Maa Dj Remix

ମା, ହେ ମା

ମାଟି ହୁଏ ସ୍ୱର୍ଣ୍ଣ ପ୍ରସୁ, ମା ତୋ ଆଗମନରେ
ହଁ, ଆଶ୍ଵିନରେ ଅବତରି ଆ ତୋ ସିଂହ ବାହନରେ

ହୋ, ମାଟି ହୁଏ ସ୍ୱର୍ଣ୍ଣ ପ୍ରସୁ, ମା ତୋ ଆଗମନରେ
ଆଶ୍ଵିନରେ ଅବତରି ଆ ତୋ ସିଂହ ବାହନରେ

ଯେବେ ବଢିଯାଏ ପାପ ଭାର
ଯେବେ ବଢିଯାଏ ଅତ୍ୟାଚାର
ସୀମା ଡେଇଁଗଲେ ଗଲେ ସହିବାର
ଏ ସୃଷ୍ଟି ହୁଏ ଥରହର

ତ୍ରିଶୂଳ ଧାରିଣୀ, ପାପ ବିଧ୍ଵଂସୀନି
ନେ ତୋର ଅବତାର
ମହିସମର୍ଦ୍ଦିନୀ, ଜଗତ ଜନନୀ
ନେ ତୋର ଅବତାର

ତ୍ରିଶୂଳ ଧାରିଣୀ, ପାପ ବିଧ୍ଵଂସୀନି
ନେ ତୋର ଅବତାର
ମହିସମର୍ଦ୍ଦିନୀ, ଜଗତ ଜନନୀ
ନେ ତୋର ଅବତାର

(Dj remix)
(Dj remix)

या देवी सर्वभूतेषु शक्ति-रूपेण संस्थिता
नमस्तस्यै नमस्तस्यै नमस्तस्यै नमो नमः
नमस्तस्यै नमो नमः
ହଁ, ଦୟା, କ୍ଷମା, ଶାନ୍ତି, ମୈତ୍ରୀ
ତୁ ମା रिद्धि सिद्धी ଦାତ୍ରୀ
ନାରୀ ଆଖି ନିଆଁ ତୁହି
ତୁ ମା ଦକ୍ଷ ରାଜପୁତ୍ରୀ

ହୋ, ଦୟା, କ୍ଷମା, ଶାନ୍ତି, ମୈତ୍ରୀ
ତୁ ମା रिद्धि सिद्धी ଦାତ୍ରୀ
ନାରୀ ଆଖି ନିଆଁ ତୁହି
ତୁ ମା ଦକ୍ଷ ରାଜପୁତ୍ରୀ

କେବେ ପୁଣି ମହା ଭୟଙ୍କର
ସବୁ ଆଡେ ତୋର ଜୟକାର
ଛୋଟ କରୁ ପାପୀ ଅହଂକାର
ଦୁଃଖ ବୁଝୁ ଭକ୍ତ ଅନ୍ତରର

ଖର୍ପର ଧାରିଣୀ, ମଙ୍ଗଳ କାରିଣୀ
ନେ ତୋର ଅବତାର
ଦୁଃଖ ବିଧ୍ଵଂସୀନି, ଶାନ୍ତି ପ୍ରଦାୟିନୀ
ନେ ତୋର ଅବତାର

ହୋ, ଖର୍ପର ଧାରିଣୀ, ମଙ୍ଗଳ କାରିଣୀ
ନେ ତୋର ଅବତାର
ଦୁଃଖ ବିଧ୍ଵଂସୀନି, ଶାନ୍ତି ପ୍ରଦାୟିନୀ
ନେ ତୋର ଅବତାର

(Dj remix)
(Dj remix)

सर्व मंगल मांगल्ये शिवे सर्वार्थ साधिके
शरन्ये त्रयम्बिके गौरी नारायणी नमोस्तुते:
नारायणी नमोस्तुते:
नारायणी नमोस्तुते:
କେବେ ଉଗ୍ର, କେବେ ଶାନ୍ତ
ଅନ୍ୟାୟର କରୁ ଅନ୍ତ
ରାକ୍ଷାସଙ୍କ ପିଉ ରକ୍ତ
ତୋ ସନ୍ତାନ ତୋର ଭକତ

ହୋ, କେବେ ଉଗ୍ର, କେବେ ଶାନ୍ତ
ଅନ୍ୟାୟର କରୁ ଅନ୍ତ
ରାକ୍ଷାସଙ୍କ ପିଉ ରକ୍ତ
ତୋ ସନ୍ତାନ ତୋର ଭକତ

ପ୍ରତୀକ ତୁ ମା ମମତାର
ପ୍ରତୀକ ତୁ ନାରୀ କ୍ଷମତାର
ତୁ ଦେବୀ, ଆମେ ଦାସ ତୋର
ତୁ ଥିଲେ ମା ଲୋ ନାହିଁ ଡର

ସିଂହ ବିରାଜିନି, ସଂହାର କାରିଣୀ
ନେ ତୋର ଅବତାର
ମନ୍ଦାର ମାଳିନୀ, ଜଗତ ପାଳିନୀ
ନେ ତୋର ଅବତାର

ମା, ସିଂହ ବିରାଜିନି, ସଂହାର କାରିଣୀ
ନେ ତୋର ଅବତାର
ମନ୍ଦାର ମାଳିନୀ, ଜଗତ ପାଳିନୀ
ନେ ତୋର ଅବତାର

दुर्गा भगवति भद्रा
शिव स्वर्द पदर्गदा
चंडिका कालिका काबाला
बिमला कमला सती
ହେ ମା, ହେ ମା
(This is DJ Babu, Balesore से)



Credits
Writer(s): Biraja Prasad, Pramod Parida
Lyrics powered by www.musixmatch.com

Link