Jhip Jhip Barsha Pade

ଲାଲ୍-କିଲା ଓଠ ତୋର ହାଏ ସେଇୟାଁ
ଓଠରେ ଓଠ ଲଢେଇ କର ମୁଁ ତୋ ବୟାଁ
ହୋ, ତାକଟପୁର hot hero ଅଛୁ ସାଣା
ହାଏଟି ମୋର ଥାଇ ଗୋଲ କରି ଦେ ନା

ତୁ ଲାଗୁଛୁ cute ବେବିଟା, ତୁ ରଗଡ଼ି ଦଉଛୁ ଛାତିଟା
ତୁ ଲାଗୁଛୁ cute ବେବିଟା, ତୁ ରଗଡ଼ି ଦଉଛୁ ଛାତିଟା
ତୋତେ ଦେଖି ପ୍ରେମ ଗାଡ଼ି ଶହେରେ ଉଡେ (ଶହେରେ ଉଡେ, ଶହେରେ ଉଡେ)

ଝିପ୍-ଝିପ୍, ଝିପ୍-ଝିପ୍ ବର୍ଷା ପଡେ, ବର୍ଷା ପଡେ
ତୋତେ ଲୋ ଝିଅ ଦେଖି ମୋର feel ବଢେ, feel ବଢେ
ଝିପ୍-ଝିପ୍, ଝିପ୍-ଝିପ୍ ବର୍ଷା ପଡେ, ବର୍ଷା ପଡେ
ତୋତେ ରେ ପୁଅ ଦେଖି ମୋର feel ବଢେ, feel ବଢେ

ଶୁଣିଯା ସୋଣିଏ ମୋ ଦିଲ୍ ରାଣୀରେ
ଆ ଟିକେ ପାଖେ ମୋର
ତୋ ବିନା ନିଦିଆ ଉଡିଗଲାଣି ବଢ଼ିଗଲାଣି ମୋ ଜର

ହଁ, ଓ ମୋରେ ରାଜାରେ ପାଖକୁ ଆଯାରେ
ତୋତେ ଗୋଟେ ଦେବି ଚୁମା
ଗୋଟିଏ ଚୁମା ରେ କୋଲ ଖାଇଯିବ ଡାକିବୁ ହାଏ ମୋ ମାମା

ସିଏ ଓଠ ନା missile ତୋପଟା, ଟିକେ ହସିଲେ ଫୁଟୁଛି ବୋମାଟା
ସିଏ ଓଠ ନା missile ତୋପଟା, ଟିକେ ହସିଲେ ଫୁଟୁଛି ବୋମାଟା
ତୋ କଥା ଭାବି-ଭାବି ହୋସ ମୋ ଉଡେ (ହୋସ ମୋ ଉଡେ, ହୋସ ମୋ ଉଡେ)

ଝିପ୍-ଝିପ୍, ଝିପ୍-ଝିପ୍ ବର୍ଷା ପଡେ, ବର୍ଷା ପଡେ
ତୋତେ ଲୋ ଝିଅ ଦେଖି ମୋର feel ବଢେ, feel ବଢେ
ଝିପ୍-ଝିପ୍, ଝିପ୍-ଝିପ୍ ବର୍ଷା ପଡେ, ବର୍ଷା ପଡେ
ତୋତେ ରେ ପୁଅ ଦେଖି ମୋର feel ବଢେ, feel ବଢେ

ହଁ, hero ତୁ ଚୋଖାରେ ଜାଲ ତୁ ପକାରେ
ଫସିବାକୁ ମୁଁ ରାଜି
Feel ବଢୁଛି ତୋ ପାଇଁ ମୋର ତୁ ପାରୁନୁ କି ବୁଝି?

ହେ, hang ତୁ କରୁଛୁ heart କୁ ମୋର
ତୁ କି ହାଏ ମୋର ସୁନା baby?
ନଖରା ଦେଖାନି ଆଉ ତୁ ଧନରେ ହେଇଯା ମୋର बीवी

ମୋ ଆଖିରେ ଆଖି ତୋ ଲଢେଇ, ନେଇଯା ରେ ମୋତେ ତୁ ଉଡେଇ
ମୋ ଆଖିରେ ଆଖି ତୋ ଲଢେଇ, ନେଇଯା ରେ ମୋତେ ତୁ ଉଡେଇ
ରାତି-ଦିନ ତୋତେ ଭାବି ଖାଲି ମୁଁ तड़पे (ଖାଲି ମୁଁ तड़पे, ଖାଲି ମୁଁ तड़पे)

ଝିପ୍-ଝିପ୍, ଝିପ୍-ଝିପ୍ ବର୍ଷା ପଡେ, ବର୍ଷା ପଡେ
ତୋତେ ରେ ପୁଅ ଦେଖି ମୋର feel ବଢେ, feel ବଢେ
ଝିପ୍-ଝିପ୍, ଝିପ୍-ଝିପ୍ ବର୍ଷା ପଡେ, ବର୍ଷା ପଡେ
ତୋତେ ଲୋ ଝିଅ ଦେଖି ମୋର feel ବଢେ, feel ବଢେ



Credits
Writer(s): P Sarada, D Prasant
Lyrics powered by www.musixmatch.com

Link