Mo Gaan Mo Maa

ଆମେ ବାଘୁଆ ପାହାଡ଼ ବାଘ
ଆମେ ସବୁଠି ଥାଉ ରେ ଆଗ

ଆମେ ବାଘୁଆ ପାହାଡ଼ ବାଘ
ଆମେ ସବୁଠି ଥାଉ ରେ ଆଗ
ଏଇ ଗାଁ ମାଟି ଚନ୍ଦନ
କିଏ କାଟିବ ତା ବନ୍ଧନ?

ଯୋଉଠି ଥିଲେ, ଯୁଆଡେ ଗଲେ
ହାତ ଠାରି ଡାକେ ଆ'

ଏଇ ମୁକୁନ୍ଦପୁର ମୋ ଗାଁ
ଏଇ ମୁକୁନ୍ଦପୁର ମୋ ମା (ହୋ-ହୋ-ହୋ)
ଏଇ ମୁକୁନ୍ଦପୁର ମୋ ଗାଁ
ଏଇ ମୁକୁନ୍ଦପୁର ମୋ ମା (ହୋ-ହୋ-ହୋ)
ଏଇ ମୁକୁନ୍ଦପୁର ମୋ ଗାଁ
ଏଇ ମୁକୁନ୍ଦପୁର ମୋ ମା (ହୋ-ହୋ-ହୋ)
ଏଇ ମୁକୁନ୍ଦପୁର ମୋ ଗାଁ
ଏଇ ମୁକୁନ୍ଦପୁର ମୋ ମା

ମା ଖାନପତି ଆମ ଭରସା
ଏଠି ବାର ମାସେ ତେର ଓଷା
ଆମ ଯାନି-ଯାତରା, ପୂଜା ଦଶହରା ଦେଖି କରନ୍ତି ସବୁ ଇର୍ଷା
(ହୋ-ହୋ, ଆମ ମୁକୁନ୍ଦପୁର)
(ହୋ-ହୋ, ଆମ ମୁକୁନ୍ଦପୁର)

ଓ, ଏଠି କେତେଯେ ମଠ ମନ୍ଦିର
ଆମ ଗାଁ ସବୁଠୁ ସୁନ୍ଦର
ଆମ ଗାଁ ଯୁବକ ବିର ସୈନିକ
ନାହିଁ କାହାକୁ ତାଙ୍କ ଡର

ଭାରି ଟାଣ ଆମ ଏକତା
ମନେ ରଖିଥା ତୁ ଏ କଥା
ଆଖି ଉଠେଇ ଚାହିଁବ ଯିଏ ହଜେଇ ଦବୁ ତା ନାଁ

ଏଇ ମୁକୁନ୍ଦପୁର ମୋ ଗାଁ
ଏଇ ମୁକୁନ୍ଦପୁର ମୋ ମା (ହୋ-ହୋ-ହୋ)
ଏଇ ମୁକୁନ୍ଦପୁର ମୋ ଗାଁ
ଏଇ ମୁକୁନ୍ଦପୁର ମୋ ମା (ହୋ-ହୋ-ହୋ)
ଏଇ ମୁକୁନ୍ଦପୁର ମୋ ଗାଁ
ଏଇ ମୁକୁନ୍ଦପୁର ମୋ ମା (ହୋ-ହୋ-ହୋ)
ଏଇ ମୁକୁନ୍ଦପୁର ମୋ ଗାଁ
ଏଇ ମୁକୁନ୍ଦପୁର ମୋ ମା

ଏଠି ନାହିଁ ରେ ଜାତି-ଅଜାତି
ସୁଖ ଦୁଃଖରେ ଥାଉ ଏକାଠି
ବାବା ମୁକୁନ୍ଦେଶ୍ୱର ସାହା ଆମର
ଆମ ଗରବ ଆମ ମାଟି
(ହୋ-ହୋ, ଆମ ମୁକୁନ୍ଦପୁର)
(ହୋ-ହୋ, ଆମ ମୁକୁନ୍ଦପୁର)

ହେ, ଆମ ଦିଲଟା ଖାଣ୍ଟି ଓଡ଼ିଆ
ଆମ ଟୋକାଙ୍କ ଖେଳ ବଢିଆ
ଆମ Don sporting, Cricket king
ତୋତେ ଲଗେଇଦେବେ ନିଆଁ

ଏଇ ଗାଁରେ ନେଲୁ ଜନମ
ଏଇ ଗାଁରେ ହେଉ ମରଣ
ଜୀବନ ଦେଇ ରଖିବା ଭାଇ ମୁକୁନ୍ଦପୁର ନାଁ

ଏଇ ମୁକୁନ୍ଦପୁର ମୋ ଗାଁ
ଏଇ ମୁକୁନ୍ଦପୁର ମୋ ମା (ହୋ-ହୋ-ହୋ)
ଏଇ ମୁକୁନ୍ଦପୁର ମୋ ଗାଁ
ଏଇ ମୁକୁନ୍ଦପୁର ମୋ ମା (ହୋ-ହୋ-ହୋ)
ଏଇ ମୁକୁନ୍ଦପୁର ମୋ ଗାଁ
ଏଇ ମୁକୁନ୍ଦପୁର ମୋ ମା (ହୋ-ହୋ-ହୋ)
ଏଇ ମୁକୁନ୍ଦପୁର ମୋ ଗାଁ
ଏଇ ମୁକୁନ୍ଦପୁର ମୋ ମା



Credits
Writer(s): Biraja Prasad, Pramod Parida
Lyrics powered by www.musixmatch.com

Link