Paradesi Megha

ପରଦେଶୀ ମେଘ ଛିଟା ପରି
ମତେ ଛୁଇଁ ଆଜି ଗଲୁ ତୁ ଫେରି

ପରଦେଶୀ ମେଘ ଛିଟା ପରି
ମତେ ଛୁଇଁ ଆଜି ଗଲୁ ତୁ ଫେରି
ତୋ ପ୍ରେମରେ ଓଦା ହୁଏ
ଋତୁ ଯାଏ ରେ ସରି

କାହିଁ ଚାହୁଁ ଏମିତି ମତେ?
ଛୁଇଁ ଯାଉ ନ ଛୁଇଁ ମତେ
ହସ ଦିଏ ମାରି

ପରଦେଶୀ ମେଘ ଛିଟା ପରି
ମତେ ଛୁଇଁ ଆଜି ଗଲୁ ତୁ ଫେରି
ତୋ ପ୍ରେମରେ ଓଦା ହୁଏ
ଋତୁ ଯାଏ ରେ ସରି
ଲାଗୁଛି ଏମିତି ସତେ କି ଯେମିତି
ହୋଇଛୁ ଗଢ଼ା ତୁ ଖାଲି ମୋ ପାଇଁ କି

ସବୁ କଥା ପରେ ପୁଣି ତୋର କଥା
ଇଚ୍ଛାହୁଏ ଶୁଣିବାକୁ କିଛି କାହିଁକି?

ହସ ତୋର ଜହର ମିଶା
ଲାଜ ତୋର ଲାଗେ ରେ ଇର୍ଷା
ପ୍ରେମ ଯାଏ ଝରି

ପରଦେଶୀ ମେଘ ଛିଟା ପରି
ମତେ ଛୁଇଁ ପୁଣି ଗଲୁ ତୁ ଫେରି
ତୋ ପ୍ରେମରେ ଓଦା ହୁଏ
ଋତୁ ଗଲା ରେ ସରି
କହିବି କେମିତି ଖୋଜୁଛି ରେ ତତେ
ଜିଇଁବାକୁ ଖାଲି ତୁ ଗୋଟେ ମୋର ବାହାନା

ଗଲେ ତୁ ଦୁରେଇ ପାରିବିନି ରହି
କିଛି ସ୍ମୃତି ଏଇ ମନେ ଭୁଲି ହୁଏନା

ପ୍ରେମ ମୋର ଅକୁହା ଗପ
କାନେ ତୋର କହିଛି ଅଳ୍ପ
ପ୍ରେମ ଯାଏ ସରି

ପରଦେଶୀ ମେଘ ଛିଟା ପରି
ମତେ ଛୁଇଁ ଆଜି ଯା'ନା ଫେରି



Credits
Writer(s): Asad Nizam
Lyrics powered by www.musixmatch.com

Link