Nelu Mo Jibana

ହୋ-ଓ-ଓ-ଓ-ଓ
ହୋ-ଓ-ଓ-ଓ-ଓ
ହୋ-ଓ-ଓ-ଓ-ଓ
ହୋ-ଓ-ଓ-ଓ-ଓ

ଭଲ ପାଇଥିଲି ତତେ
ଭାଙ୍ଗିଦେଲୁ ମୋ ମନ

ନେଲୁ ମୋ ଜୀବନ
ନେଲୁ ମୋ ଜୀବନ

ଚିରିଦେଲୁ ଛାତି ମୋର
ମାରିଦେଲୁ ମୋ ସ୍ପନ୍ଦନ

ନେଲୁ ମୋ ଜୀବନ
ନେଲୁ ମୋ ଜୀବନ
ନେଲୁ ମୋ ଜୀବନ
ନେଲୁ ମୋ ଜୀବନ

ଏମିତି ସାଥି ତୁ ମୋର
ଅଧା ବାଟେ ଦେଲୁ ଧୋକା
କେମିତି ବଞ୍ଚିବି କହ
ତୋ ବିନା ମୁଁ ଏକାଏକା

ହଁ, ଛାଡ଼ି ଚାଲିଗଲୁ ମତେ
ହେଇଗଲୁ ସ୍ୱାର୍ଥପର
ଛଡ଼େଇ ନେଲୁ ମୋ ଠାରୁ
ସବୁ ହସଖୁସି ମୋର

ମାରିଦେଲୁ ଆଶା ମୋର
ଜାଳିଦେଲୁ ମୋ ସପନ

ନେଲୁ ମୋ ଜୀବନ
ନେଲୁ ମୋ ଜୀବନ
ନେଲୁ ମୋ ଜୀବନ
ନେଲୁ ମୋ ଜୀବନ

ତୁ ସିନା ଭୁଲିଲୁ ମତେ
ଭୁଲିଲୁ ସେ ପଛଦିନ
ଭୁଲି କି ପାରୁଛି ତତେ
ଏଇ ମୋ ଅବୁଝା ମନ

ହୋ, ଆଜି ସିନା ତୋ ମନରୁ
କରିଦେଲୁ ମତେ ଦୂର
ଖୋଜିବ ମତେ ଲୋ ଦିନେ
ନିଷ୍ଠୁର ହୃଦୟ ତୋର

ଜାଳିଦେଲୁ ସ୍ମୃତି ମୋର
ପୋଛିଦେଲୁ ସବୁ ଚିହ୍ନ

ନେଲୁ ମୋ ଜୀବନ
ନେଲୁ ମୋ ଜୀବନ
ନେଲୁ ମୋ ଜୀବନ
ନେଲୁ ମୋ ଜୀବନ

ହୋ-ଓ-ଓ-ଓ-ଓ
ହୋ-ଓ-ଓ-ଓ-ଓ
ହୋ-ଓ-ଓ-ଓ-ଓ
ହୋ-ଓ-ଓ-ଓ-ଓ
ହେ-ହେ-ହେ-ହେ-ଏ-ଏ-ଏ-ଓ-ଓ
ଓ-ଓ-ଓ-ଓ-ଓ-ଓ-ଓ-ହୁଁ-ହୁଁ-ହୁଁ-ହୁଁ



Credits
Writer(s): Shubhransu Sekhar Nayak
Lyrics powered by www.musixmatch.com

Link