Sahe Sahere

ଶହେ ଶହେରେ
ଶହେ ଶହେରେ

ଶହେ ଶହେରେ love ହେଲା ତୋର ମୋର
ଚାରିଆଡ଼େ ହାଲ୍ଲାଗୁଲା ଜୋରସୋର
ହେ, ଶହେ ଶହେରେ love ହେଲା ତୋର ମୋର
ଚାରିଆଡ଼େ ହାଲ୍ଲାଗୁଲା ଜୋରସୋର

Facebook ରେ ହାଲ୍ଲା, WhatsApp ରେ ପାଲା
Facebook ରେ ହାଲ୍ଲା ପୁଣି WhatsApp ରେ ପାଲା
YouTube ରେ ହେଇଗଲା hot ଖବର

Viral ହେଲା ଆମ love matter
Viral ହେଲା ଆମ love matter

ଶହେ ଶହେରେ love ହେଲା ତୋର ମୋର
ଚାରିଆଡ଼େ ହାଲ୍ଲା-ଗୁଲା ଜୋରସୋର

ମସ୍ତାନିଆ ଓଠେ ତୋର୍ ମହୁଲି ହସ
ସେ ହସରେ ହେଇଗଲି full ବେହୋସ
ମସ୍ତାନିଆ ଓଠେ ତୋର୍ ମହୁଲି ହସ
ସେ ହସରେ ହେଇଗଲି full ବେହୋସ

କାଚମାର୍କା ନନୀ ତୁଇ ଚିକ୍ନୀ ଚମେଲି
ଲାଲ ଘାଗରାରେ में ଦିଶୁ बिजलीवाली

Radio ରେ ହାଲ୍ଲା, TV ରେ ବାଜିଲା
Radio ରେ ହାଲ୍ଲା ପୁଣି TV ରେ ବାଜିଲା
Media ରେ ହେଇଗଲା ତାଜା ଖବର

Viral ହେଲା ତୋର hot figure
Viral ହେଲା ତୋର hot figure

ଶହେ ଶହେରେ (ଶହେ ଶହେରେ)
ଶହେ ଶହେରେ love ହେଲା ତୋର ମୋର
ଚାରିଆଡ଼େ ହାଲ୍ଲାଗୁଲା ଜୋରସୋର

ସମ୍ବଲପୁରୀ ନନୀ ତୁଇ guarantee ବାଲି
Daily-daily प्यार ଲାଗି ହେଲି ମାତାଲି (ମାତାଲି)
ସମ୍ବଲପୁରୀ ନନୀ ତୁଇ guarantee ବାଲି
Daily-daily प्यार ଲାଗି ହେଲି ମାତାଲି

ତୋର୍ ଚାଲିରେ ହଲିଯାଏ university
ବଢୁଛି ଲୋ heartbeat ଦେଖି beauty

Hostel ରେ ହାଲ୍ଲା, Mall cake ପିଲା
Hostel ରେ ହାଲ୍ଲା ପୁଣି Mall cake ପିଲା
College ରେ ହେଇଗଲା full ପ୍ରଚାର

Viral ହେଲା ଆମ ପ୍ରେମ poster
Viral ହେଲା ଆମ ପ୍ରେମ poster

ଶହେ ଶହେରେ love ହେଲା ତୋର ମୋର
ଚାରିଆଡ଼େ ହାଲ୍ଲାଗୁଲା ଜୋରସୋର
ଶହେ ଶହେରେ love ହେଲା ତୋର ମୋର
ଚାରିଆଡ଼େ ହାଲ୍ଲାଗୁଲା ଜୋରସୋର

Facebook ରେ ହାଲ୍ଲା, WhatsApp ରେ ପାଲା
Facebook ରେ ହାଲ୍ଲା ପୁଣି WhatsApp ରେ ପାଲା
YouTube ରେ ହେଇଗଲା hot ଖବର

Viral ହେଲା ଆମ love matter
Viral ହେଲା ତୋର hot figure
Viral ହେଲା ଆମ ପ୍ରେମ poster
Viral ହେଲା ଆମ love matter



Credits
Writer(s): Niranjan Panda, Prashant Kumar
Lyrics powered by www.musixmatch.com

Link