Tike Tike Achinha Tu

ହୋ-ହୋ-ହୋ
ହୋ-ହୋ-ହୋ
ହୋ-ହୋ-ହୋ
ହୋ-ହୋ-ହୋ

ଟିକେ-ଟିକେ ଅଚିହ୍ନା ତୁ
ଟିକେ-ଟିକେ ଚିହ୍ନା
ଟିକେ-ଟିକେ ଅଚିହ୍ନା ତୁ
ଟିକେ-ଟିକେ ଚିହ୍ନା

ଏଣେ ତେଣେ ଚାଲୁ-ଚାଲୁ
ହାତ ଠାରି ଡ଼ାକିଦେଲୁ

କହି ତତେ ପାରିଲିନି ନା", ହାଏ, ନା"

ଟିକେ-ଟିକେ ଅଜଣା ତୁ
ଟିକେ-ଟିକେ ଜଣା
ଟିକେ-ଟିକେ ଅଜଣା ତୁ
ଟିକେ-ଟିକେ ଜଣା

ବଢ଼େଇଲୁ ଯଦି ହାତ
ସାଥୀ ହୋଇ କିଛି ବାଟ

ମୋ ସାଥିରେ ଚାଲିଯିବୁ ଆ..."

ଟିକେ-ଟିକେ ଅଚିହ୍ନା ତୁ
ଟିକେ-ଟିକେ ଚିହ୍ନା
ଟିକେ-ଟିକେ ଅଜଣା ତୁ
ଟିକେ-ଟିକେ ଜଣା

ଦେଖାହୁଏ, ଯେବେ-ଯେବେ ଭିଡ଼ରେ ମଡ଼ରେ
ଆପଣାର-ଆପଣାର ଲାଗୁ ମତେରେ
ହୋ, ବାଟ ଏବେ ଭୁଲିଯାଏ ତତେ ମୁଁ ଦେଖିରେ
ଚାଲୁ-ଚାଲୁ-ଚାଲୁ-ଚାଲୁ ଧୋକା ହୁଏରେ

ଭେଟ ହେଲେ ତୋ ସାଥେ
ଲାଗେ ଭାରି ଭଲ ମୋତେ

ଲାଜରେ ମୁଁ ଭିଜିଯାଏ ଛାଁ", ହାଏ ଛାଁ" ଛାଁ"

ଟିକେ-ଟିକେ ଅଚିହ୍ନା ତୁ
ଟିକେ-ଟିକେ ଚିହ୍ନା
ଟିକେ-ଟିକେ ଅଜଣା ତୁ
ଟିକେ-ଟିକେ ଜଣା

ହୋ-ହୋ-ହୋ
ହୋ-ହୋ-ହୋ
ହୋ-ହୋ-ହୋ
ନା-ନା-ନା
ନା-ନା-ନା
ନା-ନା-ନା

ଛବି ତୋର ଆଙ୍କେ ଯେତେ ସମୟ ସରେନା
ଯେତେ ରଙ୍ଗ ବୋଳିଲେ ବି ମନ ବୁଝେନା
ହଁ, ଲୁଚି-ଲୁଚି ତତେ ଦେଖେ କାଇଁ ମୁଁ ଜାଣେନା
ପୁଣି ଦେଖା କରିବାକୁ ଖୋଜେ ବାହାନା

ଏମିତି ତୁ ସବୁବେଳେ
ଛବି ହୋଇ ଛାତିତଳେ

ଲୁଚି-ଛପି ଲୁଚି-ଛପି ଥା", ତୁ ଥା"

ଟିକେ-ଟିକେ ଅଜଣା ତୁ
ଟିକେ-ଟିକେ ଜଣା
ଟିକେ-ଟିକେ ଅଚିହ୍ନା ତୁ
ଟିକେ-ଟିକେ ଚିହ୍ନା

ହୋ-ହୋ-ହୋ
ହୋ-ହୋ-ହୋ
ହୋ-ହୋ-ହୋ



Credits
Writer(s): Prem Anand
Lyrics powered by www.musixmatch.com

Link