DJ Talare Nachiba Sanga

କୁଞ୍ଚକୁଞ୍ଚିଆ ବାଳରେ ତୋର ବାସ୍ନା ତେଲ ମାଖୀ ଲୋ
ଦିଶୁଛୁ ଭାରି ସୁନ୍ଦରୀ
ଆଖି ମାରିକି ପଟେଇଦେବି, କିଣିଦେବି ହୀରା ମୋତି ଲୋ
ହେଇଯା ମୋର ଖାଲି

ବରଯାତିରି ନେଇକି ଯିବି ତୋ ଗାଁକୁ
ବୋହୁ କରିକି ଆଣିବା ପାଇଁ ମୋ ଘରକୁ
ହାଁ, ଧୂଳି ଉଡେଇ ଦେବେ ପିଲା ପିଇକି ଭାଙ୍ଗ

DJ ତାଳରେ, DJ ତାଳରେ ନାଚିବେ ସାଙ୍ଗ
ହଁ, ମୋ ସାଙ୍ଗ, ତାଳରେ ନାଚିବେ ସାଙ୍ଗ
DJ ତାଳରେ ନାଚିବେ ସାଙ୍ଗ
ହଁ, ମୋ ସାଙ୍ଗ, ତାଳରେ ନାଚିବେ ସାଙ୍ଗ, ହାଁ ସାଙ୍ଗ, ହାଁ ସାଙ୍ଗ

ଆର ଗାଁର କଇଁ ଫୁଲଠୁ ମିଠା ଅଙ୍ଗୁରୁ କୋଳି
ଚାହିଁ ବସିଛି ତମ ଛକରେ ନେବି ଲୋ ତତେ ତୋଳି
ହଁ, ଆର ଗାଁର କଇଁ ଫୁଲଠୁ ମିଠା ଅଙ୍ଗୁରୁ କୋଳି
ଚାହିଁ ବସିଛି ତମ ଛକରେ ନେବି ଲୋ ତତେ ତୋଳି

କୁଆଁରୀ ଲାଜ ଭାଙ୍ଗିଦେବି ତୋ ମଥାରେ ବିନ୍ଦି ଭରି
ସକାଳୁ ଉଠି hot puppy ଦେବି ଲୋ ତତେ ଗୋରୀ

ସୁତୁଲି ବୋମା ଲାଗିବ ଗୋରୀ ତମ ଛକରେ
ସାହି ପଡ଼ିଶା ନାଚୁଥିବେ ମୋ DJ ଆଗରେ
ହାଁ, ଧୂଳି ଉଡେଇ ଦେବେ ପିଲା ପିଇକି ଭାଙ୍ଗ

DJ ତାଳରେ, DJ ତାଳରେ ନାଚିବେ ସାଙ୍ଗ
ହଁ, ମୋ ସାଙ୍ଗ, ତାଳରେ ନାଚିବେ ସାଙ୍ଗ
DJ ତାଳରେ ନାଚିବେ ସାଙ୍ଗ
ମୋ ସାଙ୍ଗ, ତାଳରେ ନାଚିବେ ସାଙ୍ଗ

Cutie cutie beauty ଗାଲେ ଦେବି ଲୋ ଗୋଟେ puppy
ହାଁ, ଦେବି ଲୋ ଗୋଟେ puppy
Sweet sweet heart ରେ ତୋ ଯିବ ଲୋ ଗୋରୀ ଲାଖି
ହଁ, ଯିବ ଲୋ ଗୋରୀ ଲାଖି, ହଁ, ଯିବ ଲୋ ଗୋରୀ ଲାଖି

ହଁ, ଭାରିଜା ମୋର ହବୁ ଲୋ ଧନ, ମୁଁ ପରା ତୋ ସିଏ
ମୋ ପରିକା ତକିଆ ଧରି ଗେଲ କରିବ କିଏ
ଆଲୋ, ଭାରିଜା ମୋର ହବୁ ଲୋ ଧନ, ମୁଁ ପରା ତୋ ସିଏ
ମୋ ପରିକା ତକିଆ ଧରି ଗେଲ କରିବ କିଏ

ସକାଳୁ ସଞ୍ଜ ଗୋଡ଼ ହାତ ତୁ ମୋର ଘସିଦବୁ
ନଅ ତିଅଣ, ଛଅ ଭଜା ତୁ ରାନ୍ଧିକି ଖୁଆଇବୁ

ବାପାଙ୍କୁ କହ dowry ଲୋଡା ନାହିଁ ଯେ ମୋର
ତୋ ହାତ ଧରି ଖୁସିରେ ମୁହିଁ କରିବି ଘର
ହଁ, ଯାହାବି ହଉ ଆମ ପିଲା ନାଚିବେ ଆଗ

DJ ତାଳରେ, DJ ତାଳରେ ନାଚିବେ ସାଙ୍ଗ
ହଁ, ମୋ ସାଙ୍ଗ, ତାଳରେ ନାଚିବେ ସାଙ୍ଗ
DJ ତାଳରେ ନାଚିବେ ସାଙ୍ଗ
ହଁ, ମୋ ସାଙ୍ଗ, ତାଳରେ ନାଚିବେ ସାଙ୍ଗ

DJ ତାଳରେ ନାଚିବେ ସାଙ୍ଗ
ହଁ, ମୋ ସାଙ୍ଗ, ତାଳରେ ନାଚିବେ ସାଙ୍ଗ
DJ ତାଳରେ ନାଚିବେ ସାଙ୍ଗ
ହଁ, ମୋ ସାଙ୍ଗ, ତାଳରେ ନାଚିବେ ସାଙ୍ଗ



Credits
Writer(s): R Chiku, Sangram Biswal
Lyrics powered by www.musixmatch.com

Link