To Pain Mu

ଭାବନାରେ ଭାବୁ-ଭାବୁ ସାମ୍ନାରେ ତୁ ଆସିଯାଉ
ମତେ ଟିକେ ଚାହିଁଦେଇ ପୁଣି ଭାବନାରେ ଭାସିଯାଉ

ହଁ, ସପନରେ ଦେଖୁ-ଦେଖୁ ସତରେ ତୁ ଆସିଯାଉ
ମତେ ଟିକେ ଛୁଇଁଦେଇ ସପନରେ ଲୁଚିଯାଉ

କିଛି ଜାଣି ପାରୁନାହିଁ ମୁଁ
इस प्यार को क्या नाम दूँ?
କିଛି ଜାଣି ପାରୁନାହିଁ ମୁଁ
इस प्यार को क्या नाम दूँ?

ତୋ ପାଇଁ ମୁଁ, ମୋ ପାଇଁ ତୁ
ତୋ ପାଇଁ ମୁଁ, ମୋ ପାଇଁ ତୁ

ମୋ ଆଖିରେ ସାଇତିଛି ଆଖିଏ ସପନ
ସେଇ ସ୍ବପ୍ନ ପାଇଁ ବୋଧେ ତୁ ଏକା କାରଣ

ହଁ, ମୋ ମନରେ ତୋଳିଛି ମୁଁ ପ୍ରେମର ମନ୍ଦିର
ସେଇ ମନ୍ଦିରରେ ବୋଧେ ତୁ ମୋ ଇଶ୍ଵର

କିଛି ଜାଣି ପାରୁନାହିଁ ମୁଁ
इस प्यार को क्या नाम दूँ?
କିଛି ଜାଣି ପାରୁନାହିଁ ମୁଁ
इस प्यार को क्या नाम दूँ?

ତୋ ପାଇଁ ମୁଁ, ମୋ ପାଇଁ ତୁ
ତୋ ପାଇଁ ମୁଁ, ମୋ ପାଇଁ ତୁ

ମୋ ଦେହରେ ଭରିଯାଏ ଏକ ନୂଆ ବାସ୍ନା
ସେଇ ବାସ୍ନା ମିଠା ଲାଗେ, ତୁ କାଇଁ କହନା

ହଁ, ଆ ଥରେ କହିଯା ରେ, ओ रे जान-ए-जाना
ତୋ ପାଇଁ ଏ ଜନମ, ତୁ କି ଜାଣୁନା?

ସବୁ ଜାଣି ବି ଅଜଣା ମୁଁ
इस प्यार को क्या नाम दूँ?
ସବୁ ଜାଣି ବି ଅଜଣା ମୁଁ
इस प्यार को क्या नाम दूँ?

ତୋ ପାଇଁ ମୁଁ, ମୋ ପାଇଁ ତୁ
ତୋ ପାଇଁ ମୁଁ, ମୋ ପାଇଁ ତୁ

(ଆ-ହା-ହା, ଆ-ହା-ହା)
(ହଁ-ହଁ-ହଁ, ଓ-ହୋ)



Credits
Writer(s): Bijay Kumar
Lyrics powered by www.musixmatch.com

Link