Aji Kaain Mana Mora

ଆଜି କାଇଁ ମନ ମୋର ଆକାଶରେ ଉଡୁଛି
ମନେମନେ ଏଠିସେଠି ଜଣକୁ ଖୋଜୁଛି
ଆଜି କାଇଁ ମନ ମୋର ଆକାଶରେ ଉଡୁଛି
ମନେମନେ ଏଠିସେଠି ଜଣକୁ ଖୋଜୁଛି

ଖୁସିରେ ପାଗଳ ଆଜି ମୁଁ
ମନ ମୟୂରୀ ନାଚୁଛି

ଛମ୍-ଛମ୍-ଛମ୍-ଛମ୍-ଛମ୍-ଛମ୍
ଛମ୍-ଛମ୍-ଛମ୍-ଛମ୍
ଛମ୍-ଛମ୍-ଛମ୍-ଛମ୍-ଛମ୍-ଛମ୍
ଛମ୍-ଛମ୍-ଛମ୍-ଛମ୍
ଛମ୍-ଛମ୍-ଛମ୍-ଛମ୍-ଛମ୍-ଛମ୍
ଛମ୍-ଛମ୍-ଛମ୍-ଛମ୍
ଛମ୍-ଛମ୍-ଛମ୍-ଛମ୍-ଛମ୍-ଛମ୍
ଛମ୍-ଛମ୍-ଛମ୍-ଛମ୍

ଡାକୁଛି ମତେ, ପାଖକୁ ତାର
ପାଗଳ ପ୍ରଜାପତି
ଆଖିରେ ମୋର, ସପନ ରଙ୍ଗ
ଦବାକୁ ସିଏ ଛାଟି

ଡାକୁଛି ମତେ, ପାଖକୁ ତାର
ପାଗଳ ପ୍ରଜାପତି
ଆଖିରେ ମୋର, ସପନ ରଙ୍ଗ
ଦବାକୁ ସିଏ ଛାଟି

ସପନେ ବିଭୋର ଆଜି ମୁଁ
ମନ ମୟୂରୀ ନାଚୁଛି

ଛମ୍-ଛମ୍-ଛମ୍-ଛମ୍-ଛମ୍-ଛମ୍
ଛମ୍-ଛମ୍-ଛମ୍-ଛମ୍
ଛମ୍-ଛମ୍-ଛମ୍-ଛମ୍-ଛମ୍-ଛମ୍
ଛମ୍-ଛମ୍-ଛମ୍-ଛମ୍
ଛମ୍-ଛମ୍-ଛମ୍-ଛମ୍-ଛମ୍-ଛମ୍
ଛମ୍-ଛମ୍-ଛମ୍-ଛମ୍
ଛମ୍-ଛମ୍-ଛମ୍-ଛମ୍-ଛମ୍-ଛମ୍
ଛମ୍-ଛମ୍-ଛମ୍-ଛମ୍

କଉଠି କେହି, ଜଣେ ମୋ ପାଇଁ
ରହିଛି ବାଟ ଚାହିଁ
ସେ ଲାଗି ବୋଧେ, ଏ ମନ ମୋର
ପାଖେ ମୋ ରହୁନାହିଁ

ଶ୍ରାବଣ ନ ଥାଇ ଆଜି ମୁଁ
ମନ ମୟୂରୀ ନାଚୁଛି

ଛମ୍-ଛମ୍-ଛମ୍-ଛମ୍-ଛମ୍-ଛମ୍
ଛମ୍-ଛମ୍-ଛମ୍-ଛମ୍
ଛମ୍-ଛମ୍-ଛମ୍-ଛମ୍-ଛମ୍-ଛମ୍
ଛମ୍-ଛମ୍-ଛମ୍-ଛମ୍
ଛମ୍-ଛମ୍-ଛମ୍-ଛମ୍-ଛମ୍-ଛମ୍
ଛମ୍-ଛମ୍-ଛମ୍-ଛମ୍
ଛମ୍-ଛମ୍-ଛମ୍-ଛମ୍-ଛମ୍-ଛମ୍
ଛମ୍-ଛମ୍-ଛମ୍-ଛମ୍



Credits
Writer(s): Baidyanath Dash
Lyrics powered by www.musixmatch.com

Link