Pardesia Babu (feat. Joydev Roul)
ହାଁ
ହାଁ-ଆଁ-ଆ
ରସେ ତୋର୍ ରସେଇ କରି, ବନାଲା ଦିୱାନୀ
ମନକେ ଚୁରେଇ କରି ଲଗାଲା ମହନି
ହୁଁମ୍, ରସେ ତୋର୍ ରସେଇ କରି, ବନାଲା ଦିୱାନୀ
ମନକେ ଚୁରେଇ କରି ଲଗାଲା ମହନି
ମୋତେ ସିଏ ଛିଟେଇଦେଲା ପୀରତିର୍ ପାନି
କେଭେ ଦିଲ୍ ନେଇଗଲା, ନାଇହେଲା ଜାନି
ଛୁନୁକ୍-ଛୁନୁକ୍ ବାଜେ ତାର୍ ଗୁଡର୍ ପାୟଲ
ତାର୍ ପତଲି ଅଣ୍ଟା ହାଏ ରେ ମୋତେ କଲା ପାଗଲ
ଛୁନୁକ୍-ଛୁନୁକ୍ ବାଜେ ତାର୍ ଗୁଡର୍ ପାୟଲ
ତାର୍ ପତଲି-ଅଣ୍ଟା ହାଏ ରେ ମୋତେ କଲା ପାଗଲ
ଆଖି ଆଖିରେ କହେସି କଥା ମୋର୍ ସଜନୀ
ମୋର୍ ପରଦେଶିଆ-ରାଜା, ହଁ, ବଢେ ବେଇମାନି
ମୋର୍ ସପନେ ଆସିକରି ଖେଳେ ଲୁକ୍-ଲୁକାନି
ମୋର୍ साँवली-सलोनी, ହାଏ, ଫୁଲେଇ ଗୁମାନି
ମୋତେ ଭଲ୍ ପାଏସି କେତେ ମୋର୍ ଗେହ୍ଲେଇ-ରାନୀ
ଚେହେରା निराली, ଲାଗେ ଚୁଲବୁଲି
हौले-हौले ମୁଇଁ ତାର୍ ଦିୱାନା ହେଲି
ହଁ, ଛନକେ ପାୟଲ୍, खनके ଚୁଡ଼ି
ହାଏ ତୋର୍ ନାଁଥି ମନ୍ ଯାଏ ଉଡ଼ି
ଟୁକୁର୍-ଟୁକୁର୍ ଇଶାରା ତାର୍ ମୋତେ सतासी
ପଦମ୍ ଲେକ୍ଷେଁ ହସି ତାର୍ ମୋତେ ହେତାସୀ
ଟୁକୁର୍-ଟୁକୁର୍ ଇଶାରା ତାର୍ ମୋତେ सतासी
ପଦମ୍ ଲେକ୍ଷେଁ ହସି ତାର୍ ମୋତେ ହେତାସୀ
ଇ ଦିଲ୍ ଚାହେଁସି ତାର୍ ଗାଁ'ନେ ଘର୍ ବନାମି
ମୋର୍ साँवली-सलोनी, ହାଏ, ଫୁଲେଇ ଗୁମାନି
ମୋତେ ଭଲ୍ ପାଏସି କେତେ ମୋର୍ ଗେହ୍ଲେଇ-ରାନୀ
ମୋର୍ ପରଦେଶିଆ-ରାଜା, ହଁ, ବଢେ ବେଇମାନି
ମୋର୍ ସପନେ ଆସିକରି ଖେଳେ ଲୁକ୍-ଲୁକାନି
पहेला ଯେଭେ ତକେ ଦେଖିଥିଲି
ସେ ଦିନୁ ମୁଇଁ ତୋର ବନି ଯାଇଥିଲି
ହୋ, कज़ली-कज़ली नशीली ଆଁଖି
ଇଶାରା କରି ତ ନଉଛେ ଡାକି
କେଭେ ନେବା ସିଏ ମୋତେ କରି ସାଙ୍ଗରେ ଯୁଡ଼ି?
ତାର୍ ବିନେ ଏଇ ଦୁନିଆଁଟା ଲାଗୁଛେ ଖାଲି
କେଭେ ନେବା ସିଏ ମୋତେ କରି ସାଙ୍ଗରେ ଯୁଡ଼ି?
ତାର୍ ବିନେ ଏଇ ଦୁନିଆଁଟା ଲାଗୁଛେ ଖାଲି
ହଁ, ଲୋଡ଼ାଥିଲା ତୋର୍ ମିଠା-ମିଠା ବରଷା ପାନି
ମୋର୍ ପରଦେଶିଆ-ରାଜା, ହଁ, ବଢେ ବେଇମାନି
ମୋର୍ ସପନେ ଆସିକରି ଖେଳେ ଲୁକ୍-ଲୁକାନି
ମୋର୍ साँवली-सलोनी, ହାଏ, ଫୁଲେଇ ଗୁମାନି
ମୋତେ ଭଲ୍ ପାଏସି କେତେ ମୋର୍ ଗେହ୍ଲେଇ-ରାନୀ
ହାଁ-ଆଁ-ଆ
ରସେ ତୋର୍ ରସେଇ କରି, ବନାଲା ଦିୱାନୀ
ମନକେ ଚୁରେଇ କରି ଲଗାଲା ମହନି
ହୁଁମ୍, ରସେ ତୋର୍ ରସେଇ କରି, ବନାଲା ଦିୱାନୀ
ମନକେ ଚୁରେଇ କରି ଲଗାଲା ମହନି
ମୋତେ ସିଏ ଛିଟେଇଦେଲା ପୀରତିର୍ ପାନି
କେଭେ ଦିଲ୍ ନେଇଗଲା, ନାଇହେଲା ଜାନି
ଛୁନୁକ୍-ଛୁନୁକ୍ ବାଜେ ତାର୍ ଗୁଡର୍ ପାୟଲ
ତାର୍ ପତଲି ଅଣ୍ଟା ହାଏ ରେ ମୋତେ କଲା ପାଗଲ
ଛୁନୁକ୍-ଛୁନୁକ୍ ବାଜେ ତାର୍ ଗୁଡର୍ ପାୟଲ
ତାର୍ ପତଲି-ଅଣ୍ଟା ହାଏ ରେ ମୋତେ କଲା ପାଗଲ
ଆଖି ଆଖିରେ କହେସି କଥା ମୋର୍ ସଜନୀ
ମୋର୍ ପରଦେଶିଆ-ରାଜା, ହଁ, ବଢେ ବେଇମାନି
ମୋର୍ ସପନେ ଆସିକରି ଖେଳେ ଲୁକ୍-ଲୁକାନି
ମୋର୍ साँवली-सलोनी, ହାଏ, ଫୁଲେଇ ଗୁମାନି
ମୋତେ ଭଲ୍ ପାଏସି କେତେ ମୋର୍ ଗେହ୍ଲେଇ-ରାନୀ
ଚେହେରା निराली, ଲାଗେ ଚୁଲବୁଲି
हौले-हौले ମୁଇଁ ତାର୍ ଦିୱାନା ହେଲି
ହଁ, ଛନକେ ପାୟଲ୍, खनके ଚୁଡ଼ି
ହାଏ ତୋର୍ ନାଁଥି ମନ୍ ଯାଏ ଉଡ଼ି
ଟୁକୁର୍-ଟୁକୁର୍ ଇଶାରା ତାର୍ ମୋତେ सतासी
ପଦମ୍ ଲେକ୍ଷେଁ ହସି ତାର୍ ମୋତେ ହେତାସୀ
ଟୁକୁର୍-ଟୁକୁର୍ ଇଶାରା ତାର୍ ମୋତେ सतासी
ପଦମ୍ ଲେକ୍ଷେଁ ହସି ତାର୍ ମୋତେ ହେତାସୀ
ଇ ଦିଲ୍ ଚାହେଁସି ତାର୍ ଗାଁ'ନେ ଘର୍ ବନାମି
ମୋର୍ साँवली-सलोनी, ହାଏ, ଫୁଲେଇ ଗୁମାନି
ମୋତେ ଭଲ୍ ପାଏସି କେତେ ମୋର୍ ଗେହ୍ଲେଇ-ରାନୀ
ମୋର୍ ପରଦେଶିଆ-ରାଜା, ହଁ, ବଢେ ବେଇମାନି
ମୋର୍ ସପନେ ଆସିକରି ଖେଳେ ଲୁକ୍-ଲୁକାନି
पहेला ଯେଭେ ତକେ ଦେଖିଥିଲି
ସେ ଦିନୁ ମୁଇଁ ତୋର ବନି ଯାଇଥିଲି
ହୋ, कज़ली-कज़ली नशीली ଆଁଖି
ଇଶାରା କରି ତ ନଉଛେ ଡାକି
କେଭେ ନେବା ସିଏ ମୋତେ କରି ସାଙ୍ଗରେ ଯୁଡ଼ି?
ତାର୍ ବିନେ ଏଇ ଦୁନିଆଁଟା ଲାଗୁଛେ ଖାଲି
କେଭେ ନେବା ସିଏ ମୋତେ କରି ସାଙ୍ଗରେ ଯୁଡ଼ି?
ତାର୍ ବିନେ ଏଇ ଦୁନିଆଁଟା ଲାଗୁଛେ ଖାଲି
ହଁ, ଲୋଡ଼ାଥିଲା ତୋର୍ ମିଠା-ମିଠା ବରଷା ପାନି
ମୋର୍ ପରଦେଶିଆ-ରାଜା, ହଁ, ବଢେ ବେଇମାନି
ମୋର୍ ସପନେ ଆସିକରି ଖେଳେ ଲୁକ୍-ଲୁକାନି
ମୋର୍ साँवली-सलोनी, ହାଏ, ଫୁଲେଇ ଗୁମାନି
ମୋତେ ଭଲ୍ ପାଏସି କେତେ ମୋର୍ ଗେହ୍ଲେଇ-ରାନୀ
Credits
Writer(s): Jn Padma, Kamlesh Dilip
Lyrics powered by www.musixmatch.com
Link
Altri album
- Khojiba Mate Dine Hrudaya Tore (Male Version) - Single
- Prataranara Sahare - Single
- Tu Chalijibu - Single
- Premara Pahili Sidire - Single
- Jigar Queen - Single
- Achinha Premika - Single
- Nisthura Hrudaya - Single
- To Duare Mu Desi Kukura - Single
- Jibanare Jibana - Single
- Lambi Lambi Jaantaki Rasta (From "'Tike Tike Achinha Tu") - Single
© 2024 All rights reserved. Rockol.com S.r.l. Website image policy
Rockol
- Rockol only uses images and photos made available for promotional purposes (“for press use”) by record companies, artist managements and p.r. agencies.
- Said images are used to exert a right to report and a finality of the criticism, in a degraded mode compliant to copyright laws, and exclusively inclosed in our own informative content.
- Only non-exclusive images addressed to newspaper use and, in general, copyright-free are accepted.
- Live photos are published when licensed by photographers whose copyright is quoted.
- Rockol is available to pay the right holder a fair fee should a published image’s author be unknown at the time of publishing.
Feedback
Please immediately report the presence of images possibly not compliant with the above cases so as to quickly verify an improper use: where confirmed, we would immediately proceed to their removal.