Sei Janhata

ଗୋରା ମୁହେଁ ଲାଗିଥିଲା ଲାଜ ର ଛିଟା
ହେଇଥିଲା ଯେବେ ମୋର ତୋ ସାଥେ ଦେଖା
ହୋ, ଚାହୁଁଥିଲୁ ମତେ ଟିକେ ହସିହସିକା
ପ୍ରେମ ରେ ତୁ ଭିଯୁଥିଲୁ ଡ଼ରିଡ଼ରିକା

ସପନ ଦୋଳି ରେ ଝୁଲି-ଝୁଲି ଆସି
ଲୁଚି-ଲୁଚି-ଲୁଚି ଲେଖୁଥିଲ ବସି
ଆମ ପ୍ରେମର ପହିଲି କଥା

ସେଇ ଜହ୍ନଟା, ସେଇ ଜହ୍ନଟା
ସେଇ ଜହ୍ନଟା, ସେଇ ଜହ୍ନଟା
ସେଇ ଜହ୍ନଟା, ସେଇ ଜହ୍ନଟା
ସେଇ ଜହ୍ନଟା, ସେଇ ଜହ୍ନଟା

ନଜର ମିଳେଇ ମନ ନେଇଗଲୁ
ଏମିତି ସତେ ଭାବିବାର ଇଛା, ଯାଏ ବଢ଼ି-ବଢ଼ି ଭାବିଲେ ଯେତେ
ହୋ, କଉ କାହାଣୀ ର ଅବୁଝା ନାୟକ
ମୁଁ ବି ସତେ ଚାହିଁଲେ ବି ହାଏ ପାରୁନାହିଁ ବୁଝି ପଢ଼ିଲେ ଯେତେ

ରହିଥିଲି ଯେବେ ତତେ ମୁଁ ଅନେଇ
ଆକାଶ ରେ ଥାଇ ଆମ ଆଡ଼େ ଚାହିଁ
ଖୋଲୁଥିଲା ନୂଆ କବିତା

ସେଇ ଜହ୍ନଟା, ସେଇ ଜହ୍ନଟା
ସେଇ ଜହ୍ନଟା, ସେଇ ଜହ୍ନଟା
ହୋ, ସେଇ ଜହ୍ନଟା, ସେଇ ଜହ୍ନଟା
ସେଇ ଜହ୍ନଟା, ସେଇ ଜହ୍ନଟା

ହେ-ଏ-ଏ-ଏ-ଏ
ହେ-ଏ-ଏ-ଏ-ଏ
ଲା-ଲା-ଲା-ଲା-ଲା-ନା-ନା-ନା-ନା-ନା
ନା-ନା-ନା-ନା-ନା-ନା-ନା-ନା-ନା-ନା

ଆଖି ମୋର ଆଜି, ଜିଦି କରି ମାଗେ
ତୋ ସପନ ମନ ସାରା ମୋର ଅଭୀର ବୋଲୁଛି କେତେ ଫଗୁଣ
ହୋ, ନିଦରେ ନିଦରେ ନିତି ରାତିରେ
ଦୁଷ୍ଟ ପବନ ଜୀବନଟା ସାରା ଭଲପାଇବାକୁ ଦଉଛି ରାଣ

ନେଇଗଲୁ ଯେବେ ମତେ ରେ ଘୋଡେଇ
କାରାଗାରେ ରହି ଆମ ପ୍ରେମ ପାଇଁ
ଈର୍ଷା ରେ ଚାହିଁ ଜଳିଜଳିକା

ସେଇ ଜହ୍ନଟା, ସେଇ ଜହ୍ନଟା
ସେଇ ଜହ୍ନଟା, ସେଇ ଜହ୍ନଟା
ହୋ, ସେଇ ଜହ୍ନଟା, ସେଇ ଜହ୍ନଟା
ସେଇ ଜହ୍ନଟା, ସେଇ ଜହ୍ନଟା



Credits
Writer(s): Matruprasad Rath
Lyrics powered by www.musixmatch.com

Link