Mana Udi Jae Re (From "Lage Prema Najar")

ଛୋଟ-ଛୋଟ ଆଶା ମୋର ଛୋଟ ଏଇ ମନ
ଛୋଟ-ଛୋଟ ଆଖି କୋଣେ ହଜାରେ ସପନ
ହଁ, ଛୋଟ-ଛୋଟ ଆଶା ମୋର ଛୋଟ ଏଇ ମନ
ଛୋଟ-ଛୋଟ ଆଖି କୋଣେ ହଜାରେ ସପନ

ସେଇ ସପନକୁ ସତ କରିବାକୁ
ହାତ ଠାରି ଡାକେ କିଏରେ?

ଉଡ଼ିଯାଏ ରେ, ଉଡ଼ିଯାଏ ରେ ମନ ଉଡ଼ି-ଉଡ଼ି ଉଡ଼ିଯାଏ ରେ
ଉଡ଼ିଯାଏ ରେ, ଉଡ଼ିଯାଏ ରେ ମନ ଉଡ଼ି-ଉଡ଼ି ଉଡ଼ିଯାଏ ରେ (ଉଡ଼ିଯାଏ ରେ, ଉଡ଼ିଯାଏ ରେ ମନ ଉଡ଼ି-ଉଡ଼ି ଉଡ଼ିଯାଏ ରେ)

ହଁ, ବେଳେ-ବେଳେ ମତେ ଡ଼ାକି ପଚାରେ ମଇନା
ସତ କହ ତୁ କିଏ କଣ ତୋ ନାଆଁ?
ଆରେ-ରେ-ରେ-ରେ, ଥରେ-ଥରେ ବାଟ ଆସି ମାଗେ ମୋ ଠିକଣା
କି ଠିକଣା ଦେବି ତାକୁ ମତେ ବି ଅଜଣା

ତୁ ନିଜେ ବାଟ ତୁ ନିଜେ ଠିକଣା
ଆଜି ଠାରୁ କହିଦେରେ

ଉଡ଼ିଯାଏ ରେ, ଉଡ଼ିଯାଏ ରେ ମନ ଉଡ଼ି-ଉଡ଼ି ଉଡ଼ିଯାଏ ରେ
ଉଡ଼ିଯାଏ ରେ, ଉଡ଼ିଯାଏ ରେ ମନ ଉଡ଼ି-ଉଡ଼ି ଉଡ଼ିଯାଏ ରେ (ଉଡ଼ିଯାଏ ରେ, ଉଡ଼ିଯାଏ ରେ ମନ ଉଡ଼ି-ଉଡ଼ି ଉଡ଼ିଯାଏ ରେ)

ହୁଁ-ହୁଁ-ହୁଁ
ହୁଁ-ହୁଁ-ହୁଁ
ସା-ସା-ସା-ସା-ସା-ସା-ସାରେଗାମା-ସା
ସା-ସା-ସା-ସା-ସା-ସା-ସାନିମାପା-ସା
ରେମାରିସା-ରେମାରିସା-ରେ

ଟିକେ ମତେ ଲାଜଲାଗେ ଲାଗେ ଟିକେ ଡ଼ର
କିଏ କାଳେ ପକେଇବ ଡ଼ାଆଁରା ନଜର
ହଁ, ଜାଣେନାହିଁ ମୋ ଜୀବନେ ଏ କେମିତି ପାଗ
କେତେବେଳେ ରଙ୍ଗ ପୁଣି କେତେବେଳେ ମେଘ

ମେଘ ଉହାଡ଼ରେ ଜହ୍ନ ଲୁଚିଥିଲା
ଆଜି ଖାଲି ହସିଦିଏ ରେ

ଉଡ଼ିଯାଏ ରେ, ଉଡ଼ିଯାଏ ରେ ମନ ଉଡ଼ି-ଉଡ଼ି ଉଡ଼ିଯାଏ ରେ
ଉଡ଼ିଯାଏ ରେ, ଉଡ଼ିଯାଏ ରେ ମନ ଉଡ଼ି-ଉଡ଼ି ଉଡ଼ିଯାଏ ରେ (ଉଡ଼ିଯାଏ ରେ, ଉଡ଼ିଯାଏ ରେ ମନ ଉଡ଼ି-ଉଡ଼ି ଉଡ଼ିଯାଏ ରେ)



Credits
Writer(s): Baidyanath Dash
Lyrics powered by www.musixmatch.com

Link