To Dil Re Jaga Deide

ଧିମା-ଧିମା ଏଇ ଆଖି ତୋର
କିଛି କଥା ମତେ କୁହେ ରେ
ତୋ ପ୍ରେମ ନିଶା ମତେ ହାଏ
ପାଗଳ କରି ଦିଏ

ହାଏ ରେ ମୋର ଚିକିଣା hero
ତତେ ଯେବେ ମୁଁ ଚାହେଁ ରେ
ଛାତି ତଳେ ମୋର दिल ଟା ହାଏ
ଧକ-ଧକ ଖାଲି ହୁଏ

ତୋ ରିବନ ଫିତା ବାଳଟା
ତୋ facial ମୁହଁ ଗାଲଟା
ନିଦ ଚୋରାଏ ରାତି ଅଧରେ

ଦେଇଦେ-ଦେଇଦେ, ତୋ ମନରେ ଜାଗା ଦେଇଦେ
ଦେଇଦେ-ଦେଇଦେ, ତୋ ମନରେ ଜାଗା ଦେଇଦେ
ଦେଇଦେ-ଦେଇଦେ, ତୋ दिल ରେ ଜାଗା ଦେଇଦେ
ଦେଇଦେ-ଦେଇଦେ, ତୋ दिल ରେ ଜାଗା ଦେଇଦେ

ତୁ ତ ମୋର ଗଜ ମୁକୁତା ଫୁଲେଇ ରାଣୀଟିଏ
ଜହ୍ନମାମୁଁର ଭଉଣୀ ନା ତୁ ସରଗ ର ପରୀଟିଏ?
ତତେ ଦେଖିଲା ପରେ ହାଏ. କିଛି-କିଛି ମୋର ହୁଏ
ତୁ ତ ମୋର दिल का राजा ତୋ ପରି କେହି ନୁହେଁ

ତୋର ନାଲି ନାଲି ହାଏ ଲେହେଙ୍ଗା
ତୋର ପାଦର ରୂପା ଝୁମୁକା
ମତେ ପାଗଳ କରୁଛି ରାତି ଦିନ ରେ

ଦେଇଦେ-ଦେଇଦେ, ତୋ ମନରେ ଜାଗା ଦେଇଦେ
ଦେଇଦେ-ଦେଇଦେ, ତୋ ମନରେ ଜାଗା ଦେଇଦେ
ଦେଇଦେ-ଦେଇଦେ, ତୋ दिल ରେ ଜାଗା ଦେଇଦେ
ଦେଇଦେ-ଦେଇଦେ, ତୋ दिल ରେ ଜାଗା ଦେଇଦେ

ତୁ ଥିଲେ ପାଖରେ ମୋର ସପନ ଲାଗେ ସତ
କୁଆଁରୀ ମୋର ମନ ଟା ଟିକେ ହୁଏ ରେ ଭାରି ଦୁଷ୍ଟ
ହେ-ହେ, ତୁ ତ ମୋର କଣ୍ଢେଇ ରାଣୀ ରଜାହଂସିନି ଠାଣି
ଆଖିରେ ସତେ ମାରୁଛୁ ଗୁଳି, ପାଖକୁ ନଉଛୁ ଟାଣି

ତୋ Whatsapp ର DP ଟା
ତୋର ଜାପାନୀ ଓଡ଼ିଆ ଟୋପିଟା
ମୋର ମନକୁ ଘାଇଲା କରିଦିଏ ରେ

ଦେଇଦେ-ଦେଇଦେ, ତୋ दिल ରେ ଜାଗା ଦେଇଦେ
ଦେଇଦେ-ଦେଇଦେ, ତୋ दिल ରେ ଜାଗା ଦେଇଦେ
ଦେଇଦେ-ଦେଇଦେ, ତୋ ମନରେ ଜାଗା ଦେଇଦେ
ଦେଇଦେ-ଦେଇଦେ, ତୋ ମନରେ ଜାଗା ଦେଇଦେ

ଦେଇଦେ-ଦେଇଦେ, ତୋ दिल ରେ ଜାଗା ଦେଇଦେ
ଦେଇଦେ-ଦେଇଦେ, ତୋ दिल ରେ ଜାଗା ଦେଇଦେ
ଦେଇଦେ-ଦେଇଦେ, ତୋ ମନରେ ଜାଗା ଦେଇଦେ
ଦେଇଦେ-ଦେଇଦେ, ତୋ ମନରେ ଜାଗା ଦେଇଦେ



Credits
Writer(s): Sunil Kumar, Niladri Nayak
Lyrics powered by www.musixmatch.com

Link