Mo Prema Saswata

ମୁଁ ତ ଟେ ଆଜିବି ତୋ ଦିଲ୍-ଦିୱାନା
ଦୁରେଇଲୁ ମୋ'ଠାରୁ କାହିଁ ଜାଣେନା
ମୁଁ ତ ଟେ ଆଜିବି ତୋ ଦିଲ୍-ଦିୱାନା
ଦୁରେଇଲୁ ମୋ'ଠାରୁ କାହିଁ ଜାଣେନା

ଯେବେଦେଖି ଡରିବୁ ତୁ କାଚ ଆଇନା
ମୁହିଁ ଥିବି ତୋ ରାସ୍ତାର ଶେଷ ଠିକଣା

ମୋ ପ୍ରେମ ଶାଶ୍ୱତ, ତୁ କି ଜାଣୁନା?
ମୋ ପ୍ରେମ ଶାଶ୍ୱତ, ତୁ କି ଜାଣୁନା?
ମୋ ପ୍ରେମ ଶାଶ୍ୱତ, ତୁ କି ଜାଣୁନା?
ମୋ ପ୍ରେମ ଶାଶ୍ୱତ, ତୁ କି ଜାଣୁନା?

କଥା ଥିଲା ଆମ, ଜିଇଁବାନି କେବେ
ଦୁହେଁ ଦୁହିଁଙ୍କର ବିନା
ମନେପଡେ ମୋର ସେଇ କଥା ଆଜି
ଭୁଲିଗଲୁ ତୁ ସିନା

କଥାଥିଲା ଆମ, ଜିଇଁବାନି କେବେ
ଦୁହେଁ ଦୁହିଁଙ୍କର ବିନା
ମନେପଡେ ମୋର ସେଇ କଥା ଆଜି
ଭୁଲିଗଲୁ ତୁ ସିନା

ମନେ ତୋର ଭରିଗଲା କାହିଁ ଛଳନା?
ଅଧାବାଟେ ଛାଡ଼ି ମୋତେ ଦେଲୁ ଯନ୍ତ୍ରଣା

ମୋ ପ୍ରେମ ଶାଶ୍ୱତ, ତୁ କି ଜାଣୁନା?
ମୋ ପ୍ରେମ ଶାଶ୍ୱତ, ତୁ କି ଜାଣୁନା?
ମୋ ପ୍ରେମ ଶାଶ୍ୱତ, ତୁ କି ଜାଣୁନା?
ମୋ ପ୍ରେମ ଶାଶ୍ୱତ, ତୁ କି ଜାଣୁନା?

କେହି ଯଦି କେବେ ତୋ ହୃଦୟ ଭାଙ୍ଗି
ଦେଇଦେଵ ତତେ ଧୋକା
ଫେରି ଆସିବୁ ତୁ ପାଖକୁ ମୋର
ଜିଇଁବୁନି ଜମା ଏକା

କେହି ଯଦି କେବେ ତୋ ହୃଦୟ ଭାଙ୍ଗି
ଦେଇଦେଵ ତତେ ଧୋକା
ଫେରି ଆସିବୁ ତୁ ପାଖକୁ ମୋର
ଜିଇଁବୁନି ଜମା ଏକା

ମୋତେ ଯାହା କହୁ ପଛେ ଏଇ ज़माना
ମୁଁ ଅଟେ ଆଜି ବି ତୋ ଦିଲ୍-ଦିୱାନା

ମୋ ପ୍ରେମ ଶାଶ୍ୱତ, ତୁ କି ଜାଣୁନା?
ମୋ ପ୍ରେମ ଶାଶ୍ୱତ, ତୁ କି ଜାଣୁନା?
ମୋ ପ୍ରେମ ଶାଶ୍ୱତ, ତୁ କି ଜାଣୁନା?
ମୋ ପ୍ରେମ ଶାଶ୍ୱତ, ତୁ କି ଜାଣୁନା?



Credits
Lyrics powered by www.musixmatch.com

Link