Dhire Dhire Mo Hrudayaku Bhangilu

ଧୀରେ-ଧୀରେ ମୋ ଜୀବନରେ ଆସିଲୁ
ଧୀରେ-ଧୀରେ ମୋ ହୃଦୟ କୁ ଭାଙ୍ଗିଲୁ

ମୋତେ ଠକି-ଠକି, ଦେଇ ଲୁହ ଭେଟି
ମୋତେ ଠକି-ଠକି, ଦେଇ ଲୁହ ଭେଟି
ଆଉ କାହାର ହେଇଗଲୁ

ଧୀରେ-ଧୀରେ ମୋ ଜୀବନରେ ଆସିଲୁ
ଧୀରେ-ଧୀରେ ମୋ ହୃଦୟ କୁ ଭାଙ୍ଗିଲୁ

ଥିଲୁ ମୋ ଛାତି ର ସ୍ପନ୍ଦନ
ତୋ ବିନା କଟେନି ରାତିଦିନ
କଥା ଦେଇଥିଲୁ ହାତ ରଖି
କେମିତି ବଦଳି ଗଲୁ ସାଥି

ହୋ, ଥିଲୁ ମୋ ଛାତି ର ସ୍ପନ୍ଦନ
ତୋ ବିନା କଟେନି ରାତିଦିନ
କଥା ଦେଇଥିଲୁ ହାତ ରଖି
କେମିତି ବଦଳି ଗଲୁ ସାଥି

ଅଧା ବାଟେ ମୋତେ ଛାଡ଼ି ଦେଇ ସତେ
ଅଧା ବାଟେ ମୋତେ ଛାଡ଼ି ଦେଇ ସତେ
ଆଉ କାହାର ହେଇଗଲୁ

ଧୀରେ-ଧୀରେ ମୋ ଜୀବନରେ ଆସିଲୁ
ଧୀରେ-ଧୀରେ ମୋ ହୃଦୟ କୁ ଭାଙ୍ଗିଲୁ

ମୋ ପରି ପ୍ରେମିକ ପାଇବୁନି
ଆକାଶ ର ଚାନ୍ଦ ମଗିବୁନି
ସେ ଚାନ୍ଦ ମୋ ପାଇଁ ଆଜିକାର
ଏମିତି କାଇଁ ଖେଲିଲୁ ଖେଳ

ହୋ, ମୋ ପରି ପ୍ରେମିକ ପାଇବୁନି
ଆକାଶ ର ଚାନ୍ଦ ମଗିବୁନି
ସେ ଚାନ୍ଦ ମୋ ପାଇଁ ଆଜିକାର
ଏମିତି କାଇଁ ଖେଲିଲୁ ଖେଳ

ମୋତେ ପର କରି, ଜୀବନରୁ ମାରି
ମୋତେ ପର କରି, ଜୀବନରୁ ମାରି
ଆଉ କାହାର ହେଇଗଲୁ

ଧୀରେ-ଧୀରେ ମୋ ଜୀବନରେ ଆସିଲୁ
ଧୀରେ-ଧୀରେ ମୋ ହୃଦୟ କୁ ଭାଙ୍ଗିଲୁ

ଆ-ଆ-ଆ-ଆ-ଆ
ଆ-ଆ-ଆ-ଆ-ଆ



Credits
Writer(s): Sameer Mishra, Sudhir Kumar
Lyrics powered by www.musixmatch.com

Link