Puchuki Gali

ପୁଚୁକି ଗାଲି fashion ବାଲି
ଚାଲି ତୋ Bombay, Delhi
ମୋ ବୋପାଲୋ
ଆଲୋ ଚଗଲି ରାଗ ତୋ ନାଲି
କଥା ବନ୍ଧୁକ ଗୁଳି
ମୋ ବୋପାଲୋ

ସବୁ ଝିଅଙ୍କ ଗୋଟିଏ ରୋଗ
ନାକ ଆଗରେ ତାଙ୍କରି ରାଗ
ଛୁଁ-ଛୁଁ ଦେବେ ଠେଲି
ମୋ ବୋପାଲୋ

ପୁଚୁକି ଗାଲି fashion ବାଲି
ଚାଲି ତୋ Bombay, Delhi
ମୋ ବୋପାଲୋ

ଗୋରୀ ତୁ ସତେ ଲୋଟଣୀ ପାରା
କେବେ ମୋ ହାତେ ଦବୁଲୋ ଧରା
ମୋତେ ଦେଖେଇ ଛଟକ ଛଇ
ଫସେଇ ଦେଲୁ ଆଖି ନଚେଇ

ସବୁ ଝିଅଙ୍କ ପୁରୁଣା ଖଈ
ଭିତରେ ହଁ ତ, ଉପରେ ନାହିଁ
ଆରେ ମିଛେ-ମିଛେ ଦେବେ ଗାଳି
ମୋ ବୋପାଲୋ

ପୁଚୁକି ଗାଲି fashion ବାଲି
ଚାଲି ତୋ Bombay, Delhi
ମୋ ବୋପାଲୋ
ମୋ ବୋପାଲୋ
ମୋ ବୋପାଲୋ



Credits
Writer(s): Amarendra Mohanty
Lyrics powered by www.musixmatch.com

Link