Super Fan
ଆଜି ବି ସେ style ଅଛି, hero evergreen
ଟୋକାର entry ହେଲେ solid ପୁରା sence
ଆଜି ବି ସେ style ଅଛି, hero evergreen
ଟୋକାର entry ହେଲେ solid ପୁରା sence
Film ତାର ଆସିଗଲେ ଜଳେ silver-screen
ସାଧା ସିଧା ସହରଟା ହୁଏ ରଙ୍ଗୀନ୍
ଆମ ମାଟି ଆମ cinema
ଆସିଗଲେ ହୁଏ ହଙ୍ଗାମା
ଗୋଟିଏ ଚେହେରା ସିଏ hero number one
ଆମ ମନ ଆମ ହୃଦୟ
କିଣିଛି ତା ଅଭିନୟ
ଟୋକାଟା ପୁରା ଚୋଖା, ଆମର ସେ जान
ଆମେ ତ super-super fan
ଆମେ ତ super-super fan
ଆମେ ତ super-super fan
ଆମେ ତ super-super fan
Super fan
Super fan
ଚକା ଚକା ଭଉଁରୀ
ଭାଇ ହେଲା ଭଗାରି
ତଥାପି ବାବୁ କୁହେ I love you
ସିଏ କୂଳନନ୍ଦନ, ସିଏ ଫୁଳଚନ୍ଦନ
ଛାତି ଚିରିଦେଇ କୁହେ ସବୁବେଳେ ତୁ
ମୋ କୋଳ ତୋ ଝୁଲଣା
ଗଙ୍ଗା ଆଉ ଯମୁନା
ରସିକ ନାଗର ସିଏ hero ଆମର
ଧର୍ମର ନିକିତି
ଧରି ଯିଏ ଚାଲିଛି
ରହିଛି ରହିବ ସିଏ କାଳିଶଙ୍କର
ଆମ ମାଟି ଆମ cinema
ଆସିଗଲେ ହୁଏ ହଙ୍ଗାମା
ଗୋଟିଏ ଚେହେରା ସିଏ hero number one
ଆମ ମନ ଆମ ହୃଦୟ
କିଣିଛି ତା ଅଭିନୟ
ଟୋକାଟା ପୁରା ଚୋଖା ଆମର ସେ जान
ଆମେ ତ super-super fan
ଆମେ ତ super-super fan
ଆମେ ତ super-super fan
ଆମେ ତ super-super fan
ଆମେ ତ super-super fan (super fan)
ଆମେ ତ super-super fan
ଆମେ ତ super-super fan (super fan)
ଆମେ ତ super-super fan
Super fan, super fan (super fan), super fan (super fan)
Super fan, super fan (super fan), super fan (super-super-super super fan)
ଟୋକାର entry ହେଲେ solid ପୁରା sence
ଆଜି ବି ସେ style ଅଛି, hero evergreen
ଟୋକାର entry ହେଲେ solid ପୁରା sence
Film ତାର ଆସିଗଲେ ଜଳେ silver-screen
ସାଧା ସିଧା ସହରଟା ହୁଏ ରଙ୍ଗୀନ୍
ଆମ ମାଟି ଆମ cinema
ଆସିଗଲେ ହୁଏ ହଙ୍ଗାମା
ଗୋଟିଏ ଚେହେରା ସିଏ hero number one
ଆମ ମନ ଆମ ହୃଦୟ
କିଣିଛି ତା ଅଭିନୟ
ଟୋକାଟା ପୁରା ଚୋଖା, ଆମର ସେ जान
ଆମେ ତ super-super fan
ଆମେ ତ super-super fan
ଆମେ ତ super-super fan
ଆମେ ତ super-super fan
Super fan
Super fan
ଚକା ଚକା ଭଉଁରୀ
ଭାଇ ହେଲା ଭଗାରି
ତଥାପି ବାବୁ କୁହେ I love you
ସିଏ କୂଳନନ୍ଦନ, ସିଏ ଫୁଳଚନ୍ଦନ
ଛାତି ଚିରିଦେଇ କୁହେ ସବୁବେଳେ ତୁ
ମୋ କୋଳ ତୋ ଝୁଲଣା
ଗଙ୍ଗା ଆଉ ଯମୁନା
ରସିକ ନାଗର ସିଏ hero ଆମର
ଧର୍ମର ନିକିତି
ଧରି ଯିଏ ଚାଲିଛି
ରହିଛି ରହିବ ସିଏ କାଳିଶଙ୍କର
ଆମ ମାଟି ଆମ cinema
ଆସିଗଲେ ହୁଏ ହଙ୍ଗାମା
ଗୋଟିଏ ଚେହେରା ସିଏ hero number one
ଆମ ମନ ଆମ ହୃଦୟ
କିଣିଛି ତା ଅଭିନୟ
ଟୋକାଟା ପୁରା ଚୋଖା ଆମର ସେ जान
ଆମେ ତ super-super fan
ଆମେ ତ super-super fan
ଆମେ ତ super-super fan
ଆମେ ତ super-super fan
ଆମେ ତ super-super fan (super fan)
ଆମେ ତ super-super fan
ଆମେ ତ super-super fan (super fan)
ଆମେ ତ super-super fan
Super fan, super fan (super fan), super fan (super fan)
Super fan, super fan (super fan), super fan (super-super-super super fan)
Credits
Writer(s): Nab Saroj
Lyrics powered by www.musixmatch.com
Link
Altri album
© 2024 All rights reserved. Rockol.com S.r.l. Website image policy
Rockol
- Rockol only uses images and photos made available for promotional purposes (“for press use”) by record companies, artist managements and p.r. agencies.
- Said images are used to exert a right to report and a finality of the criticism, in a degraded mode compliant to copyright laws, and exclusively inclosed in our own informative content.
- Only non-exclusive images addressed to newspaper use and, in general, copyright-free are accepted.
- Live photos are published when licensed by photographers whose copyright is quoted.
- Rockol is available to pay the right holder a fair fee should a published image’s author be unknown at the time of publishing.
Feedback
Please immediately report the presence of images possibly not compliant with the above cases so as to quickly verify an improper use: where confirmed, we would immediately proceed to their removal.