Marijibi Ete Bhala Paana

ହୋ-ଓ-ଓ-ଓ-ଓ
ଲା-ଲା-ଲା, ଲା-ଲା-ଲା, ଲା-ଲା-ଲା
ହୋ-ଓ-ଓ-ଓ-ଓ
ଲା-ଲା-ଲା, ଲା-ଲା-ଲା, ଲା-ଲା-ଲା

ମେଘ ଯେବେ ତୋ ଦେହ କୁ ଧୋଇ ଦଉଛି
ଜଣା ନାହିଁ ମତେ କାଇଁ ସର୍ଦ୍ଦି ହଉଛି
ହୋ, ମେଘ ଯେବେ ତୋ ଦେହ କୁ ଧୋଇ ଦଉଛି
ଜଣା ନାହିଁ ମତେ କାଇଁ ସର୍ଦ୍ଦି ହଉଛି

ମୁଁ ମାଟି ତୁ ଗାଲିଚା
ତୋ ଇଚ୍ଛା ରେ ମୋ ଇଚ୍ଛା
ତତେ ନୁହେଁ କି ଜଣା

ଆସିଲୁ ତୁ ଯଦି ଆଉ ଯାଆନା
ମରିଯିବି ଏତେ ଭଲ ପାଆନା
ଆସିଲୁ ତୁ ଯଦି ଆଉ ଯାଆନା
ମରିଯିବି ଏତେ ଭଲ ପାଆନା

ତତେ ଯେବେ ଖୋଜି-ଖୋଜି ଆଖି ପାଉନି
ଜାଣିଛୁ ନା ଲୁହ ଜମା ବୋଲ ମାନୁନି
ହୋ, କହିବାକୁ ଅଛି ଯାହା କହି ପାରୁନି
କହିଦେଲେ ଏତିକି ରେ କଥା ସରୁନି

ମୁଁ ରାତି ତୁ ଦିୱାଲି
ମୁଁ ଶୋଷ ତୁ ମହୁଲି
ତତେ ନୁହେଁ କି ଜଣା

ଆସିଲୁ ତୁ ଯଦି ଆଉ ଯାଆନା
ମରିଯିବି ଏତେ ଭଲ ପାଆନା
ଆସିଲୁ ତୁ ଯଦି ଆଉ ଯାଆନା
ମରିଯିବି ଏତେ ଭଲ ପାଆନା

ପ୍ରେମ ତୋର ପ୍ରେମ ନୁହେଁ ସଜ ଗୋଲାପ
ଚାହେଁ ତାକୁ ବେସି-ବେସି ଛୁଏଁ ଅଳପ
ହୋ, ଓଠ ରୁ ତୋ ଝରି ଗଲେ ମିଠା ଆଳାପ
ଲେଖି ହେଇଯାଏ କିଛି ପ୍ରେମ ର ଗଳ୍ପ

ମୁଁ ଫୁଲ ତୁ ସୁରଭି
ମୁଁ କବିତା ତୁ କବି
ତତେ ନୁହେଁ କି ଜଣା

ଆସିଲୁ ତୁ ଯଦି ଆଉ ଯାଆନା
ମରିଯିବି ଏତେ ଭଲ ପାଆନା
ହୋ, ଆସିଲୁ ତୁ ଯଦି ଆଉ ଯାଆନା
ମରିଯିବି ଏତେ ଭଲ ପାଆନା



Credits
Writer(s): Jn Padma, Puspak Parida
Lyrics powered by www.musixmatch.com

Link