Amar Gaan Bulei Nemi Tate

ଆମର୍ ଗାଁ ବୁଲେଇ ନେମି ତତେ
ମୋର୍ ମାଁ କହିଛେ ମତେ

ହୋ, ଆମର୍ ଗାଁ ବୁଲେଇ ନେମି ତତେ
ମୋର୍ ମାଁ କହିଛେ ମତେ
ଆମର୍ ଗାଁ ବୁଲେଇ ନେମି ତତେ
ମୋର୍ ମାଁ କହିଛେ ମତେ

ଇ ସିଲି-ସିଲି ପବନ୍ ଝରଣାର ପାନି
କୁଇଲିର୍ କୁହୁ ଶୁନବୁ ରେ ସଜନି
ଏ, baby, baby, baby, ମୋର୍ cutie baby
दिल ଭିତରେ ମୋର୍ ଆଙ୍କିଛେ ତୋର୍ ଛବି

#PRE-CHORUS
ତୋର୍ ସୁନ୍ଦରୀ ଚେହେରା ଦେଖି ପ୍ରିୟା ରେ
ତୋର୍ ମୁଲକି ହସି ଦେଖି କରି ପ୍ରିୟା ରେ
ଆରେ ଖୁସି ହେବା ମୋର୍ ମାଁ କେତେ ନି କେତେ

ଆମର୍ ଗାଁ ବୁଲେଇ ନେମି ତତେ
ମୋର୍ ମାଁ କହିଛେ ମତେ
ଓ, ଆମର୍ ଗାଁ ବୁଲେଇ ନେମି ତତେ
ମୋର୍ ମାଁ କହିଛେ ମତେ
ତୋର୍ आशिक़ आदाएँ, ये आँखों का काजल
ମୋର୍ दिल କେ ଚୁରାସି ତୋର୍ नैना
ये बारिश का मौसम, छम-छम पैरों का पायल
ମତେ ପାଗଲ କରି ଦେସି ସୁନା

ଓ, ତୋର୍ आशिक़ आदाएँ, ये आँखों का काजल
ମୋର୍ दिल କେ ଚୁରାସି ତୋର୍ नैना
ये बारिश का मौसम, छम-छम पैरों का पायल
ମତେ ପାଗଲ କରି ଦେସି ସୁନା

ଏ ରାନୀ-ରାନୀ-ରାନୀ, ମୋର୍ ଗେହ୍ଲେଇ ରାନୀ
କଥା ମାନିଯା ସତେ ହାଏରେ ସଜନୀ
ଏ ରାନୀ-ରାନୀ-ରାନୀ, ମୋର୍ ଗେହ୍ଲେଇ ରାନୀ
କଥା ମାନିଯା ସତେ ହାଏରେ ସଜନୀ

#PRE-CHORUS
ତୋର୍ ସୁନ୍ଦରୀ ଚେହେରା ଦେଖି ପ୍ରିୟା ରେ
ତୋର୍ ମୁଲକି ହଁସି ଦେଖି କରି ପ୍ରିୟା ରେ
ଆରେ ଖୁସି ହେବା ମୋର୍ ମାଁ କେତେ ନି କେତେ

ଆମର୍ ଗାଁ ବୁଲେଇ ନେମି ତତେ
ମୋର୍ ମାଁ କହିଛେ ମତେ
ଓ, ଆମର୍ ଗାଁ ବୁଲେଇ ନେମି ତତେ
ମୋର୍ ମାଁ କହିଛେ ମତେ
ख़ूबसूरत चेहरा, ये कमसिन निगाहें
ପାଗଲ କରସି, जान-ए-जानाँ
ତୋର ମଥାଥି ସିନ୍ଦୂର୍, ତୋର୍ ହାତରେ कँगन
ପିନ୍ଧେଇ ଦେମି ରେ, सजना

ହୋ, ख़ूबसूरत चेहरा, ये कमसिन निगाहें
ପାଗଲ କରସି, जान-ए-जानाँ
ତୋର ମଥାଥି ସିନ୍ଦୂର୍, ତୋର୍ ହାତରେ कँगन
ପିନ୍ଧେଇ ଦେମି ରେ, सजना

ଏ, ଶୁନ୍-ଶୁନ୍-ଶୁନ୍, ମୋର୍ ଫୁଲେଇ ରାନୀ
ମନା ନାଇଁ କରବୁ ତୁଇ ରେ ସଜନୀ
ଏ, ଶୁନ୍-ଶୁନ୍-ଶୁନ୍, ମୋର୍ ଫୁଲେଇ ରାନୀ
ମନା ନାଇଁ କରବୁ ତୁଇ ରେ ସଜନୀ

#PRE-CHORUS
ତୋ୍ର ସୁନ୍ଦରୀ ଚେହେରା ଦେଖି ପ୍ରିୟା ରେ
ତୋର୍ ମୁଲକି ହଁସି ଦେଖି କରି ପ୍ରିୟା ରେ
ଆରେ ଖୁସି ହେବା ମୋର୍ ମାଁ କେତେ ନି କେତେ

ଆମର୍ ଗାଁ ବୁଲେଇ ନେମି ତତେ
ମୋର୍ ମାଁ କହିଛେ ମତେ
ଆମର୍ ଗାଁ ବୁଲେଇ ନେମି ତତେ
ମୋର୍ ମାଁ କହିଛେ ମତେ

ଆମର୍ ଗାଁ ବୁଲେଇ ନେମି ତତେ
ମୋର୍ ମାଁ କହିଛେ ମତେ
ହୋ, ଆମର୍ ଗାଁ ବୁଲେଇ ନେମି ତତେ
ମୋର୍ ମାଁ କହିଛେ ମତେ



Credits
Writer(s): Narendra Deep
Lyrics powered by www.musixmatch.com

Link