Mote Ishq Hela Dhire Dhire

ତତେ ଭାବୁ-ଭାବୁ ଦିନ ସରିଯାଏ
ତୁ ମୋ ଶାୟାରୀ ମିଠା ଗୀତଟିଏ
ହାଁ, ତୋତେ ଦେଖୁ-ଦେଖୁ ରାତି ପାହିଯାଏ
ତୁ ମୋ ନିଦର ମିଠା ସ୍ୱପ୍ନଟିଏ

ମିଠା ତୋ ନଜର ଛୁରୀ, ମୋତେରେ ଦେଇଛି ମାରି
ମିଠା ତୋ ନଜର ଛୁରୀ, ମୋତେ ରେ ଦେଇଛି ମାରି

ଦିୱାନା ମୁଁ ହେଇଗଲି ତୋ ପ୍ରେମରେ

ମୋତେ इश्क-इश्क-इश्क ହେଲା ଧିରେ-ଧିରେ
ମୋତେ इश्क-इश्क-इश्क ହେଲା ଧିରେ-ଧିରେ
ମୋତେ इश्क-इश्क-इश्क ହେଲା ଧିରେ-ଧିରେ
ମୋତେ इश्क-इश्क-इश्क ହେଲା ଧିରେ-ଧିରେ

ଫିକା-ଫିକା ଥିଲା ବାଟ, ଫିକା ଥିଲା ଦୁନିଆଁ
ମନ ତତେ ଦେଇଦେଲି, କଲୁ ମୋତେ କିମିଆଁ
ହା, ଏକା-ଏକା ଚାଲୁଥିଲି ଏଇ ଚଲା ବାଟରେ
ହାତ ମୋର ଧରିନେଲୁ ଚାଲୁଛି ମୁଁ ଛାଇରେ

କେମିତି ହେଲୁ ତୁ ସାଙ୍ଗ? ବୋଲିଲୁ ପ୍ରେମର ରଙ୍ଗ
କେମିତି ହେଲୁ ତୁ ସାଙ୍ଗ? ବୋଲିଲୁ ପ୍ରେମର ରଙ୍ଗ

ଭିଜେଇଲୁ ମୋତେ ପୁଣି ନୂଆ ମେଘରେ

ମୋତେ इश्क-इश्क-इश्क ହେଲା ଧିରେ-ଧିରେ
ମୋତେ इश्क-इश्क-इश्क ହେଲା ଧିରେ-ଧିରେ
ମୋତେ इश्क-इश्क-इश्क ହେଲା ଧିରେ-ଧିରେ
ମୋତେ इश्क-इश्क-इश्क ହେଲା ଧିରେ-ଧିରେ

ଚୁନା-ଚୁନା ମନେ ତଳେ ଭରିଦେଲୁ ସପନ
ଭାରି ମିଠା ଲାଗେ ଆଜି ତୋ ପାଇଁ ଏ ଜୀବନ
ହୋ, ଏ ଜୀବନେ ଆସିଲୁ ତୁ ନେଇ ସାତ ଫଗୁଣ
ତୋ ପାଇଁ ସବୁଦିନ ହେଲା ମୋର ମେଲଣ

ଗାଇଲୁ ଏମିତି ଗୀତ, ସାଜିଲୁ ମନର ମିତ
ଗାଇଲୁ ଏମିତି ଗୀତ, ସାଜିଲୁ ମନର ମିତ

ଲୁଚି-ଲୁଚି ଖରା କଲୁ ଏଇ ଆଖିରେ

ମୋତେ इश्क-इश्क-इश्क ହେଲା ଧିରେ-ଧିରେ
ମୋତେ इश्क-इश्क-इश्क ହେଲା ଧିରେ-ଧିରେ
ମୋତେ इश्क-इश्क-इश्क ହେଲା ଧିରେ-ଧିରେ
ମୋତେ इश्क-इश्क-इश्क ହେଲା ଧିରେ-ଧିରେ



Credits
Writer(s): Ashutosh Barik, Chinmay Dash
Lyrics powered by www.musixmatch.com

Link