Nachi Jibare Aaji Happy New Year 2022

ନାଚିଯିବା ରେ ଆଜି
ଗାଇଯିବା ରେ ଆଜି
ମନ ଖୋଲି କହିଦେ

Happy new year
Happy new year

ହୋହୋ, ରାଗ ଯିବା ରେ ଭୁଲି
ଭଲ ପାଇବା ଖାଲି
ଫୁଲ ଗୋଟେ ଦେଇଦେ

Happy new year
Happy new year

ମନରେ ଟିକିଏ ନରଖି ଛଳନା
ବାନ୍ଧିଦେଇ ନୂଆ ସ୍ୱପ୍ନର ଝୁଲଣା
ତୁ wish ଥରେ କରିଦେ

Happy new year
Happy new year

ନୂଆ ବର୍ଷର ନୂଆ ସକାଳ ଡାକିଲାଣି ହାତଠାରି
ନୂଆ ବାଟରେ ଯିବା ରେ ଚାଲି
ଚାହିଁବାନି ଆଉ ଫେରି

ହୋ, ନୂଆ ବର୍ଷର ନୂଆ ସକାଳ ଡାକିଲାଣି ହାତଠାରି
ନୂଆ ବାଟରେ ଯିବା ରେ ଚାଲି
ଚାହିଁବାନି ଆଉ ଫେରି

ନୂଆ ସୂର୍ଯ୍ୟ ଉଇଁ ଆସିଲାଣି ଦେଖ
କାହା ମନେ କେବେ ଦବ ନାହିଁ ଦୁଃଖ
ତୁ promise ଆଜି କରିଦେ

Happy new year
Happy new year

ଘାସ ପତ୍ରରେ କାକର ପଡି ପାଲଟିଗଲାଣି ମୋତି
ନୂଆ ଡେଣାରେ ଉଡେଇଦବା ଏଇ ମନ ପ୍ରଜାପତି

ଘାସ ପତ୍ରରେ କାକର ପଡି ପାଲଟିଗଲାଣି ମୋତି
ନୂଆ ଡେଣାରେ ଉଡେଇଦବା ଏଇ ମନ ପ୍ରଜାପତି

ନୂଆ ଉପହାର ଦେଇଯିବା ଭେଟି
ନୂଆ ସ୍ମୃତି ନବା ଜୀବନେ ସାଉଁଟି
ତୁ Heart ଆଜି ଯୋଡ଼ିଦେ

Happy new year
Happy new year
Happy new year



Credits
Writer(s): Asad Nizam
Lyrics powered by www.musixmatch.com

Link