Alo mama

Postpaid love ତୋର, prepaid ଚୁମ୍ମା
ଖିନିଭିନି କଲା ହୃଦୟଟା ମୋର ଲୋ ମାମା

Unlimited voice call, video ନାହିଁ ଜମା
Unlimited voice call, video ନାହିଁ ଜମା

ହୁତୁ-ହୁତୁ କଲା ଛାତି ଭିତରଟା, ରେ ମୁନା
ଏ ମୁନା, ଏ ମୁନା, ରେ ମୁନା

ହଁ, Postpaid love ତୋର, prepaid ଚୁମ୍ମା
ଖିନିଭିନି କଲା ହୃଦୟଟା ମୋର ଲୋ ମାମା

ଚହଟ ଚିକଣ ଚାଲି ଲୋ ମାଣିଆ, ମୁହଁଟା ତ ଭାରି भोली
ମହକି ଯାଉ ତୁ चंपा कली ପରି ହସୁଥିଲେ ଖିଲି-ଖିଲି

ହଁ, ବୁଝିବା ଆଗରୁ ବୁଝେଇ ଦଉ ତୁ, ନିଜକୁ ଯାଏ ମୁଁ ଭୁଲି
ପ୍ରେମର ପାଠ ତୁ ପଢେଇ ପଢ଼େଇ କଲୁ ମତେ ଚୁଲୁ-ବୁଲି

Unlimited net pack, network ନାହିଁ ଜମା
Unlimited net pack, network ନାହିଁ ଜମା

ହୁତୁ-ହୁତୁ କଲା ଛାତି ଭିତରଟା, ଲୋ ମାମା
ଲୋ ମାମା, ଲୋ ମାମା, ଲୋ ମାମା

Postpaid love ତୋର, prepaid ଚୁମ୍ମା
ଖିନି-ଭିନି କଲା ହୃଦୟକୁ ମୋର, ରେ ମୁନା

ମନ ତ ଦେଇଛି, ହୃଦୟ ଦେଇଛି, ଜୀବନ ତତେ ମୁଁ ଦେଲି
କଥାରେ ତୋର ଭରଷା ରଖିଛି, ଯିବୁ ନାହିଁ କେବେ ଭୁଲି

ଆଲୋ, ସୁନ୍ଦରୀ କନିଆଁ କଲୁଣି ଛାନିଆ, କହିଦେ ମୁଁହ ଖୋଲି
ଏମିତି ଭାବରେ ସଜେଇ ରଖିବି, ଦିଶୁଥିବୁ ଝିଲିମିଲି

Untold love story କହିବେନି ଆଗେ ଝିଅ
Untold love story କହିବେନି ଆଗେ ଝିଅ

ଛୁକୁ-ଛୁକୁ କଲା ହୃଦୟଟା ମୋର, ରେ ମୁନା
ରେ ମୁନା, ରେ ମୁନା, ରେ ମୁନା

ହଁ, Postpaid love ତୋର, prepaid ଚୁମ୍ମା
ଖିନିଭିନି କଲା ହୃଦୟଟା ମୋର, ଲୋ ମାମା

Unlimited voice call, video ନାହିଁ ଜମା
Unlimited voice call, video ନାହିଁ ଜମା

ହୁତୁ-ହୁତୁ କଲା ଛାତି ଭିତରଟା, ରେ ମୁନା
ରେ ମୁନା, ରେ ମୁନା
ଲୋ ମାମା, ଲୋ ମାମା, ଲୋ ମାମା



Credits
Writer(s): Deepak Kumar, Debasish Panda
Lyrics powered by www.musixmatch.com

Link