Mate Prema Prema Basuchi

ମେଘ ବରଷିଲା ଟୁପୁରୁ-ଟୁପୁରୁ, କେଶୁର ମାଇଲା ଗଜା
(କେଉଁ ରାଇଜରେ ରହିଲା ମୋ ରଜା? ତେଲିଙ୍ଗି ବାଇଦ ବଜା)

ପହିଲି ଶ୍ରାବଣ ଯେବେ ମାଟି ଛୁଉଁଚି
ମୋତେ ପ୍ରେମ-ପ୍ରେମ ବାସୁଚି
ମୋତେ ପ୍ରେମ-ପ୍ରେମ ବାସୁଚି
(ହେଇଗଲା, ହେଇଗଲା, ଆଉଥରେ ନୂଆ ପ୍ରେମ सुरु ହେଲା)
ପହିଲି ଫଗୁଣ ଯେବେ ରଙ୍ଗ ବୁଣୁଚି
ମୋତେ ପ୍ରେମ-ପ୍ରେମ ବାସୁଚି
ମୋତେ ପ୍ରେମ-ପ୍ରେମ ବାସୁଚି

କାହିଁକି ମନ ମତୁଆଲା माही रे?
ମନରେ କେହି ଜଣେ ଅଛି ବୋଧେ ରେ

କିଏ ସେ ଶର୍ମିଲି (ଆହା), ବଜାଏ बाँसुरी?
ନୁହେଁ ସେ बाँसुरी, ତୋ ମନ କସ୍ତୁରୀ
ହୃଦୟରେ ତୋ ନୁପୁର ବାଜୁଚି

ମୋତେ ପ୍ରେମ-ପ୍ରେମ ବାସୁଚି
ମୋତେ ପ୍ରେମ-ପ୍ରେମ ବାସୁଚି
ମୋତେ ପ୍ରେମ-ପ୍ରେମ ବାସୁଚି
ମୋତେ ପ୍ରେମ-ପ୍ରେମ ବାସୁଚି

ଫୁଲହେଇ ସିଏ ବରଷେ, ଶ୍ରାବଣ କି ଫଗୁଣ ମାସେ
ବାସ୍ନା ତାର ଥାଏ ନିଶ୍ୱାସେ
ଆଖି ବୁଝିଦେଲେ ସେ ଦିଶେ, ତାକୁ ଭାବି-ଭାବି ମୁଁ ହସେ
କେବେ ରାଗେ, କେବେ ମୁଁ ରୁଷେ

କାହିଁକି ପବନଟା ଦୁଷ୍ଟହୁଏ ରେ?
ମନରେ ପ୍ରେମ-ଦାଗ ଆଙ୍କିଦିଏ ରେ

ମୋ ହାତ ରେଖାକୁ (ଆହା), ତୋ ହାତ ରେଖାରେ
ଯୋଡ଼ିଲେ ପ୍ରେମର ଆରମ୍ଭ ହୁଏ ରେ
ତୋ ସାଥିରେ ମୋତେ କିଏ ଯୋଡିଚି?

ମୋତେ ପ୍ରେମ-ପ୍ରେମ ବାସୁଚି
ମୋତେ ପ୍ରେମ-ପ୍ରେମ ବାସୁଚି
ମୋତେ ପ୍ରେମ-ପ୍ରେମ ବାସୁଚି
ମୋତେ ପ୍ରେମ-ପ୍ରେମ ବାସୁଚି

ଯେତେ ସ୍ବପ୍ନ ଏଇ ଆଖିରେ, ବନ୍ଧା ସବୁ ତା ନିଦରେ
ମୋ ରାତିର ରଜା ସିଏ ରେ
ହଁ, ଲୁଚି-ଲୁଚି ସିଏ ଆସେ ରେ, ମିଠା-ମିଠା ଗପ କହେ ରେ
ସପନରେ ଛାଇ ନିଦରେ

କାହିଁକି ବାଟବଣା ସ୍ବପ୍ନ ହୁଏ ରେ?
ସପନେ ବାଟୋଇଟେ ତୋତେ ଖୋଜେ ରେ

ଅଚିହ୍ନା ମୁହଁଟା (ଆହା), କରେ ହଟହଟା
ହୁଁମ୍, ମୁରୁକି ହସଟା ଲାଗେ ମିଠା-ମିଠା
ଝୁମି-ଝୁମି ଚଗଲାମୀ ବଢୁଛି

ମୋତେ ପ୍ରେମ-ପ୍ରେମ ବାସୁଚି
ହଁ, ମୋତେ ପ୍ରେମ-ପ୍ରେମ ବାସୁଚି
ମୋତେ ପ୍ରେମ-ପ୍ରେମ ବାସୁଚି
ମୋତେ ପ୍ରେମ-ପ୍ରେମ ବାସୁଚି



Credits
Writer(s): Deepak Jena, Special Sandeep, Suraj Rath
Lyrics powered by www.musixmatch.com

Link