Mo Dil Ru Delete Karideli Tate

ନା mobile ରୁ, ନା Messenger ରୁ

ନା Facebook ରୁ, ନା Whatsapp ରୁ
ନା mobile ରୁ, ନା Messenger ରୁ

ଯେଉଁ ଦିନ ଠୁ break up ତୁ କରିଲୁ ମୋତେ

ମୋ दिल, ମୋ दिल, ମୋ दिल ରୁ delete କରିଦେଲି ତତେ
ମୋ दिल ରୁ delete କରିଦେଲି ତତେ
ମୋ दिल ରୁ delete କରିଦେଲି ତତେ
ମୋ दिल ରୁ delete କରିଦେଲି ତତେ

ଯେଉଁ ଦିନ ପିନ୍ଧିଲୁ ତୁ ମଥା ରେ ଟିକିଲି
ନିଜକୁ ମୁଁ ଭୁଲି ତତେ ଚାହେଁ ବୁଲି-ବୁଲି (ଚାହେଁ ବୁଲି-ବୁଲି, ଚାହେଁ ବୁଲି-ବୁଲି)
ହୋ, ପାଗଳ ଟେ ପରି ତତେ ଭଲ ପାଉଥିଲି
Selfish ଟେ ତୁ ବୋଲି ଜାଣି ମୁଁ ନ ଥିଲି

ଯେଉଁ ଦିନ ଠୁ break up ତୁ କରିଲୁ ମୋତେ

ମୋ दिल, ମୋ दिल, ମୋ दिल ରୁ delete କରିଦେଲି ତତେ
ମୋ दिल ରୁ delete କରିଦେଲି ତତେ
ମୋ दिल ରୁ delete କରିଦେଲି ତତେ
ମୋ दिल ରୁ delete କରିଦେଲି ତତେ

ଯେଉଁ ଦିନ baby ତତେ ପ୍ରଥମେ ଦେଖିଲି
ଛାତି ତଳୁ heart ମୋର ତତେ ଦେଇଦେଲି (ତତେ ଦେଇଦେଲି, ତତେ ଦେଇଦେଲି)
ହୋ, figure ଟା ତୋର baby ଅଗାଡ଼ି ର ଦାନା
ହୋଇ ଚିକିଣୀ ଦିନ ରେ ତୁ ଦେଖେଇଲୁ ଜହ୍ନ

ଯେଉଁ ଦିନ ଠୁ break up ତୁ କରିଲୁ ମୋତେ

ମୋ दिल, ମୋ दिल, ମୋ दिल ରୁ delete କରିଦେଲି ତତେ
ମୋ दिल ରୁ delete କରିଦେଲି ତତେ
ମୋ दिल ରୁ delete କରିଦେଲି ତତେ
ମୋ दिल ରୁ delete କରିଦେଲି ତତେ
ମୋ दिल ରୁ delete କରିଦେଲି ତତେ
ମୋ दिल ରୁ delete କରିଦେଲି ତତେ



Credits
Writer(s): Prem Darshan, Mahesh Lahor
Lyrics powered by www.musixmatch.com

Link