Mu Odhani Udeideli Lo

Insta ରୁ Facebook ସବୁଠି ଚର୍ଚ୍ଚା
ଚାଲିଗଲେ ତୁ like ବର୍ଷା

ଓମ୍ପିରୁ ଭୁବନେଶ୍ୱର ଯୋଉଠି ଇଚ୍ଛା
Reels କଲେ ମୁଁ ଝୁମେ ଓଡ଼ିଶା

ହେଲେ ମୁଁ କଣ କରିବି ତୁ କହ
ତୁ ଦିସୁଛୁ ଲୋ ନାଲି ଟହ-ଟହ
ତୋ ଲାଲ-ଚୁନି ମତେ ଟାଣିନେଲା ଲୋ

ମୋ ଓଢ଼ଣୀ ଉଡ଼େଇ ଦେଲି ଲୋ
ଟୋକାଟା दीवाना ହେଲା
ତୋ ଓଢ଼ଣୀ ଉଡେଇ ଦେଲୁ ଲୋ
ମନଟା ଚଗଲା ହେଲା

ବୟସ ମୋର ପବନ, ହେଲାଣି ଭାରି ଉଚ୍ଛନ୍ନ
ଯାଉଛି ବଢ଼ି-ବଢ଼ି
ଛୁଇଁଦେ ଥରେ ଶୁଣିବି baby
ପ୍ରେମର ଘଡ଼ଘଡ଼ି

ହଁ, ଓଢନି ମୋର ଇଶାରା ମାନୁନି କିଛି ବାରଣ
ଯାଉଛି ଉଡି-ଉଡି
ଯୁଆଡ଼େ ଦେଖ ପଛରେ ମୋର
ହଜାରେ ଲମ୍ବା ଧାଡ଼ି

ହେଲେ ମୁଁ କଣ କରିବି ତୁ କହ
ତୁ ବାସୁଛୁ ଲୋ ମଲ୍ଲି ମହ-ମହ
ତୋ ଲାଲ-ଚୁନି ମତେ ଟାଣିନେଲା ଲୋ

ତୋ ଓଢ଼ଣୀ ଉଡେଇ ଦେଲୁ ଲୋ
ମନଟା ଚଗଲା ହେଲା
ହଁ, ମୋ ଓଢ଼ଣୀ ଉଡ଼େଇ ଦେଲି ଲୋ
ଟୋକାଟା दीवाना ହେଲା

ଗାଆଁ ହେଉ କି ସହର, ସବୁଠି follower
ଯାଆନ୍ତି ବଢ଼ି-ବଢ଼ି
Craze ମୋର ଦେଖିଲେ ତୋର ହୋସ ଯିବ ଉଡି

ଗଢିଛି ରାଜ ନଅର, ଆଣିଛି Range rover
ତୋ ପାଇଁ ਸੋਹਣੀ ਕੁੜੀ
ବସିଲେ baby ଦେଖିବୁ କେତେ
Comment ଯିବ ବଢ଼ି

ହେଲେ ମୁଁ କଣ କରିବି ତୁ କହ
ତୁ fitting ତ ମୋ ପାଇଁ ନୁହଁ
ହାଏ, ତୋ ଲାଲ-ଚୁନି ମତେ ଟାଣିନେଲା ଲୋ

ମୋ ଓଢଣୀ ଉଡ଼େଇ ଦେଲି ଲୋ
ଟୋକାଟା दीवाना ହେଲା
ହାଏ, ମୋ ଓଢଣୀ ଉଡ଼େଇ ଦେଲି ଲୋ
ଟୋକାଟା दीवाना ହେଲା

ତୋ ଓଢ଼ଣୀ ଉଡେଇ ଦେଲୁ ଲୋ
ମନଟା ଚଗଲା ହେଲା



Credits
Writer(s): Ab Abhisek, Jn Padma
Lyrics powered by www.musixmatch.com

Link