Asi Tu

ହୋ-ଓ-ଓ
ହୋ-ଓ-ଓ
ହୋ-ଓ-ଓ
ହୋ-ଓ-ଓ

ମୋ ଆଖିରେ ସପନ ଆଣି ନିଦ ଭାଙ୍ଗିଦେଲୁ ତୁ

ଆସି ତୁ, ଆସି ତୁ
ଆସି ତୁ, ଆସି ତୁ

ମୋ ମନରେ ଘରଟେ କରି ଲୁଚି ରହିଗଲୁ ତୁ

ଆସି ତୁ, ଆସି ତୁ
ଆସି ତୁ, ଆସି ତୁ

ମାନିବାନି ଆମେ ଦୁହେଁ ଖରା କି ବରଷା
ଆମ ପ୍ରେମକୁ ଯିଏ କରୁ ପଛେ ଈର୍ଷା
ଫଗୁଣର ସାତରଙ୍ଗେ ଦେବି ମୁଁ ସଜେଇ
ସାଧବ ବହୁଟେ ପରି ଦିଶିବୁ ଲୋ ତୁହି

ମୋ ଓଠର ଭାଷାକୁ ସାଥୀ ବୁଝିଗଲୁ ତୁ

ଆସି ତୁ (ଆସି ତୁ)
ଆସି ତୁ (ଆସି ତୁ)
ଆସି ତୁ (ଆସି ତୁ)
ଆସି ତୁ (ଆସି ତୁ)



Credits
Writer(s): Somesh Satapathy
Lyrics powered by www.musixmatch.com

Link