇନେଲୁ ତୁ
ହାଏ, ଅଦିନିଆ ଝଡ଼ ହୋଇ ଖୁସି ଯେତେ ଧୋଇନେଲୁ ତୁ



Credits
Writer(s): Debashish Panda, Radhanath Ojha, Ranjit Das, Susant Kumar
Lyrics powered by www.musixmatch.com

Link