Ramta Jogi

କାହା ଇଶାରାରେ ତୁ ବାଟ ଚାଲୁଛୁ?
ଚାହୁଁନୁ ମୋତେ ମୁହଁ ଫେରେଇ ନଉଛୁ
ମନରେ ଆଶା ଉଙ୍କି ମାରୁଛି ମୋର
କେବେ ଦବୁ ତୁ ମୋ ପ୍ରଶ୍ନର ଉତ୍ତର?

ନୀରବତାକୁ ମୋର ଭାଙ୍ଗି ଦଉଛୁ
ନ ଚାହିଁଲେ ବି ଆପେ ମନେ ପଡୁଛୁ
କେମିତି କହିବି ମୁଁ ଜାଣି ପାରୁନି
ଯେତେ କଷିଲେବି ଉତ୍ତର ମିଳୁନି

ରାଜି ନହେଲେ ତୋ ଘର ଆଗରେ
ବସି ରହିବି ମୁଁ ଜଗି

ମୁଁ ହେଲି ରେ, ମୁଁ ହେଲି ରେ
ମୁଁ ହେଲି ରେ, ହେଲି ରେ ତୋ ପ୍ରେମରେ
रमता जोगी, ହଁ, रमता जोगी
ହଁ, जोगी, जोगी, जोगी
ତୋ ପ୍ରେମ-ରୋଗୀ
ତୁ रमता जोगी, ମୋ रमता जोगी
ହଁ, जोगी, जोगी, जोगी
ମୋ ପ୍ରେମ-ରୋଗୀ

ନିଦ ଆସୁନାହିଁ ଭାବି ତୋରି କଥା
ଏ ମୋର ସରମି ଲତା
ସରମ ଛାଡି କହିଦେ ତୁ
ତୋ ମନର କଥା

ବିଜୁଳି ପରି ମୁଁ ଚମକୁଛି ଆଜି
ମନ-ମୋହିନୀ ସାଜି
କେବେ ଜିତିବୁ କହିଦେ ତୁ
ଏ ପ୍ରେମର ବାଜି?

ମୋ ଜାତକରେ ହାରିବା ନାହିଁ ରେ
ଆଜି କରୁଛି ମୁଁ ଦାବି

ମୁଁ ହେଲି ରେ, ହେଲି ରେ ତୋ ପ୍ରେମରେ
रमता जोगी, ହଁ, रमता जोगी
ହଁ, जोगी, जोगी, जोगी
ତୋ ପ୍ରେମ-ରୋଗୀ
ତୁ रमता जोगी, ମୋ रमता जोगी
ହଁ, जोगी, जोगी, जोगी
ମୋ ପ୍ରେମ-ରୋଗୀ

କୁହୁକ ନଗରୀରେ ମୁଁ ମାୟାବିନୀ
କେମିତି ନେଲୁ ଟାଣି?
କି ଯାଦୁ କରି କହ ତୁ
କରିଦେଲୁ ବାୟାଣୀ?

ଲଗେଇଲୁ ମାୟା ସୁନାହରିଣୀ ସାଜି
ଆଜି ତୁ ହେଇ ରାଜି
ମୋ ପ୍ରେମ ଫାସରେ ତୁ
ହେଇଗଲୁ ଛନ୍ଦି

ଜାଣିନୁ ମତେ ରେ, ମୋ ପ୍ରେମ ନିଶାରେ
ତତେ ମୁଁ ବୁଡେଇ ଦେବି

ମୁଁ ହେଲି ରେ, ମୁଁ ହେଲି ରେ
ମୁଁ ହେଲି ରେ, ହେଲି ରେ ତୋ ପ୍ରେମରେ
रमता जोगी, ହଁ, रमता जोगी
ହଁ, जोगी, जोगी, जोगी
ତୋ ପ୍ରେମ-ରୋଗୀ
ତୁ रमता जोगी, ମୋ रमता जोगी
ହଁ, जोगी, जोगी, जोगी
ମୋ ପ୍ରେମ-ରୋଗୀ



Credits
Lyrics powered by www.musixmatch.com

Link