Toki Emiti Hauchi Lo

Moon ବାଲା face ତୋର କଳାମେଘୁଆ ଆଖି
ଚିପିକି ଯାଏ heart ରେ ମୋ, ଦଉ ତୁ ଯେବେ ହସି

ହଁ, ଇଂଙ୍ଗିଲିଶିଆ ଫୁଟାଣି ମାରି ଦେଖେଇ କେତେ ଭାଉ
ପ୍ରେମ ପାଠ ତୁ ଶିଖାନି ମତେ ତୋ ପାଖରେ ଥାଉ

ଆଲୋ ମୋ ଗେଲୁ baby, ହେଇଯା ଥରେ ରାଜି
ଆଲୋ ମୋ ଗେଲୁ baby, ହେଇଯା ଥରେ ରାଜି
ଅଜଣା ପରି ହେଇକି କାଇଁ ମାରୁ ଫୁଟାଣି

ଏ ଟୋକି, ଏ ଟୋକି
ଏ ଟୋକି ଏମିତି ହଉଛି ରେ ଯେମିତି କିଛି ଜାଣିନି
ଏ ଟୋକା ଏମିତି ହଉଛି ରେ ଯେମିତି କିଛି ଜାଣିନି
ଚାଲ ଯିବା ନଈ ପଠାକୁ, ଗପିବା ଦୁହେଁ ମିଶି
ଚୋରା ପୀରତି ଶିଖୁଥିବୁ ଲୋ ପାଖରେ ମୋର ବସି

ଏତେ ଚତୁର ହେଇକି ଧନ ବୁଝାନି ଜମା ମତେ
ତୋ ପରିକା ବାତେରା ଟୋକା ଦେଖି ସାରିଛି କେତେ

ବାଳୁଙ୍ଗା ଟୋକା ମୁଁ ପରା ଗେଲୁ, ନୁହେଁ ବାତେରା ଟୋକା
ନଜର ଥରେ ପଡିଛି ମାନେ ମୋର ହବୁ ତୁ ପକ୍କା

ମୁଁ ପରା ପ୍ରେମ ପକ୍ଷୀ, ତୁ ପାରିବୁନି ରେ ରଖି
ମୁଁ ପରା ପ୍ରେମ ପକ୍ଷୀ, ତୁ ପାରିବୁନି ରେ ରଖି
ଜାଣି ସିଆଣା ହେଇକି କାଇଁ ପାରୁନୁ ଜାଣି?

ଏ ଟୋକା, ଏ ଟୋକା
ଏ ଟୋକା ଏମିତି ହଉଛି ରେ ଯେମିତି କିଛି ଜାଣିନି
ଏ ଟୋକି ଏମିତି ହଉଛି ରେ ଯେମିତି କିଛି ଜାଣିନି
ସରଗପୁର ରାଜକୁମାର କହିବ ଯଦି ଆସି
ନଖରା ମୋର ସିଏ ଦେଖିଲେ ଆପେ ଯିବ ରେ ରୁଷି

ହଁ, ଯାହା ବି ହଉ ତୋ ମନର ମୁଁ ରୋମିଓ ରାଜା
ତୋ ଘରୁ ତତେ ଆଣିବି ତତେ ବଜେଇ ସିଙ୍ଘ ବାଜା

Costly ଵାଲା ଚାହାଣି ମୋର, ଝିଅ ମୁଁ ପୁରା 5G
ଏତେ ସହଜେ ତୋ କଥାରେ ହେବିନି ଜମା ରାଜି

ଆଜି ନୁହେଁ ଲୋ କାଲି ତୁ ହବୁ ମୋ ଘରବାଲି
ଆଜି ନୁହେଁ ଲୋ କାଲି ତୁ ହବୁ ମୋ ଘରବାଲି
ପ୍ରେମ ମନ୍ତର ପଢିକି ତତେ କରିବି ଗୁଣି

ଏ ଟୋକି, ଏ ଟୋକି
ଏ ଟୋକି ଏମିତି ହଉଛି ରେ ଯେମିତି କିଛି ଜାଣିନି
ଏ ଟୋକା ଏମିତି ହଉଛି ରେ ଯେମିତି କିଛି ଜାଣିନି
ଏ ଟୋକି ଏମିତି ହଉଛି ରେ ଯେମିତି କିଛି ଜାଣିନି



Credits
Writer(s): R Chiku
Lyrics powered by www.musixmatch.com

Link