Eka Number Ama Naveen Babu

ବିଜୁବାବୁଙ୍କର ଅଧୁରା ସପନ ହଉଛିରେ ରୂପାୟନ
ଗାଁ ଠୁ ସହର ସବୁଠି ବିକାଶ ସବୁଆଡେ ଶିଳ୍ପାୟନ
ହେ, ବିଜୁବାବୁଙ୍କର ଅଧୁରା ସପନ ହଉଛିରେ ରୂପାୟନ
ଗାଁ ଠୁ ସହର ସବୁଠି ବିକାଶ ସବୁଆଡେ ଶିଳ୍ପାୟନ

ଅଧିକ କାମ ଅଳପ କଥା, ନବୀନ ଥିଲେ ନଥାଏ ଚିନ୍ତା
ରାଇଜଟା ସାରା କହନ୍ତି ସବୁ

ଏକ ନମ୍ବର ଆମ ନବୀନ ବାବୁ
ଗାଁ ରେ ଶୁଭଶଙ୍ଖ ବଜେଇ ଦେବୁ
ଏକ ନମ୍ବର ଆମ ନବୀନ ବାବୁ
ଏକ ନମ୍ବର ଆମ ନବୀନ ବାବୁ

ହୋ-ହୋ, BJD
ହୋ-ହୋ, BJD

ଗାଁ ରେ ଗାଁ ରେ ବାଜୁଛି ଶଙ୍ଖ ଖୁସିରେ କୃଷକ ଶ୍ରମିକ
ନୂଆ ଓଡ଼ିଶାର ନବୀନ ନାୟକ, ସ୍ୱଚ୍ଛ ଶାସନର ପ୍ରତୀକ
ହେ, ଗାଁ ରେ ଗାଁ ରେ ବାଜୁଛି ଶଙ୍ଖ, ଖୁସିରେ କୃଷକ ଶ୍ରମିକ
ନୂଆ ଓଡ଼ିଶାର ନବୀନ ନାୟକ ସ୍ୱଚ୍ଛ ଶାସନର ପ୍ରତୀକ

ଶିକ୍ଷାଠୁ ସ୍ବାସ୍ଥ୍ୟ ସବୁ ଉନ୍ନତ, ଓଡିଶା ଆଜି ହୁଏ ସଶକ୍ତ
ପ୍ରଗତି ପଥରେ ଆଗଉଥିବୁ

ଏକ ନମ୍ବର ଆମ ନବୀନ ବାବୁ
ଗାଁ ରେ ଶୁଭଶଙ୍ଖ ବଜେଇ ଦେବୁ
ଏକ ନମ୍ବର ଆମ ନବୀନ ବାବୁ
ଏକ ନମ୍ବର ଆମ ନବୀନ ବାବୁ

ହୋ-ହୋ, BJD
ହୋ-ହୋ, BJD

ହସୁଛି ମୋ ମା, ହସେ ଭଉଣୀ, ସମୟ ବଦଳି ଗଲାଣି
ନବୀନ ଯୁଗର ନୂତନ ଅଧ୍ୟାୟ ଓଡ଼ିଶା ଲେଖୁଛି କାହାଣୀ
ହେ-ହେ-ହେ, ହସୁଛି ମୋ ମା, ହସେ ଭଉଣୀ, ସମୟ ବଦଳି ଗଲାଣି
ନବୀନ ଯୁଗର ନୂତନ ଅଧ୍ୟାୟ ଓଡ଼ିଶା ଲେଖୁଛି କାହାଣୀ

ସାରା ଦେଶକୁ ଗୋଟିଏ ବାର୍ତ୍ତା, ଆମ ଶକତି ଆମ ଏକତା
ଅନ୍ଧ ଭକ୍ତ ଆମେ କାହିଁକି ହେବୁ?

ଏକ ନମ୍ବର ଆମ ନବୀନ ବାବୁ
ଗାଁ ରେ ଶୁଭଶଙ୍ଖ ବଜେଇ ଦେବୁ
ଏକ ନମ୍ବର ଆମ ନବୀନ ବାବୁ
ଗାଁ ରେ ଶୁଭଶଙ୍ଖ ବଜେଇ ଦେବୁ



Credits
Writer(s): Biraja Prasad, Pramod Parida
Lyrics powered by www.musixmatch.com

Link