Kalankini
ଆଜି ସିନା ଖେଳିଦେଲୁ ମୋ ପ୍ରେମ ସାଥେ
ଦିନେ ତୁ ଖେଳନା ହବୁ ଆଉ କା ହାତେ
ହୋ, ତୁ ଯେମିତି ବିଷ ଦେଲୁ ମୋ ବିଶ୍ୱାସରେ
ଭାସିଯିବ ତୋ ସପନ ଆଖି ଲୁହରେ
ଦୂରେଇ ଦେବି ମୁଁ ସବୁ ସ୍ମୃତି ତୋର
ଭୁଲିଯିବି ସବୁ ସ୍ବପ୍ନ ମୋ ପ୍ରେମର
ହୃଦୟର କୋହ ମତେ ଦଉନି ବଞ୍ଚେଇ, ଦଉନି ବଞ୍ଚେଇ, ଦଉନି ବଞ୍ଚେଇ
ମୁଁ ସିନା ମରିବି ତୋ ପ୍ରେମ ପାଇଁ, ହେଲେ ତୁ ବଞ୍ଚିବୁ ଗୋଟେ କଳଙ୍କିନି ହେଇ
ହେଲେ ତୁ ବଞ୍ଚିବୁ ଗୋଟେ କଳଙ୍କିନି ହେଇ

ଭୁଲ କରିଦେଲି ତତେ ଭଲପାଇ, ଚିହ୍ନି ପାରିଲିନି ପ୍ରିୟା ଲୋ ତତେ
ସତ ଭାବିନେଲି ଛଳନାକୁ ତୋର, ଛଳନାର ଯୁଇ ଆଜି ଜାଳି ମାରୁଛି ମତେ
ହୋ, ଭୁଲ କରିଦେଲି ତତେ ଭଲପାଇ, ଚିହ୍ନି ପାରିଲିନି ପ୍ରିୟା ଲୋ ତତେ
ସତ ଭାବିନେଲି ଛଳନା କୁ ତୋର, ଛଳନା ର ଯୁଇ ଆଜି ଜାଳି ମାରୁଛି ମତେ
ପଙ୍ଗୁ କରିଦେଇ ହୃଦୟକୁ ମୋର
ଦେଇଦେଲୁ ମତେ ଧୋକା ଉପହାର
ତୋ ଛଳନା ନିଆଁ ମତେ ମାରୁଛି ଜଳେଇ, ମାରୁଛି ଜଳେଇ, ମାରୁଛି ଜଳେଇ

ଜଳିଯିବୁ ପ୍ରିୟା ମନେ ରଖିଥା ଲୋ, ଯେମିତି ଆଜି ତୁ ଜାଳୁଛୁ ମତେ
ଭାଙ୍ଗିଯିବ ଯେବେ ତୋର ଅହଂକାର, କାନ୍ଦି-କାନ୍ଦି ଦିନେ ତୁ ଖୋଜି ବୁଲିବୁ ମତେ
ହୋ, ଜଳିଯିବୁ ପ୍ରିୟା ମନେ ରଖିଥା ଲୋ, ଯେମିତି ଆଜି ତୁ ଜାଳୁଛୁ ମତେ

ନଥିବି ସେ ଦିନ ପାଖେ ତୋର ପ୍ରିୟା
ଜଳୁଥିବ ଯେତେ ତୋ ଛାତିରେ ନିଆଁ
ତୋ ପାପର ନିଆଁ ତତେ ଦବ ଲୋ ଜଳେଇ, ଦବ ଲୋ ଜଳେଇ, ଦବ ଲୋ ଜଳେଇ

Credits
Writer(s): Bibhun Kumar Sahoo, Chinmay Dash, Pabitra Mohan Mohanty
Lyrics powered by www.musixmatch.com
Link
Altri album
© 2025 All rights reserved. Rockol.com S.r.l. Website image policy
Rockol
- Rockol only uses images and photos made available for promotional purposes (“for press use”) by record companies, artist managements and p.r. agencies.
- Said images are used to exert a right to report and a finality of the criticism, in a degraded mode compliant to copyright laws, and exclusively inclosed in our own informative content.
- Only non-exclusive images addressed to newspaper use and, in general, copyright-free are accepted.
- Live photos are published when licensed by photographers whose copyright is quoted.
- Rockol is available to pay the right holder a fair fee should a published image’s author be unknown at the time of publishing.
Feedback
Please immediately report the presence of images possibly not compliant with the above cases so as to quickly verify an improper use: where confirmed, we would immediately proceed to their removal.