Mo Bhalia Pua To Bhagya Re Nahni

ହୋ-ଓ-ଓ, ହୋ-ଓ-ଓ, ହୋ-ଓ-ଓ, ଓ
ହୋ-ଓ-ଓ, ହୋ-ଓ-ଓ, ହୋ-ଓ-ଓ, ଓ

ଏଡ଼େ ସ୍ବାର୍ଥପର ହେଇଗଲୁ ଲୋ ତୁ
ଏଡ଼େ ବେଇମାନି ହେଇଗଲୁ ଲୋ ତୁ
ଏଡ଼େ ସ୍ବାର୍ଥପର ହେଇଗଲୁ ଲୋ ତୁ
ଏଡ଼େ ବେଇମାନି ହେଇଗଲୁ ଲୋ ତୁ

ଚାହିଁଲୁନି ପଛକୁ ତୁ ମୁହଁ ଫେରେଇ

ମୋ ଭଳିଆ ପୁଅଲୋ ତୋ ଭାଗ୍ୟରେ ନାହିଁ
ମୋ ଭଳିଆ ପୁଅଲୋ ତୋ ଭାଗ୍ୟରେ ନାହିଁ
ହଁ, ମୋ ଭଳିଆ ପୁଅଲୋ ତୋ ଭାଗ୍ୟରେ ନାହିଁ
ମୋ ଭଳିଆ ପୁଅଲୋ ତୋ ଭାଗ୍ୟରେ ନାହିଁ

ଭାବିଛୁ କି ମୋଠୁ ଦୂରେଇ ଯାଇ
ଖୁସିରେ ରହିବୁ ତୁ ମତେ କନ୍ଦେଇ
ପସ୍ତେଇବୁ ଦିନେ ହେଲେ ନ ଥିବେ କେହି
ଝୁରି-ଝୁରି ମରିବୁ ତୁ ମତେ ନ ପାଇ

ଆ-ହା-ହା-ହା-ହା-ଆ-ଆ-ଆ

ହୋ, ଭାବିଛୁ କି ମୋଠୁ ଦୂରେଇ ଯାଇ
ଖୁସିରେ ରହିବୁ ତୁ ମତେ କନ୍ଦେଇ
ପସ୍ତେଇବୁ ଦିନେ ହେଲେ ନ ଥିବେ କେହି
ଝୁରି-ଝୁରି ମରିବୁ ତୁ ମତେ ନ ପାଇ

ଯେମିତି ତୁ ଭାଙ୍ଗିଦେଲୁ ମୋ ହୃଦୟକୁ
ଯେମିତି ତୁ ଜାଳିଦେଲୁ ମୋ ସ୍ଵପ୍ନକୁ
ଆଉ କିଏ ଭାଙ୍ଗିଦେଲେ ବୁଝିବୁ ତୁହି

ମୋ ଭଳିଆ ପୁଅଲୋ ତୋ ଭାଗ୍ୟରେ ନାହିଁ
ମୋ ଭଳିଆ ପୁଅଲୋ ତୋ ଭାଗ୍ୟରେ ନାହିଁ
ମୋ ଭଳିଆ ପୁଅଲୋ ତୋ ଭାଗ୍ୟରେ ନାହିଁ
ମୋ ଭଳିଆ ପୁଅଲୋ ତୋ ଭାଗ୍ୟରେ ନାହିଁ

ଭଲ ପାଇଥିଲି ତତେ ହୃଦୟ ଦେଇ
କେମିତି ତୁ ଠକିଦେଲୁ ମତେ ଲୋ ତୁହି
ମୋ ଦୁନିଆଁ ତୁ ଥିଲୁ ଦିନେ ମୋ ପାଇଁ
ଭାବି ମୁଁ ନ ଥିଲି କେବେ ଦବୁ ଭଣ୍ଡେଇ

ହୋ, ଭଲ ପାଇଥିଲି ତତେ ହୃଦୟ ଦେଇ
କେମିତି ତୁ ଠକିଦେଲୁ ମତେ ଲୋ ତୁହି
ମୋ ଦୁନିଆଁ ତୁ ଥିଲୁ ଦିନେ ମୋ ପାଇଁ
ଭାବି ମୁଁ ନ ଥିଲି କେବେ ଦବୁ ଭଣ୍ଡେଇ

ପ୍ରେମ ଥିଲା ତୋ ପାଇଁ ମାଟି ଖେଳନା
ଖେଳନା ଭାବି ତୁ କଲୁ ହୃଦୟ ଚୂନା
ଆଉ କିଏ ଖେଳିଦେଲେ ବୁଝିବୁ ତୁହି

ମୋ ଭଳିଆ ପୁଅଲୋ ତୋ ଭାଗ୍ୟରେ ନାହିଁ
ମୋ ଭଳିଆ ପୁଅଲୋ ତୋ ଭାଗ୍ୟରେ ନାହିଁ
ମୋ ଭଳିଆ ପୁଅଲୋ ତୋ ଭାଗ୍ୟରେ ନାହିଁ
ମୋ ଭଳିଆ ପୁଅଲୋ ତୋ ଭାଗ୍ୟରେ ନାହିଁ

ଆ-ହା-ହା-ହା-ହା-ଆ-ଆ-ଆ
ଆ-ହା-ହା-ହା-ହା-ଆ-ଆ-ଆ



Credits
Writer(s): Sudhansu Prusty, Aarohiajita
Lyrics powered by www.musixmatch.com

Link