Prema Haba Jayen

ସବୁ ଜାଣି ଶୁଣି ତୁ, ଅଜଣା ହେଇଯା
ପ୍ରେମ ହବା ଯାଏ
ହଁ, ପ୍ରେମ ହବା ଯାଏ

ଓ, ଆଉ କିଛି ସମୟ, ମୋ ପାଖରେ ରହିଯା
ପ୍ରେମ ହବା ଯାଏ
ହଁ, ପ୍ରେମ ହବା ଯାଏ

କାହିଁକି ଏମିତି ହଉଛୁ ଅବୁଝା?
ଛାଡି ମୁଁ ଯାଉନି କଥା ତୁ ଶୁଣିଯା
ଲଗାନା ରେ ସେ ନିଆଁ

ସବୁ ଜାଣି ଶୁଣି ତୁ, ଅଜଣା ହେଇଯା
ପ୍ରେମ ହବା ଯାଏ
ହଁ, ପ୍ରେମ ହବା ଯାଏ

ଆଉ କିଛି ସମୟ, ମୋ ପାଖରେ ରହିଯା
ପ୍ରେମ ହବା ଯାଏ
ହଁ, ପ୍ରେମ ହବା ଯାଏ

ହୃଦୟ ସ୍ପନ୍ଦନ ତତେ ଖୋଜେ ରାତି-ଦିନ
ତତେ ପାଇବାକୁ ପ୍ରେମ ଗଳିରେ, ନୀତି ସ୍ୱପ୍ନରେ

ମନର ବାସନା, ଫୁଟି ମହକେ ତୋ ପାଇଁ
ହଜିବାକୁ ଚାହେଁ ତୋ ଭିତରେ, ସ୍ମୃତିରେ

ବେରଙ୍ଗ ଜୀବନେ ରଙ୍ଗ ତୁ ଭରିଛୁ
ପ୍ରେମର ନିଶାରେ ଭିଜେଇ ଦେଇଛୁ

କରି ମତେ କି କିମିଆ

ସବୁ ଜାଣି ଶୁଣି ତୁ, ଅଜଣା ହେଇଯା
ପ୍ରେମ ହବା ଯାଏ
ହଁ, ପ୍ରେମ ହବା ଯାଏ

ଆଉ କିଛି ସମୟ, ମୋ ପାଖରେ ରହିଯା
ପ୍ରେମ ହବା ଯାଏ
ହଁ, ପ୍ରେମ ହବା ଯାଏ

କେତେ ଜନମରୁ ତତେ କରିଛି ଅପେକ୍ଷା
ପାଇଛି ଆଜି ମୁଁ ତତେ ପାଖରେ, ମୋ ସାଥିରେ

ଛାଡ଼ିବୁନି ହାତ ମତେ କଥା ଦେଇ ପ୍ରିୟା
ସାଥେ ରହିଥିବୁ ସବୁ ଜନ୍ମରେ, ମୋ ପାଖରେ

ହଁ, ସମର୍ପି ଦେଇଛି ତୋ ଠାରେ ନିଜକୁ
ଫେରିବାର ନାହିଁ ଆଉ ରେ ପଛକୁ
ତୁ ହି ମୋ ଦୁନିଆ

ସବୁ ଜାଣି ଶୁଣି ତୁ, ଅଜଣା ହେଇଯା
ପ୍ରେମ ହବା ଯାଏ
ହଁ, ପ୍ରେମ ହବା ଯାଏ

ଆଉ କିଛି ସମୟ, ମୋ ପାଖରେ ରହିଯା
ପ୍ରେମ ହବା ଯାଏ
ହଁ, ପ୍ରେମ ହବା ଯାଏ



Credits
Writer(s): Abinash Mishra, Jitendra Seth
Lyrics powered by www.musixmatch.com

Link