Fashion Wali
ହୋ-ହୋ-ହୋ
ଯେତେ ସଜେଇ ହେଉଛୁ ଚେହେରା ଲୋ
ସେତେ ପିଲାକେ କରୁଛୁ ତୁଇ ବାଉରା ଲୋ
ହେ, ଯେତେ ସଜେଇ ହେଉଛୁ ଚେହେରା ଲୋ
ସେତେ ପିଲାକେ କରୁଛୁ ତୁଇ ବାଉରା ଲୋ
Beauty parlour ତୋର ନିଜର ଘରା
Fair and lovely ଲଗେଇ କରି ତୋର ମୁଁହଟା ଗୋରା
କୁଆଁରା ପିଲାକେ ତଡ଼ପଉଛୁ ଖାଲି
ବଡ଼ା ଦେଖେଇ ହେଉଛୁ ଲୋ ଫେସନବାଲି
ଫେସନବାଲି-ଫେସନବାଲି-ଫେସନବାଲି
ଚିକମିକିଆ ତାରା ଲାଖି ମୋର ତ smile
ଚକାଚାନ୍ଦର ଲାଖଇ ମୋର ମୁଁହଟା ପାଇଁ
Cute girl ମୁଇଁ ତ ସତେ Sweety bebo
ରାଜନଗରର ମୁଇଁ ତ ଗୋଟେ beauty queen
ଭରା ଜୱାନି ମୋର ବନର ମନେ
ମୁଇଁ ତ ସାରା ଓଡ଼ିଶାର ଗୋଟେ ଫେସନବାଲି
ଫେସନବାଲି-ଫେସନବାଲି-ଫେସନବାଲି
Gold-soap daily ମାଖୁଛୁ
କଳା ଦିହି ହେବାକେ ଗୋରା
Face powder ମାଖି ତୁଇ ହେଉଛୁଲୋ ଯାଖି
ସାଜି କରି beauty ଚେହେରା
ଓ-ଓ, ଇଟା ଗୋଟେ model ଜମାନା
Modelling କରୁଛୁ ରସିଆ
Style ର ତ ଏବେ demand ଅଛି ବେଶି
ଇଟା ପରା style ଦୁନିଆ
Style ଦେଖି କରି ଦିୱାନା ହେଲି
ବଡ଼ା ଦେଖେଇ ହେଉଛୁ ଲୋ ଫେସନବାଲି
ଫେସନବାଲି-ଫେସନବାଲି-ଫେସନବାଲି
ମୁଇଁ ତ ସାରା ଓଡ଼ିଶାର ଗୋଟେ ଫେସନବାଲି
ଫେସନବାଲି-ଫେସନବାଲି-ଫେସନବାଲି
ସବୁବେଳେ ମୁଇଁ happy-happy
ମୁଇଁ ଗୋଟେ ଏନ୍ତା ହସିନା
ମୁଇଁ ଦେଲେ ହସି ତୁଇ ଯିବୁ ସତେ ଫସି
मुस्किल ହେବା ତୋର जीना ହାଁ ହାଁ
ହୋ-ହୋ, ମୁଇଁ ହେଇଗଲି ଗୋ ସୁନା
ସତେ ତୋର प्यारा सजना
पतली कमर ଦେଖି ତୋର बाली उमर ଦେଖି
ଫସି ଗଲା ଏଇ दिल दीवाना
ତୁଇ ପାଗଲା ବନାନ ମୋତେ ପାଗେଲି
ତୁଇ ହେଇଗଲୁ ଗୋ ସତେ ମୋର घरवाली
ମୋର घरवाली-ମୋର घरवाली-ମୋର घरवाली
ମୁଇଁ ହେଇଗଲି ଗୋ ସତେ ତୋର घरवाली
ତୋର घरवाली-ତୋର घरवाली-ତୋର घरवाली
ଯେତେ ସଜେଇ ହେଉଛୁ ଚେହେରା ଲୋ
ସେତେ ପିଲାକେ କରୁଛୁ ତୁଇ ବାଉରା ଲୋ
ହେ, ଯେତେ ସଜେଇ ହେଉଛୁ ଚେହେରା ଲୋ
ସେତେ ପିଲାକେ କରୁଛୁ ତୁଇ ବାଉରା ଲୋ
Beauty parlour ତୋର ନିଜର ଘରା
Fair and lovely ଲଗେଇ କରି ତୋର ମୁଁହଟା ଗୋରା
କୁଆଁରା ପିଲାକେ ତଡ଼ପଉଛୁ ଖାଲି
ବଡ଼ା ଦେଖେଇ ହେଉଛୁ ଲୋ ଫେସନବାଲି
ଫେସନବାଲି-ଫେସନବାଲି-ଫେସନବାଲି
ଚିକମିକିଆ ତାରା ଲାଖି ମୋର ତ smile
ଚକାଚାନ୍ଦର ଲାଖଇ ମୋର ମୁଁହଟା ପାଇଁ
Cute girl ମୁଇଁ ତ ସତେ Sweety bebo
ରାଜନଗରର ମୁଇଁ ତ ଗୋଟେ beauty queen
ଭରା ଜୱାନି ମୋର ବନର ମନେ
ମୁଇଁ ତ ସାରା ଓଡ଼ିଶାର ଗୋଟେ ଫେସନବାଲି
ଫେସନବାଲି-ଫେସନବାଲି-ଫେସନବାଲି
Gold-soap daily ମାଖୁଛୁ
କଳା ଦିହି ହେବାକେ ଗୋରା
Face powder ମାଖି ତୁଇ ହେଉଛୁଲୋ ଯାଖି
ସାଜି କରି beauty ଚେହେରା
ଓ-ଓ, ଇଟା ଗୋଟେ model ଜମାନା
Modelling କରୁଛୁ ରସିଆ
Style ର ତ ଏବେ demand ଅଛି ବେଶି
ଇଟା ପରା style ଦୁନିଆ
Style ଦେଖି କରି ଦିୱାନା ହେଲି
ବଡ଼ା ଦେଖେଇ ହେଉଛୁ ଲୋ ଫେସନବାଲି
ଫେସନବାଲି-ଫେସନବାଲି-ଫେସନବାଲି
ମୁଇଁ ତ ସାରା ଓଡ଼ିଶାର ଗୋଟେ ଫେସନବାଲି
ଫେସନବାଲି-ଫେସନବାଲି-ଫେସନବାଲି
ସବୁବେଳେ ମୁଇଁ happy-happy
ମୁଇଁ ଗୋଟେ ଏନ୍ତା ହସିନା
ମୁଇଁ ଦେଲେ ହସି ତୁଇ ଯିବୁ ସତେ ଫସି
मुस्किल ହେବା ତୋର जीना ହାଁ ହାଁ
ହୋ-ହୋ, ମୁଇଁ ହେଇଗଲି ଗୋ ସୁନା
ସତେ ତୋର प्यारा सजना
पतली कमर ଦେଖି ତୋର बाली उमर ଦେଖି
ଫସି ଗଲା ଏଇ दिल दीवाना
ତୁଇ ପାଗଲା ବନାନ ମୋତେ ପାଗେଲି
ତୁଇ ହେଇଗଲୁ ଗୋ ସତେ ମୋର घरवाली
ମୋର घरवाली-ମୋର घरवाली-ମୋର घरवाली
ମୁଇଁ ହେଇଗଲି ଗୋ ସତେ ତୋର घरवाली
ତୋର घरवाली-ତୋର घरवाली-ତୋର घरवाली
Credits
Writer(s): Tapas Panigrahi, Mr. Sadananda
Lyrics powered by www.musixmatch.com
Link
Altri album
- Khojiba Mate Dine Hrudaya Tore (Male Version) - Single
- Prataranara Sahare - Single
- Tu Chalijibu - Single
- Premara Pahili Sidire - Single
- Jigar Queen - Single
- Achinha Premika - Single
- Nisthura Hrudaya - Single
- To Duare Mu Desi Kukura - Single
- Jibanare Jibana - Single
- Lambi Lambi Jaantaki Rasta (From "'Tike Tike Achinha Tu") - Single
© 2024 All rights reserved. Rockol.com S.r.l. Website image policy
Rockol
- Rockol only uses images and photos made available for promotional purposes (“for press use”) by record companies, artist managements and p.r. agencies.
- Said images are used to exert a right to report and a finality of the criticism, in a degraded mode compliant to copyright laws, and exclusively inclosed in our own informative content.
- Only non-exclusive images addressed to newspaper use and, in general, copyright-free are accepted.
- Live photos are published when licensed by photographers whose copyright is quoted.
- Rockol is available to pay the right holder a fair fee should a published image’s author be unknown at the time of publishing.
Feedback
Please immediately report the presence of images possibly not compliant with the above cases so as to quickly verify an improper use: where confirmed, we would immediately proceed to their removal.