Aparajita

ଯେବେ ଯେବେ ମେଦିନୀ ହୋଇଛି ବନ୍ଦିନୀ
ଦୁଷ୍ଟ ଅସୁରର କବଳିତା
ସେବେ ସେବେ ତ୍ରିପୁର ଶରଣ ପୋଷିଛି
ରକ୍ଷାକର ଆହେ ବିଶ୍ୱପିତା
ଅସୁର ସଂହାରିଣୀ, ମଙ୍ଗଳ କାରିଣୀ
ଜନ୍ମ ନେଇଛନ୍ତି ଜଗନମାତା
ଅବତାର ନେବେ ସେ ନୂତନ ରୂପରେ
ପାପ ବିନାସିନୀ ଅପରାଜିତା
ପାପ ବିନାସିନୀ ଅପରାଜିତା



Credits
Writer(s): Baidyanath Dash
Lyrics powered by www.musixmatch.com

Link