Gudia Rani

ହାଏ, ତୋର୍ क़ातिलाना नज़रिया ରାନୀ (ରାନୀ)
ମୋତେ hangover କଲା ତୋର୍ ଚାଙ୍କି-ଚାହାନି
ଏ दिलरुबा, आजा, ମୋର୍ ଛାତିର୍ heart ବନିଯା (ବନିଯା)
ଆରେ ତତେ ବନାମି ମୋର୍ ପ୍ରେମ୍ ରାଇଜର୍ ରାନୀ

ମୋର୍ ନାଇଁ ଚଲେ ତୋର୍ ହିରୋଗିରି
ଯା' ଆଉ କାହାକେ ଦେଖାବୁ ସିଆନାଗିରି
ନାଇଁ ହ ଏତେ ମଲମଲ୍ चाचा ରେ ତୁଇ

ଏ, ମୋର୍ गुड़िया-रानी ଶୁନ୍
ଶୁନ୍-ଶୁନ୍-ଶୁନ୍, ମୋର୍ गुड़िया-रानी ଶୁନ୍
ଏ, ମୋର୍ गुड़िया-रानी ଶୁନ୍
ଶୁନ୍-ଶୁନ୍-ଶୁନ୍, ମୋର୍ गुड़िया-रानी ଶୁନ୍
ମୋର୍ नशीली-नशीली अदा କରିଛି ତତେ ରେ फ़िदा
Love-fever ତତେ ହେଇ ଯାଇଛେ, ହାଏ ରେ ମୋର୍ शहजादा
ଏ ଶର୍ମିଲି-ଶର୍ମିଲି ଆଖି, କହୁଛେ ମୋତେ ରେ ଡାକି
First time ଦିୱାନା କରିଦେଇଛେ, ହାଏ, ତୋର୍ ସୁନ୍ଦରୀ ଚାଖି

ତୋର୍ ଦିଲର ଧକଠି क़ैद କରି
ଦେଖେଇଦେ ମୋତେ ପ୍ରେମର ଛୁରୀ
ମୋତେ ଶିଖେଇଦେ ତୋର୍ प्यार ର नियम-कानून

ଏ, ମୋର୍ गुड़िया-रानी ଶୁନ୍
ଶୁନ୍-ଶୁନ୍-ଶୁନ୍, ମୋର୍ गुड़िया-रानी ଶୁନ୍
ଏ, ମୋର୍ गुड़िया-रानी ଶୁନ୍
ଶୁନ୍-ଶୁନ୍-ଶୁନ୍, ମୋର୍ गुड़िया-रानी ଶୁନ୍
ତୋର୍ हीरोपंती ଦେଖିକରି ହେଇଗଲି ମୁଇଁ ଦିୱାନୀ
ଦିଲଥି ମୋର୍ ଲାଗିଯାଇଛେ ତୋର୍ love ର निशानी
ତୋର୍ ଆଖି-ଆଖି ଠରା-ନରା, ଫସିଗଲା ଦିଲ୍ बेचारा
ପାସକେ ମୋତେ ଘିଚିନେଉଛେ, ହାଏ, ତୋର୍ love ର ଇଶାରା

ଦୁନିଆଁ ନଜରୁ ମୋତେ ଲୁକେଇକରି
ତୁଇ ନେଇଯା दुल्हन ବନେଇକରି
ମୋତେ ଦେଖେଇଦେ ତୋର୍ प्यार ଵାଲା जुनून

ଏ, ମୋର୍ गुड़िया-रानी ଶୁନ୍
ଶୁନ୍-ଶୁନ୍-ଶୁନ୍, ମୋର୍ गुड़िया, गुड़िया, गुड़िया-रानी ଶୁନ୍
ହଁ, ଶୁନିଦେ ତୋର୍ प्यार ର ଧୂନ୍
ହଁ, ଶୁନିଦେ ତୋର୍ प्यार ଵାଲା ଧୂନ୍



Credits
Writer(s): Radhe Gardia, Umesh Bhoi
Lyrics powered by www.musixmatch.com

Link